ଆଜି ମାଘ ସପ୍ତମୀ, କରନ୍ତୁ କେବଳ ଏହି 3 ଟି ଉପାୟ, ସବୁ ପାପ, ଅଭିଶାପ ରୁ ମିଳିବ ମୁକ୍ତି

ବନ୍ଧୁଗଣ କାଲି ହେଉଛି ଏକ ପବିତ୍ର ଦିବସ । ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି । ମାତା ସରସ୍ୱତୀ ଙ୍କ ଶୁଭ ଅଵସର ଅର୍ଥାତ ଶ୍ରୀ ପଞ୍ଚମୀ ସରି ଯାଇଛି । ଆଜି ହେଉଛି ପବିତ୍ର ମାଘ ସପ୍ତମୀ ତିଥି । ଭାରତୀୟ ସଂସ୍କୃତି ରେ ବାର ମାସ ରେ ତେର ପର୍ବ । ଏହି ମାଘ ତିଥି ର ଏକ ବିଶେଷ ମହିମା ମଧ୍ୟ ରହିଛି । ମାଘ ମାସ କୁ ଉତ୍କଳୀୟ କ୍ଷେତ୍ରରେ ଏକ ଶୁଭ ଓ ପୁଣ୍ୟ ମାସ ବୋଲି କୁହାଯାଏ । ମାଘ ସପ୍ତମୀ ପର୍ବ ଏକ ବିଶାଳ ଏବଂ ବିଶିଷ୍ଟ ପର୍ଵ ଅଟେ । ଏହାର ପ୍ରସିଦ୍ଧ ତୀର୍ଥ ରେ ବୁଡ଼ ପକାଇବା ଉଚିତ । ମାଘ ମାସରେ ବୁଡ଼ ପକାଇବା ଏକ ପବିତ୍ର କଥା ଅଟେ ।

ଭଗବାନ ସୂର୍ଯ୍ୟ ଙ୍କ ର ଦୃଷ୍ଟି ପଡ଼ିଥିଲା ଚନ୍ଦ୍ର ଭାଗରେ କୂଳରେ । ଏବଂ ସେହି ନଦୀ କୂଳରେ ଜଣେ ଆତ୍ମା ଆହୁତି ଦେଇ ଥିଲା ଏବଂ ତାରି ବିରହ ରେ ସୂର୍ଯ୍ୟ ରହିଥିଲେ । ଏବଂ ମାଘ ସପ୍ତମୀ ରେ କରନ୍ତୁ ଏହି ତିନୋଟି କାର୍ଯ୍ୟ । ଏବଂ ଏହି ତିନୋଟି କାର୍ଯ୍ୟ କରିବା ଦ୍ୱାରା ଆପଣ ସବୁ ପାପ ଅଭିଶାପ ଲୋଭ ଆଦି ରୁ ମୁକ୍ତି ପାଇଁ ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ତିନି ଗୋଟି ଉପାୟ ଗୁଡିକ କଣ ଏବଂ କିପରି ଏହାକୁ କରି ପାରିବା ।

୧- ପ୍ରଥମ କଥା । ମାନ୍ୟତା ରହିଛି କି ଏହି ଦିନ ଚନ୍ଦ୍ର ଭାଗା ନଦୀ କୂଳରେ ସ୍ନାନ କରା ଯାଇ ଥାଏ । ପୌଷ ରବି ପୂଜନ ର ପରବର୍ତ୍ତୀ ମାଘ ମାସ ରେ ଯେଉଁମାନେ ମାଘ ବୁଡ଼ କରିଥାନ୍ତି । ଏହି ବୁଡ଼ ପକାଇବା ଦ୍ୱାରା ଆମର ସମସ୍ତ ପାପ ଧୋଇ ହୋଇ ଯାଇଥାଏ । ଏହି ବୁଡ଼ ପକାଇ ସାରିବା ପରେ ଆପଣ ବାଲିରେ ଏକ ବାଲୁକା ସ୍ଥାପନ କରି ସୂର୍ଯ୍ୟ ଙ୍କୁ ପୂଜା ଅର୍ଚ୍ଚନା କରିବେ ।

ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଢାଳିବା ଆବଶ୍ୟକ । ଏହି ମାସ ଏକ ପବିତ୍ର ମାସ ବୋଲି ମାନ୍ୟତା ରହିଛି । ଏହି ମାସରେ ସମସ୍ତ ଦାନ,ଧର୍ମ, ବ୍ରତ,ବୁଡ଼ ଆଦି ବହୁତ ଫଳପ୍ରଦ ଅଟେ । ଏହି ବୁଡ଼ ପକାଇବା ଦ୍ୱାରା ଆପଣଙ୍କୁ ସୂର୍ଯ୍ୟ ଦେଵତା ଙ୍କ ର ଆଶୀର୍ବାଦ ମଧ୍ୟ ମିଳିଥାଏ ।

୨- ଦ୍ଵିତୀୟ କଥା ଟି ହେଉଛି । ଏହି ପବିତ୍ର ମାଘ ସପ୍ତମୀ ଦିନ ବ୍ରାହ୍ମଣ ମାନଙ୍କୁ ଦାନ କରିବା ଉଚିତ ଏବଂ ରାଶି ଦାନ କରିବା ନିହାନ୍ତି ଆବଶ୍ୟକ । ଏବଂ ବ୍ରାହ୍ମଣ ମାନଙ୍କୁ ଦାନ କରିବା ସହ ସେମାନଙ୍କ ର ସେବା ମଧ୍ୟ କରନ୍ତୁ । କଥାରେ ଅଛି କି ବ୍ରାହ୍ମଣ ଙ୍କ ସେବା ଶହେ ପୁଣ୍ୟ କରିବା ସହ ସମାନ ହୋଇଥାଏ ତେଣୁ ଏହି ମାସରେ ବ୍ରାହ୍ମଣ ମାନଙ୍କୁ ଦାନ ସହ ସେମାନଙ୍କ ର ସେବା ଧର୍ମ ମଧ୍ୟ କରିବା ଆବଶ୍ୟକ ।

ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ କେବେବି ମୁତୟୁ ପରେ ଆପଣଙ୍କୁ ନର୍କ ପ୍ରାପ୍ତି ହୋଇ ନଥାଏ । ଏବଂ ବ୍ରାହ୍ମଣ ଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ । ଏବଂ ତାଙ୍କ ଆଶୀର୍ବାଦ ଆପଣଙ୍କ ର ସମସ୍ତ କାର୍ଯ୍ୟ ରେ ସଫଳ କରିବା ପାଇଁ ସହାୟକ ହୋଇଥାଏ ।

୩- ତୃତୀୟ କଥାଟି ହେଉଛି । ଏହି ମାଘ ମାସ ରେ ଯେଉଁ ବ୍ୟକ୍ତି ଥରେ ଖାଦ୍ୟ ସେବନ କରୁଥାଏ ସେ ଧନ ବାନର କୂଳରେ ଜନ୍ମ ନେଇଥାଏ । ଏହି ମାଘ ମାସର ସପ୍ତମୀ ଦିନ ଉପାସ ରହି ସୂର୍ଯ୍ୟ ଦେବତାଙ୍କ ର ପୂଜା ଅର୍ଚ୍ଚନା କଲେ ଆପଣ ଙ୍କର ସମସ୍ତ ମନୋକାମନା ପୂର୍ଣ ହୋଇ ଥାଏ । ଏହି ସବୁ ଉପାୟ ଦ୍ଵାରା ଆପଣ ନିଜର ସମସ୍ତ ଅସୁବିଧା ରୁ ମୁକ୍ତି ପାଇଁ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *