ଟିଭି ଇଣ୍ଡଷ୍ଟ୍ରି ରେ ବାଲ୍ୟ କଳାକାର ରୂପରେ କାମ କରି ଫେମସ ହୋଇଥିବା ଏହି ଅଭିନେତ୍ରୀ ମାନେ ଆଜି ଏତେ ବର୍ଷ ପରେ ଦେଖାଯାନ୍ତି କିଛି ଏମିତି, ନମ୍ବର 4 ଲାଗନ୍ତି ସବୁଠୁ ଅଧିକ ହଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର କିଛି ଫେମସ ଶିଶୁ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଗୋଟେ ସମୟରେ କିଛି ଲୋକପ୍ରିୟ ସିରିଏଲରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ହେଲେ ସେମାନେ ସେହି ସବୁ ସିରିଏଲ କରିବା ପରେ ହଠାତ ଗାୟବ ହୋଇଯାଇଥିଲେ । ଏହି ଶିଶୁ କଳାକାର ମାନେ ବର୍ତ୍ତମାନ ବଡ ହେବା ସହ ବହୁତ ବଦଳି ଯାଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଶିଶୁ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁ କଳାକାର ମାନଙ୍କ ବିଷୟରେ ।

ଜନତ ଯୁବେର ରେହେମାନୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜନତ ଯୁବେର ରେହେମାନୀ । କଲର୍ସ ଚ୍ଯାନେଲର ଫେମସ ସିରିଏଲ ‘ଫୁଲବା’ରେ ମୁଖ୍ୟ ଭୂମିକାରେ ନଜର ଆସି ଜନତ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସେହି ସମୟରେ ଜନତ କେବଳ ୧୦ ବର୍ଷର ଥିଲେ । ତାଙ୍କର ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ସିରିଏଲ ପରେ ସେ ଅନ୍ୟ କେତେକ ଲୋକପ୍ରିୟ ସିରିଏଲରେ କାମ କରି ଥିଲେ ଓ ହଠାତ ଟିଭି ଇଣ୍ଡଷ୍ଟ୍ରିରୁ ଗାୟବ ହୋଇଯାଇଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଜନତ ୧୮ ବର୍ଷ ବୟସର ହୋଇସାରିଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି ।

ଝନକ ଶୁକ୍ଲା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଝନକ ଶୁକ୍ଲା । ୯୦ ଦଶକର ଫେମସ ସିରିଏଲ ‘କରିସ୍ମା କା କରିସ୍ମା’ରେ ରୋବଟ କରିସ୍ମାର ଭୂମିକା ପଦର୍ଶନ କରି ଝନକ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସେହି ସ୍ମାୟରେ ସେ କେବଳ ୬ ବର୍ଷର ଥିଲେ । ଏହି ସୋ ପରେ ସେ ହଠାତ ଟିଭି ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ । ହେଲେ ବର୍ତ୍ତମାନ ଝନକ ୨୪ ବର୍ଷର ହୋଇସାରିଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ନଜର ଆସୁଛନ୍ତି ।

ସ୍ପର୍ଶ ଖାନଚନ୍ଦାନି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସ୍ପର୍ଶ ଖାନଚନ୍ଦାନି । ଆପଣ ମାନେ ସମସ୍ତେ ଉତ୍ତରନ ସିରିଏଲରେ ସ୍ପର୍ଶଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସ୍ପର୍ଶ ଛୋଟ ଇଛାର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସେହି ସ୍ମାୟରେ ସେ କେବଳ 7 ବର୍ଷର ଥିଲେ ଓ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତ ହାସଲ କରିଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ସେ 19 ବର୍ଷର ହୋଇସାରିଛନ୍ତି ଓ ବହୁତ ସୁନ୍ଦର ନଜର ଆସୁଛନ୍ତି ।

ଅଭିକା ଗୌର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅଭିକା ଗୌର । ଆପଣ ମାନେ ସମସ୍ତେ ଅଭିକାଙ୍କୁ ‘ବାଳିକା ବଧୁ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ସେହି ସମୟରେ ସେ କେବଳ 11 ବର୍ଷ ବୟସରେ ଆନନ୍ଦିର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହେଲେ ଏହି ସିରିଏଲ ପରେ ସେ ଅନ୍ୟ କେତେକ ସିରିଏଲରେ ନଜର ଆସିଥିଲେ । ହେଲେ ବର୍ତ୍ତମାନ ସେ ୨୨ ବର୍ଷ ବୟସର ହୋଇସାରିଛନ୍ତି ଓ ବହୁତ ସୁନ୍ଦର ନଜର ଆସୁଛନ୍ତି ।

ଉଲ୍କା ଗୁପ୍ତା

ଏହି ସିରିଏଲରେ ଛୋଟ ମଣିକର୍ଣ୍ଣିକାର ଭୂମିକା କରିଥିବା ଶିଶୁ କଳାକାରଙ୍କର ନାମ ହେଉଛି ଉଲ୍କା ଗୁପ୍ତା । ଉଲ୍କାଙ୍କ ଜନ୍ମ ୧୨ ଏପ୍ରିଲ ୧୯୯୭ ମସିହାରେ ମହାରାଷ୍ଟ୍ରର ମୁମ୍ବାଇ ସହରରେ ହୋଇଥିଲା । ସେ ତାଙ୍କର ପାଠ ପଢା ମଧ୍ୟ ମୁମ୍ବାଇରେ କରିଥିଲେ । ଏହି ଶିଶୁକଳାକାର ଜଣକ ନିଜ ଟେଲିଭିଜନ କ୍ୟାରିୟରର ଆରମ୍ଭ ୨୦୦୬ ରେ ଆସିଥିବା ସିରିଏଲ ‘ରେଶମ ଡଙ୍କ’ରେ କରିଥିଲେ ।

ଏହି ସିରିଏଲରେ କାମ କରିବା ପରେ ଉଲ୍କାଙ୍କୁ ଅନ୍ୟ କେତେକ ସୋ ରେ କାମ କରିବା ପାଇଁ ମଉକା ମିଳିଥିଲା । ସିରିଏଲ ସହିତ ସେ କେତେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଆଜି ଉଲ୍କା ୨୩ ବର୍ଷର ହୋଇ ସାରିଛନ୍ତି । ୯ ବର୍ଷ ପରେ ଉଲ୍କା ପୂର୍ବରୁ ଅଧିକ ସୁନ୍ଦର ଏବଂ ଆକର୍ଷିତ ନଜର ଆସୁଛନ୍ତି । ବର୍ତ୍ତମାନ ସେ ମୁମ୍ବାଇରେ ନିଜ ପରିବାର ସହ ରହୁଛନ୍ତି ।

ତେବେ ଫ୍ରେଣ୍ଡ୍ସ କେଉଁ ଆକ୍ଟ୍ରେସ ଆପଣଙ୍କୁ ସବୁଠୁ ଅଧିକ ଭଲ ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *