Jyotish Shastra – ଆଜି ରାତି ଠାରୁ ପୁରା 21 ବର୍ଷ ପର୍ଯ୍ୟନ୍ତ ଏହି 6 ଟି ରାଶି ଉପରେ ବର୍ଷିବ ଶନିଦେବଙ୍କ କୃପା, କଣ ଏଥିରେ ଆପଣଙ୍କ ରାଶି ନାହିଁ ତ …

ଗ୍ରହ ମାନଙ୍କ ମଧ୍ୟରେ ସବୁବେଳେ ପରିବର୍ତ୍ତନ ଆସିଥାଏ ଯାହା କାରଣରୁ ମଣିଷ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ । ସେମିତରେ ବି ଦୁଃଖ ନଥିଲେ ସୁଖର ଆନନ୍ଦ ମିଳିପାରେ ନାହିଁ । ବାସ୍ତବରେ ମଣିଷ ଜୀବନରେ ଏହି ପରିପାର୍ତ୍ତନ ସବୁ ଗ୍ରହ ମାନଙ୍କ ପାଇଁ ହୋଇଥାଏ । ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତି ବିଧିରେ ପରିବର୍ତ୍ତନ ପାଇଁ ମଣିଷର ରାଶି ଉପରେ ପ୍ରଭାବ ପଡିଥାଏ । ତେବେ ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ମାନଙ୍କ ଗତି ବିଧିରେ କିଛି ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଦ୍ଵାରା ଆଜି ରାତି ଠାରୁ ପୁରା 21 ବର୍ଷ ପର୍ଯ୍ୟନ୍ତ ଶନିଦେବ ଏହି 6 ଟି ରାଶି ଉପରେ ପ୍ରସନ୍ନ ହେବା ସହିତ ସେହି ରାଶିର ବ୍ୟକ୍ତି ମାନଙ୍କୁ ଅପାର ଧନଲାଭର ସୁଯୋଗ ପ୍ରଦାନ କରିବେ ।

ଶନିଦେବ ଙ୍କର କୃପା ଯେତେବେଳେ ମିଳିଥାଏ ତେବେ ସେହି ବ୍ଯକ୍ତିର କିଛି ଅସୁବିଧା ଯେମିତି କି ଦୁର୍ଘଟଣା, ମାନହାନି, ରୋଗ ବ୍ୟାଧି ଏବଂ ଦରିଦ୍ରତା କେବେ ବି ପାଖ ମାଡି ନଥାଏ । ତେଣୁ ଆମକୁ ସବୁବେଳେ ଶାଣିଦେବ ଙ୍କର ପୂଜା ଆରାଧନା କରିବା ଜରୁରୀ ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି 6 ଟି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଉପରେ ଶାଣିଦେବ ନିଜର କୃପା ଦ୍ରୁଷ୍ଟି ପକାଇବାକୁ ଯାଉଛନ୍ତି । ଯାହା ଦ୍ଵାରା ଏହି ରାଶିର ବ୍ୟକ୍ତିମାନେ ପ୍ରଚୁର ଧାନ ପ୍ରାପ୍ତିର ସୁଯୋଗ ପାଇବେ । ତେବେ ଚାଲନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ଆପଣଙ୍କ ଉପରେ ଶନିଦେବଙ୍କ କୃପା ରହିବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଏବେ କୋର୍ଟ କାମ ଓ ସରକାରୀ କାମ ଠାରୁ ଏବେ ଆପଣଙ୍କୁ ମୁକ୍ତି ମିଳିବ । ସନ୍ତାନ ମାନଙ୍କର ପାଠ ପଢାକୁ ନେଇ ଆପଣଙ୍କର ଚିନ୍ତା ଏବେ ସମାପ୍ତ ହେବ, ପୁରାତନ ସମ୍ପତିରେ ରହିଥିବା ବାଦ ବିବାଦ ଆପଣଙ୍କର ଦୂର ହେବ ଓ ବ୍ୟକ୍ତିଗତ ଜୀବନରେ ବହୁତ ଶାନ୍ତି ଲାଗି ରହିବ । ଆପଣଙ୍କର ଆମଦାନୀରେ ମଧ୍ୟ ବୃଦ୍ଧି ରହିବ । ଘର ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ ।

 

ଘରର ବଡ ସଦସ୍ୟଙ୍କ ସହଯୋଗ ମିଳିବ । ଯାହା ଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ । ଅଧା ରହିଥିବା କାର୍ଯ୍ୟ ପୁର୍ଣ ହେବ । ଆପଣଙ୍କୁ କିଛି ନୂଆ ଅବସର ମିଳିବ । ଏହି ଅବସର ଦ୍ୱାରା ଆପଣଙ୍କୁ ବହୁତ ସଫଳତା ମିଳିବ । ଉଚ୍ଚ ବର୍ଗ ଲୋକଙ୍କ ସହ ସମ୍ପର୍କ ବଢିବା ଦ୍ୱାରା କିଛି ବଡ ଦାୟିତ୍ୱ ମିଳିପାରେ । ଶନି ଦେବ ଙ୍କ ଆଶୀର୍ବାଦ ରୁ ଧନ ବଢିବାର ସୁଯୋଗ ରହିଛି ଓ ଦୁଃଖ ଦୂରହେବ । ଅଟକି ରହିଥିବା ଟଙ୍କା ଫେରି ପାଇବେ, ଯାହା ଦ୍ଵାରା ଆପଣଙ୍କ ମନ ଖୁସି ହେବ ।

ପ୍ରପଟି ସହ ଯୋଡି ହେଇଥିବା ମାମଲା ରୁ ଆପଣ ଲାଭ ପାଇବେ । ଦାମ୍ଫତ୍ୟ ଜୀବନରେ ଚାଲିଥିବା ଦୁଃଖ ସବୁ ଦୂର ହେଇଯିବ । ପ୍ରେମଜୀବନ ବିତଉଥିବା ଲୋକଙ୍କ ସମୟ ବହୁତ ଭଲ ରହିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ପରିବାର ରେ ନିଜରପଦ ଗରିମା ବଜାୟ ରହିବ । କୃଷିରେ ଉନ୍ନତି ହେବା ସହ ପ୍ରତିଷ୍ଠା ପ୍ରତ୍ତିପତ୍ତି, ମାନସମ୍ମାନ ପ୍ରାପ୍ତିହେବ । ପୁରୁଣାପ୍ରାପ୍ୟ ଆଦାୟ ହେବା ଫଳରେ ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ ।

ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇ ପାରିବେ । ତେବେ ବନ୍ଧୁଗଣ ଆମେ ଏଠାରେ ଯେଉଁ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କଥା ହେଉଥିଲୁ ସେଗୁଡିକ ହେଉଛି କର୍କଟ ରାଶି, ମିଥୁନ ରାଶି, ତୁଳା ରାଶି, ମକର ରାଶି, ବିଛା ରାଶି ଓ ଧନୁ ରାଶି ।

ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *