ଆଜି ବି ବଞ୍ଚିଛି ମଣିଷ ପଣିଆ ! ଦେଖନ୍ତୁ କେମିତି ପ୍ରସୂତିଙ୍କ ପାଇଁ ରାସ୍ତା ଉପରେ ବୁଲି ବୁଲି ହାତ ଯୋଡୁଛନ୍ତି ଏହି କିନ୍ନର, ପୁରା Video ଦେଖିଲେ ଆପଣ ବି କରିବେ ସାଲ୍ଯୁଟ

ବନ୍ଧୁଗଣ ଏହି ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆର ବ୍ୟବହାର କରୁଛନ୍ତି ଓ ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ଲୋକମାନେ ଅତି ସହଜରେ ଏହି ସବୁ ଘଟଣା ଗୁଡିକ ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଘଟଣାର ଭିଡିଓଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କିନ୍ନର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଅନେକ କିନ୍ନର ରାସ୍ତା କଡରେ ଛିଡା ହୋଇ ଟଙ୍କା ମାଗି ଥାନ୍ତି ତ ଅନେକ କିନ୍ନର ନିଜର ଗୁଜୁରାଣ ମେଣ୍ଟେଇବା ପାଇଁ ଖରାପ କାମ କରିଥାନ୍ତି ।

ଲୋକମାନେ କିନ୍ନର ମାନଙ୍କ ପାଖକୁ ଯିବା ପାଇଁ ଭୟ କରିଥାନ୍ତି ଲୋକମାନେ ଭାବନ୍ତି କାଳେ କିନ୍ନର ସେମାନଙ୍କୁ ଟଙ୍କା ମାଗିବ, ସେଥିପାଇଁ ଲୋକମାନେ କିନ୍ନରଙ୍କ ପାଖକୁ ଯାଇ ନଥାନ୍ତି । ବନ୍ଧୁଗଣ ଭା-ଇ-ରା-ଲ ହେଉଥିବା ଭିଡିଓଟି ମଧ୍ୟ କିନ୍ନର ସହ ଜଡିତ । ଏହି ଭିଡିଓରେ ଜଣେ କିନ୍ନର ରାସ୍ତା ଉପରେ ଛିଡା ହୋଇ ଲୋକ ମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛି ।

କିନ୍ନରଟି ବିଚଳିତ ହୋଇ ସାହାର୍ଯ୍ୟ ମାଗୁଛି ହେଲେ ବନ୍ଧୁଗଣ କୌଣସି ଲୋକ କିନ୍ନର ପାଖକୁ ଯାଉ ନାହାନ୍ତି । ସମସ୍ତ ଲୋକ ନିଜ ରାସ୍ତା କାଟି ଚାଲି ଯାଉଛନ୍ତି । କିନ୍ନରଟି ଟଙ୍କା ମାଗିବା ପାଇଁ ଲୋକଙ୍କୁ ଡାକୁ ନଥିଲା ଜଣେ ଗର୍ଭବତୀ ମହିଳାଙ୍କୁ ସାହାର୍ଯ୍ୟ କରିବା ପାଇଁ ଲୋକ ମାନଙ୍କୁ ଡାକୁ ଥିଲା । ବହୁତ ଚେଷ୍ଟା କରିବା ପରେ ଜଣେ ଲୋକ କିନ୍ନରଙ୍କ ପାଖକୁ ଆସୁଛନ୍ତି ଓ ଆଗେ ଟଙ୍କା ବଢାଉ ଛନ୍ତି । ହେଲେ କିନ୍ନର ଟଙ୍କା ନେବା ପାଇଁ ମନା କରିଦେଉଛନ୍ତି ଓ ସାହାର୍ଯ୍ୟ ମାଗୁଛନ୍ତି ।

ଏହା ପରେ ବ୍ୟକ୍ତି ଜଣକ ସେହି ଗର୍ଭବତୀ ମହିଳାଙ୍କ ପାଖକୁ ଯାଇ ଘଟଣା ବିଷୟରେ ଜାଣୁ ଛନ୍ତି । ବନ୍ଧୁଗଣ ଏହା ପରେ ଉଭୟ କିନ୍ନର ଓ ବ୍ୟକ୍ତି ଜଣକ ଗର୍ଭବତୀ ମହିଳାଙ୍କୁ ନେଇ ହସ୍ପିଟାଲ ଯାଉଛନ୍ତି । ଏହି ଦୃଶ୍ୟଟି ବନ୍ଧୁଗଣ ସମସ୍ତଙ୍କ ମନ ଜିତି ନେଇଛି । ସେ କିନ୍ନର ହେଲେ ବି ତା ଭିତରେ ମଣିଷ ପଣିଆ ଅଛି ଓ ସହାୟତା କରିଥିବା ବ୍ୟକ୍ତି ମଧ୍ୟ ମାନବିକତାର ରକ୍ଷା କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣାଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *