ହେ ଭଗବାନ ! ଓଲିଉଡ ଜଗତରେ ପୁଣି ଶୋକର ଛାୟା, ଓଲିଉଡର ଏହି ଫେମସ ଅଭିନେତାଙ୍କର ହେଲା ପରଲୋକ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଗତବର୍ଷ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବହୁତ ଦୁଃଖଦର ସମୟ ରହିଥିଲା । କାରଣ ଗତବର୍ଷ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭନୟ କରିଥିବା କେତେକ ଦିଗଜ ଅଭିନେତା ମାନଙ୍କ ଦେହାନ୍ତ ହୋଇଥିଲା । କିନ୍ତୁ ବନ୍ଧୁଗଣ ଏହି ବର୍ଷ ପୁଣି ଏକ ଦୁଃଖମୟ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା କାବୁଲା ଊରଫ ଦୀପ୍ତି ରଞ୍ଜନ ମହାନ୍ତିଙ୍କୁ ନିଶ୍ଚୟ ଜାଣିଥିବେ । ସେ ୯୦ ଦଶକରୁ କେତେକ ସୁପର ହିଟ ଫିଲ୍ମ ଓ ଟିଭି ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏକ ଦୁଃଖ ଖବର ସାମ୍ନାକୁ ଆସିଛି ତାହା ହେଉଛି କାବୁଲା ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି କାରଣ କବୁଲା ଏହି ଦୁନିଆରେ ଆଉ ନାହାନ୍ତି ।

କାବୁଲା ଏକ ପ୍ରସିଦ୍ଧ ଅଭିନେତା ଥିଲେ ସେ ୯୦ ଦଶକରୁ କେତେକ ଓଡିଆ ଫିଲ୍ମ ଓ ଧାରାବାହିକରେ କାମ କରି ସଫଳତା ହାସଲ କରିଥିଲେ । ଏହି କିଛି ଦିନ ହେବ କବୁଲା ପୌରଣିକ ଧାରାବାହିକରେ କାମ କରି ଆସୁଥିଲେ । ଏହି ପୌରଣିକ ଧାରାବାହିକରେ କାବୁଲାଙ୍କ ଅଭିନୟକୁ ଦେଖିବା ପାଇଁ ସାରା ଓଡିଶା ବାସୀ ବହୁତ ମାତ୍ରାରେ ପସନ୍ଦ କରୁଥିଲେ ।

ହେଲେ ବନ୍ଧୁଗଣ ଦୁଃଖର କଥା ଏହା ହେଉଛି ଯେ, କାବୁଲା ବର୍ତ୍ତମାନ ଏହି ଦୁନିଆକୁ ତ୍ୟାଗ କରି ଚାଲି ଯାଇଛନ୍ତି । ଯାହାଫଳରେ ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଓଡିଆ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନେ କାବୁଲାଙ୍କ ଘରେ ପହଞ୍ଚି ଛନ୍ତି ।

ଏହି ଖବର ସାରା ଓଡିଶା ବାସୀଙ୍କ ମନରେ ମଧ୍ୟ ଦୁଃଖ ଭରି ଦେଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ କବୁଲାଙ୍କ ପରଲୋକ ହେବାର ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହାକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କବୁଲା ଊରଫ ଦୀପ୍ତି ରଞ୍ଜନ ମହାନ୍ତିଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ତାଙ୍କର ଆତ୍ମା ର ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ନିଶ୍ଚୟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *