ଯେତେବେଳେ କ୍ୟାମେରା ସାମ୍ନାରେ ଖସି ପଡିଲା Nidhhi Agarwal ଙ୍କ ହଟ ଡ୍ରେସ, ସମସ୍ତଙ୍କ ସାମ୍ନାରେ ହେଲେ ଲଜ୍ଜିତ, ଭାଇରାଲ ହେଉଛି ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ନିଧୀ ଅଗ୍ରୱାଲଙ୍କୁ ନେଇ ଥିବା କିଛି ଖବର ସମ୍ବନ୍ଧରେ କହିବୁ।  ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ସମସ୍ତଙ୍କ ସ୍ବପ୍ନ ର ସହର ହେଉଛି ମୁମ୍ବାଇ।ଏଠାରେ ସମସ୍ତଙ୍କ ସ୍ୱପ୍ନ ପୂରଣ ହୋଇଥାଏ। ଏହି ମୁମ୍ବାଇ ସହରରେ ଆସିଥାଏ ଆମ ବଲିଉଡ ଇଣ୍ଡଷ୍ଟ୍ରୀ। ଯେଉଁଠାରେ ପ୍ରାୟତଃ ପ୍ରତିଦିନ ବିଭିନ୍ନ ପ୍ରକାର ପାର୍ଟି ହେଉଥିବାର ଦେଖିବାକୁ ମିଳିଥାଏ।ବନ୍ଧୁଗଣ ଏଭଳି ଏକ ପାର୍ଟି ରେ ଯାଇ ପହଁଚିଥିଲେ ଫିଲ୍ମ ‘ମୁନ୍ନା ମାଇକେଲ’ ର ହିରୋଇନ ନିଧି ଅଗ୍ରୱାଲ। ଏହି ପାର୍ଟି ରେ ତାଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା ଯାହାକୁ ନେଇ ସେ ବିଭିନ୍ନ ପ୍ରକାର ଆଲୋଚନା ର ଶିକାର ହୋଇଥିଲେ ଏବଂ ଚର୍ଚ୍ଚା ରେ ଆସିଥିଲେ।

ବନ୍ଧୁଗଣ ଆପଣ ଏହି ଫଟୋ ମାଧ୍ୟମ ରେ ଦେଖିପାରୁଥିବେ ଯେଉଁଥିରେ ଏହି ଅଭିନେତ୍ରୀ ଜଣକ ବାରମ୍ବାର ନିଜ ଡ୍ରେସ ଠିକ କରୁଥିବାର ନଜର ଆସୁଥିଲେ। ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀ ଜଣକ ସେହି ଡ୍ରେସ ରେ ତ ବହୁତ ସୁନ୍ଦର ଦେଖା ଯାଉଥିଲେ କିନ୍ତୁ ତାଙ୍କ ଡ୍ରେସ ର ଡିଜାଇନ ପାଇଁ ତାଙ୍କୁ ମିଡିଆ ରେ ଭରପୁର ମାତ୍ରା ରେ ଟ୍ରୋଲ ର ଶିକାର ହେବାକୁ ପଡ଼ିଥିଲା।

ବନ୍ଧୁଗଣ ଆପଣ ମାନେ ଏହି ଫଟୋ ଜରିଆରେ ଦେଖି ପାରୁଥିବେ ଯେ ଏହି ଅଭିନେତ୍ରୀ ଜଣକ ପାଉଡର ପିଙ୍କ କଲର ର ଗାଉନ ପିନ୍ଧିଥିଲେ ଏବଂ ମିଡିଆ ଆଗରେ ଇଣ୍ଟରଆକ୍ଟ ହେବାର ମଧ୍ୟ ଆପଣ ଦେଖି ପାରୁଥିବେ। ବନ୍ଧୁଗଣ ତାଙ୍କୁ ଉପ୍ସ ମୁମେଣ୍ଟ ର ମଧ୍ୟ ତାଙ୍କୁ ଶିକାର ହେବାକୁ ପଡ଼ିଥିଲା । ବନ୍ଧୁଗଣ ସେହି ଡ୍ରେସ ର ନେକ ଡିଜାଇନ ଅଧିକ ଡିପ ରହିଥିଲା ଯାହା ଦ୍ୱାରା ତାଙ୍କ କ୍ଲିଭେଜ ସ୍ପଷ୍ଟ ରୂପରେ ଦେଖିବାକୁ ମିଳିଥିଲା। ଯାହାକୁ ଏହି ଅଭିନେତ୍ରୀ ଜଣକ ମିଡିଆ ସାମ୍ନା ରେ ଇଣ୍ଟରଆକ୍ଟ କରୁଥିବାର ନଜର ଆସିଥିଲେ ଏବଂ ବାରମ୍ବାର ନିଜ ହାତରେ ସେହି ଡ୍ରେସକୁ ଉପରକୁ କରୁଥିବାର ଦେଖିବାକୁ ମିଳିଥିଲା ।

ବନ୍ଧୁଗଣ ଫିଲ୍ମ ଫେୟାର ଆୱାର୍ଡ ରେ ମଧ୍ୟ ନିଧି ଙ୍କୁ ଏକ ହ୍ଵାଇଟ ଗାଉନ ରେ ଦେଖିବାକୁ ମିଳିଥିଲା। ସେଥିରେ ମଧ୍ୟ ସେ ବହୁତ ହଟ୍ ଏବଂ ଗ୍ଲାମରସ ଦେଖା ଯାଉଥିଲେ। କିନ୍ତୁ ସେହି ଡ୍ରେସ ର ନେକ ଡିଜାଇନ ମଧ୍ୟ ଅଧିକ ମାତ୍ରାରେ ଡିପ୍ ଥିଲା ଏବଂ ନିଧି ଙ୍କୁ ଅନକମ୍ଫରଟେବଲ ଦେଖିବାକୁ ମିଳିଥିଲା।

ବନ୍ଧୁଗଣ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ଯେ, ନିଧି ଅପ ସୋଲଡ଼ର ଗାଉନ ପିନ୍ଧିଛନ୍ତି ଏବଂ ଖୋଲା କେଶ ଏବଂ ନିଜ ଗ୍ଲାମର ମେକଅପ ରେ ଖୁବ ସୁନ୍ଦର ଦେଖା ଯାଉଛନ୍ତି। ଏହି ଗାଉନ ର ନେକ ଡିଜାଇନ ପାଇଁ ନିଧି ଙ୍କୁ ମିଡିଆ ଆଗରେ ଚର୍ଚ୍ଚା ର ଶିକାର ହେବାକୁ ପଡ଼ିଥିଲା।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ନିଧି ଏକ ଭଲ ଅଭିନେତ୍ରୀ ସହ ଭଲ ଡାନ୍ସର ମଧ୍ୟ ଅଟନ୍ତି । ଫିଲ୍ମ ‘ମୁନ୍ନା ମାଇକେଲ’ ରେ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ।
ଏହି ଅଭିନେତ୍ରୀ ପ୍ରାୟତଃ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜର ଵୋଲଡ଼ ଫଟୋ କୁ ସେୟାର କରୁଥିବାର ଦେଖିବାକୁ ମିଳେ ଏବଂ ଏଥିପାଇଁ ସେ ପ୍ରାୟ ସମୟ ଚର୍ଚ୍ଚା ର ଶିକାର ମଧ୍ୟ ହୁଅନ୍ତି। ଅଭିନେତ୍ରୀ ନିଧି ଅଗ୍ରୱାଲ ଜଣେ ମଡେଲ ମଧ୍ୟ ଅଟନ୍ତି ଏବଂ ବର୍ତ୍ତମାନ ସମୟରେ ସେ ନିଜ କ୍ୟାରିଆର ଉପରେ ଫୋକସ କରୁଥିବାର ଦେଖିବାକୁ ମିଳୁଛି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *