Jyotish Shastra- ଆଜି ଠାରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଏହି 5 ଟି ରାଶିରେ ରାଜଯୋଗ, ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ହାତୀ କୁ ଗଣେଶ ଙ୍କର ପ୍ରତୀକ ବୋଲି ମନା ଯାଏ । ଏବଂ ଗଣେଶ ବୁଦ୍ଧି ର ଦେବତା ଅଟନ୍ତି । ଜାତକ ରେ ଗଜକେଶରୀ ଯୋଗ ସୃଷ୍ଟି ହେବା ଦ୍ବାରା ଆପଣଙ୍କ ଜୀବନରେ ଜାତକ ନିଜ ବୁଦ୍ଧି ଫଳରେ ଧନ , ଜନ , ସମୃଦ୍ଧି ଆଦି ବଢିଥାଏ । ଯଦି କାହାର ଜୀବନ ରେ ଗଜକେଶରୀ ଯୋଗ ସୃଷ୍ଟି ହୋଇଥାଏ ତେବେ ତା ଜିବନରେ ଗଜ ଅର୍ଥାତ ହାତୀ ଏବଂ ବୈଭବ ର ବୃଦ୍ଧି ହୋଇଥାଏ । ଗଜକେଶରୀ ଯୋଗ ର ଶୁଭ ଏବଂ ଅଶୁଭ ଫଳ ର ଜାତକ ର ଭାବ , ରାଶି ନକ୍ଷେତ୍ର ଓ ଗୁରୁ ର ସ୍ଥିତି ଉପରେ ନିର୍ଭର କରିଥାଏ । କୁଣ୍ଡଳୀ ର ଗୁରୁ ଏବଂ ନକ୍ଷତ୍ର ଫଳରେ ଗଜକେଶରୀ ଯୋଗ ର ସୃଷ୍ଟି ହୋଇଥାଏ ।

ଜ୍ୟୋତିଷ ମାନଙ୍କ ଅନୁସାରେ ଆଜିଠାରୁ ଏହି ଯୋଗ ଆରମ୍ଭ ହୋଇ ଯାଇଛି । ଯାହାର ନାମ ଅଟେ ଗଜକେଶରୀ ଯୋଗ । ଏହି ଯୋଗ ଦ୍ଵାରା ବହୁତ ଗୁଡିକ ରାଶି ମାନଙ୍କ ମଧ୍ୟରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏମାନଙ୍କ ଜୀବନରେ ଧନ ସମ୍ବନ୍ଧିତ ସବୁ ପ୍ରକାର ସଙ୍କଟ ଦୂର ହେବାକୁ ଯାଉଛି । ଏମାନଙ୍କ ଜୀବନରେ ଅଚାନକ ଧନ ର ପ୍ରାପ୍ତି ମଧ୍ୟ ହୋଇପାରେ । ଆଜି ଆମେ ଆପଣଙ୍କୁ ବିଶେଷ ଭାବରେ ସେହି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ଜାତକ ଗଜକେଶରୀ ର ଯୋଗ ଅଛି ।

ପ୍ରଥମ ରେ ଅଛି ମେଷ ରାଶି । ମେଷ ରାଶି ମାନଙ୍କର ଜ୍ୟୋତିଷ ବିଦ୍ୟା ଅନୁସାରେ ଏମାନଙ୍କ ଜୀବନ ରେ ଧନ ପ୍ରାପ୍ତି ର ସମ୍ଭାବନା ରହିଛି। ଏବଂ ଏମାନଙ୍କ ଜୀବନରେ ଅନେକ ପ୍ରକାର ସମସ୍ୟା ମଧ୍ୟ ସମାଧାନ ହେବାକୁ ଯାଉଛି । ଏହି ରାଶି ଙ୍କ ଜୀବନରେ ନୂଆ ଅବସର ଆସିବାକୁ ଯାଉଛି । ଯାହାଦ୍ୱାରା ଏମାନେ ଜୀବନରେ ଅନେକ ଉନ୍ନତି କରିବାକୁ ଯାଉଛନ୍ତି । କଠିନ ପରିଶ୍ରମ ମାଧ୍ୟମରେ ଏମାନେ ସବୁ କାର୍ଯ୍ୟ ରେ ସଫଳତା ଲାଭ କରିବାର ସମ୍ଭାବନା ରହିଛି ଯାହାଦ୍ୱାରା ସେମାନେ ବହୁତ ଉନ୍ନତି କରିପାରିବେ ।

ଦ୍ଵିତୀୟ ରେ ଅଛି ମିଥୁନ ରାଶି । ଜ୍ୟୋତିଷ ବିଦ୍ୟା ଅନୁସାରେ ଏହି ରାଶି ଙ୍କର ଜୀବନରେ ଜୀବନସାଥୀ ଙ୍କର ଖୁସି ବହୁତ ଭାବରେ ପାଇବେ । ଏହାଛଡା ଆପଣଙ୍କୁ ଆପଣଙ୍କ ଘର ଲୋକଙ୍କ କଥା କୁ ଧ୍ୟାନ ର ସହ ଶୁଣିବାକୁ ପଡିବ ଏବଂ ସମସ୍ତଙ୍କୁ ସମ୍ମାନ ମଧ୍ୟ କରିବାକୁ ପଡିବ । ଆପଣଙ୍କୁ କୌଣସି ଶୁଭ ସମାଚାର ଶୁଣିବାକୁ ଅଛି। ଏବଂ ଆପଣ ଆପଣଙ୍କ ଜୀବନରେ ଅନେକ ଖୁସି ମଧ୍ୟ ପାଇବା ସହ ଉନ୍ନତି ମଧ୍ୟ କରିବେ ।

ତୃତୀୟ ହେଉଛି ସିଂହ ରାଶି । ସିଂହ ରାଶି ଆପଣଙ୍କ ଜାତକ ରେ ରାଜଜୋତକ ଥିବା କାରଣ ରୁ ଆପଣଙ୍କ ଜୀବନରେ ଆଗକୁ ଶୁଭ ଖବର ପାଇବାକୁ ଯାଉଛନ୍ତି । ମା ଲଷ୍ମୀ ଆପଣଙ୍କ ଉପରେ କୃପା କରିବେ। ଆପଣ ଆପଣଙ୍କ ଜୀବନରେ ସବୁ ସ୍ଥାନରେ ସଫଳତା ଲାଭ କରିବେ । ଧନ ସମୃଦ୍ଧି ଆଦି ବୃଦ୍ଧି ହେବ। ଆପଣ ଖାଲି ନିଜକୁ ଟିକେ କ୍ରୋଧ ରୁ ଦୁରେଇ ରଖନ୍ତୁ ।

ତାପରେ ବିଛା ରାଶି । ଆପଣଙ୍କ ଜାତକ ରେ ରାଜ ଜୋତକ କାରଣ ରୁ ଆପଣ ଆପଣଙ୍କ ଜୀବନରେ ଖୁବ ଉନ୍ନତି ଲାଭ କରିବେ । ମା ଲଷ୍ମୀ ଆପଣଙ୍କ ଉପରେ କୃପା କରିବେ । ଆପଣ ଯେଉଁ କୌଣସି ବ୍ୟାପାର କରିଲେ ସେଥିରେ ସଫଳତା ଲାଭ କରିବେ । କହିବାକୁ ଗଲେ ଆପଣଙ୍କ ପାଇଁ ଆସନ୍ତା ସମୟ ଅତ୍ୟନ୍ତ ଭଲ ରହିବାର ଅଛି । ବୈବାହିକ ଜୀବନ ଭଲ ରହିବ । ଘର ପରିବାର ସୁଖମୟ ହେବ ।

ମୀନ ରାଶି । ଆପଣଙ୍କ ଜୀବନ ଖୁସି ଓ ଶାନ୍ତି ରେ ରହିବ । ଚାକିରୀ କ୍ଷେତ୍ରରେ ଆପଣ ବହୁତ ଖ୍ୟାତି ଅର୍ଜନ କରିବେ । ଆପଣଙ୍କ ବୈବାହିକ ଜୀବନ ଏବଂ ପ୍ରେମ ସମ୍ପର୍କ ଖୁବ ସଫଳ ରହିବ ଯାହା ଫଳରେ ଆପଣ ବହୁତ ଖୁସି ରହିବେ । ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ବହୁତ ଖାସ ରହିବ । ଶିକ୍ଷା ଚାକିରି ପ୍ରେମ ଓ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଶୀଘ୍ର ନୂଆ ଖୁସି ଖବର ମିଳିବାର ସମ୍ଭାବନା ନଜର ଆସୁଛି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *