2030 ସୁଧା ଆଉ ମାତ୍ର ୯ ବର୍ଷ ପରେ ପାଣିରେ ବୁଡିଯିବ ଏହି 9 ଟି ସହର, ଆସିବ ଭୟଙ୍କର ଜଳ ପ୍ରଳୟ ! ଦେଖନ୍ତୁ ଏହି Special Report

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଉ ମାତ୍ର ୯ ବର୍ଷ ବାକି । ଏହାପରେ ପାଣିରେ ବୁ-ଡି-ଯି-ବ ସହର । କେବଳ ଗୋଟିଏ ସହର ନୁହେଁ ବରଂ ୯ ଟି ସହର ପାଣିରେ ବୁ-ଡି-ଯାଇ ପାରେ । ୨୦୩୦ ସୁଦ୍ଧା ପାଣିରେ ଡୁ-ବି-ଯାଇ ପାରେ କୋଲକାତା ସହର ସମେତ ବିଶ୍ଵର ଏହିସବୁ ସହର । ଏହି କଥାଟି ମିଛଭଳି ଲାଗୁଥିଲେ ମଧ୍ୟ ସତ ହେବାକୁ ଆଉ ମାତ୍ର କେତୋଟି ବର୍ଷ ବାକି ଅଛି ।

ସମୁଦ୍ର ର ଜଳପତନ ବୃଦ୍ଧି ଯୋଗୁଁ ୨୦୩୦ ସୁଧା ସମଗ୍ର ବିଶ୍ଵ ର ଅନେକ ସହର ଜଳ-ମ-ଗ୍ନ ହେବ ବୋଲି କ୍ଲାଇମେଟ ସେଣ୍ଟ୍ରାଲ ଦର୍ଶାଇଛି । ବର୍ତ୍ତମାନ ନ ହେଲେ ମଧ୍ୟ ୨୦୩୦ ସୁଦ୍ଧା ଅନେକ କିଛି ବଦଳିବାକୁ ଯାଉଅଛି । ଏବେ ଠାରୁ ବନ୍ୟା ପ୍ରତିରୋଧକ ପାଚେରୀ ନିର୍ମାଣ ସହିତ ସହରର ଢାଞ୍ଚା ପରିବର୍ତ୍ତନ ନ କରାଗଲେ, ବିଶ୍ଵ ର ୯ ଟି ସହର ଆଂଶିକ ଅଥବା ସଂପୂର୍ଣ୍ଣ ଭାବରେ ଜଳ-ମ-ଗ୍ନ ହେବାର ଆଶଙ୍କା କରାଯାଇଅଛି ।

କ୍ଲାଇମେଟ ସେଣ୍ଟ୍ରାଲ ଜାରି କରିଥିବା ମାନଚିତ୍ରରେ ବିଶ୍ଵ ର ୯ ଟି ସହର ରହିଅଛି । ନେଦରଲ୍ୟାଣ୍ଡସ ର ଆମଷ୍ଟରଡମ, ଇରାକ ର ବାସରା, ଯୁକ୍ତରାଷ୍ଟ୍ରା ଆମେରିକା ର ନିୟୁ ଆଇଲାନ୍ସ, ଇଟାଲୀ ର ଭେନିସ, ଥାଇଲାଣ୍ଡର ବ୍ୟାଙ୍ଗକ, ଭିଆନା ର ଜର୍ଜଟାଉନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସାଭାନ୍ନା ଜଳ-ମ-ଗ୍ନ ହେବାର ଆଶଙ୍କା କରାଯାଉଅଛି । ଏହା ସହିତ ଭାରତର ସର୍ବ ପୁରାତନ ସହର କଲକତା କୁ ପାଣି ଚ-ଢି-ଯିବ ବୋଲି କୁହାଯାଉଅଛି । ଉର୍ବର ମୃତିକା ଯୋଗୁଁ ପଶ୍ଚିମ ବଙ୍ଗ ର ଅଧିକାଂଶ ଅଞ୍ଚଳ ସହ ସହ ବର୍ଷ ଧରି ଜୀବନ୍ତ ରହି ଆସିଛି ।

କିନ୍ତୁ କ୍ଲାଇମେଣ୍ଟ ସେଣ୍ଟ୍ରାଲ ମାନଚିତ୍ର ଅନୁସାରେ କୋଲକତା ଏବଂ ତାହାର ଚତୁର୍ପାର୍ଶ୍ୱ ପ୍ରତି ବଡ ବିପତ୍ତି ରହିଅଛି । ଅନାବୃଷ୍ଟି କାରଣରୁ ମେନ ସହର ଭଳି କୋଲକତା ମଧ୍ୟ ମୌସୁମୀ ସମୟରେ ଜଳ ସଙ୍କଟ ର ସମୁଖୀନ ହୋଇପାରେ । କିନ୍ତୁ ଆଗକୁ ସ୍ଥଳ ଭାଗ ଆଡକୁ ମାଡି ଆସିବ ସମୁଦ୍ର । ବର୍ଷ ବର୍ଷ ଧରି ସମୁଦ୍ର ପ୍ରାଚୀର ଉପରେ ନିର୍ଭର କରି ତିଷ୍ଠି ରହିଥାଏ ।

ଏହି ବଡ ବଡ ସହର ମାନଙ୍କ ର ଚାରି ପାର୍ଶ୍ଵରେ ସମୁଦ୍ର ତଥା ନଦୀ ରହିଥିବାରୁ ସହର ଗୁଡିକ ସଙ୍କଟାପର୍ଣ୍ଣ ଘେରରେ ରହିଅଛି ବୋଲି ଦର୍ଶାଯାଇଅଛି । ବିଶ୍ଵର ଉତ୍ତାପ ଯେଉଁଭଳି ଭାବରେ ବଢିବାକୁ ଲାଗିଛି ଆଜିଠାରୁ ସାଧାରଣ ଜନତା ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ରହିଅଛି । ବନ୍ଧୁଗଣ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *