ଆଜି 5000 ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ କଣ ରହିଛି ଆଜିର 22 କ୍ୟାରେଟ ଓ 24 କ୍ୟାରେଟ Gold Rate

ଏହି ବର୍ଷ ୨୦୨୦ ଟି କାହା ପାଇଁ ମଧ୍ୟ ଭଲ ରହି ନାହିଁ । କରୋନା ଭାଇରସ ର ତାଣ୍ଡବରେ ସାରା ବିଶ୍ଵ ଥରହର ହେଉଛି । ଯାହା ପାଇଁ ଦେଶର ଅର୍ଥନୀତି ମଧ୍ୟ ତଳକୁ ଖସି ଯାଇଥିଲା ଓ ସୁନାର ଦାମ ଆକାଶ ଛୁଆଁ ହୋଇଥିଲା । ଯେହେତୁ ଏବେ ସବୁ ଧୀରେ ଧୀରେ ସ୍ଵାଭାବିକ ହେଉଛି ଓ କରୋନା ଟୀକା ମାରକେଟ କୁ ଆସି ଯାଇଛି ତେଣୁ ଡଲାର ର ମୂଲ୍ୟ ମଧ୍ୟ ଧୀରେ ଧୀରେ ସବୁ ବଢିବାକୁ ଲାଗିଛି । ତେଣୁ ସୁନାର ଦାମ ରେ କ୍ରମାଗତ ଭାବେ ଉତ୍ଥାନ ପତ୍ତନ ଲାଗି ରହିଛି । ତେଣୁ ଆଜି ଆମେ ଆପଣଙ୍କୁ ଆଜିର ସୁନା ର ଦାମ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

ଆଜି ଆମେ ଆପଣଙ୍କୁ ଆଜି ମାନେ 8 ଜାନୁୟାରୀ ର ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ ରହିଛି ତାହା ବିଷୟରେ ଆମେ ଆପଣଙ୍କୁ କହିବୁ । ଏହା ସହିତ କାଲି ସୁନା ର ଦାମ କେତେ ଥିଲା ତାହା ମଧ୍ୟ କହିବୁ । ବର୍ତ୍ତମାନ ଆସନ୍ତୁ ଜାଣିବା ।

୨୨ କ୍ୟାରେଟ ସୁନାର ଦାମ

ଆଜି ଭୁବନେଶ୍ଵର ବଜାରରେ ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୫୦ ଟଙ୍କା ହ୍ରାସ ପାଇ ୪,୭୫୦ ଟଙ୍କାରେ ପହଞ୍ଚିଛି ଯାହା ଗତକାଲି ୪,୮୦୦ ଟଙ୍କା ଥିଲା ।

ଆଜି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୫୦୦ ଟଙ୍କା ହ୍ରାସ ପାଇଁ ୪୭,୫୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୮,୦୦୦ ଟଙ୍କା ଥିଲା ।

୧ କିଲୋ ପ୍ରତି ୨୨ କ୍ୟାରେଟ ସୁନା ୫୦୦୦ ଟଙ୍କା ହ୍ରାସ ପାଇ ୪,୭୫,୦୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪,୭୦,୦୦୦ ଟଙ୍କା ଥିଲା ।

୨୪ କ୍ୟାରେଟ ସୁନାର ଦାମ

ଆଜି ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୫୧ ଟଙ୍କା ହ୍ରାସ ପାଇ ୫୧,୮୫୦ଟଙ୍କା ରେ ପହଞ୍ଚିଛି, ଯାହା ଗତକାଲି ୫,୦୫୦ ଟଙ୍କା ଥିଲା ।

ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୧୦ ଟଙ୍କା ହ୍ରାସ ପାଇ ୫୧,୮୫୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୫୨,୩୬୦ ଟଙ୍କା ଥିଲା ।

ଆଜି ୧ କିଲୋ ପ୍ରତି ୨୪ କ୍ୟାରେଟ ସୁନା ୫,୧୦୦ ଟଙ୍କା ହ୍ରାସ ପାଇ ୫,୧୮,୫୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୫,୧୩ ,୪୦୦ ଟଙ୍କା ଥିଲା ।

ମୁମ୍ବାଇରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୯,୮୨୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୦,୮୨୦ ଟଙ୍କା ରହିଛି । ତାହା ଉପରେ ୩ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଇଛି।

ସେହିପରି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୯,୬୫୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୪,୧୬୦ ଟଙ୍କା ରହିଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *