Vastu Shastra- ଆଇନା ଘରେ ରଖିଛନ୍ତିକି ? ଭୟଙ୍କର କଥା ଜାଣନ୍ତୁ

ଆଇନା କରିଥାଏ କାଙ୍ଗାଳ। । ଆଇନା ସାମ୍ନାରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି କି,ତେବେ ଏହା ଜାଣିଲେ ଆପଣ ଆଇନା କୁ ଭୟ କରିବେ । ଆଇନା ସୌନ୍ଦର୍ଯ୍ୟ ର ପରିଚୟ ଦେଇଥାଏ କିନ୍ତୁ ଏହା ସହିତ ଏକ ଭୟାନକ ତଥ୍ୟ ମଧ୍ୟ ଦେଇଥାଏ । ବାସ୍ତୁ ଶାସ୍ତ୍ର ଏହା ଏମିତି ଏକ ଶାସ୍ତ୍ର ଅଟେ ଯାହା ଆପଣଙ୍କ ସମସ୍ତ ପ୍ରକାରର ଅସୁବିଧା ର ସମାଧାନ କରିଥାଏ । ଘରକୁ ସୁନ୍ଦର ଏବଂ ସୁସଜ୍ଜିତ କରିବା ପାଇଁ ଆଇନା ଦରକାର ହୋଇଥାଏ। ଆଇନା ଘରକୁ ଆହୁରି ସୁନ୍ଦର ବନାଇ ଥାଏ ।

ଆଇନା ଜୀବନର ଏକ ବହୁତ ମହତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଥାଏ । ଲୋକେ ଆଇନା ରେ ନିଜକୁ ପ୍ରସ୍ତୁତ କରିଥାନ୍ତି ବା ସଜେଇଥାନ୍ତି । ଆଇନା ଆଗରେ ସଜେଇ ହେବାକୁ ୯୦% ଲୋକ ପସନ୍ଦ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଆଇନା ନକରାତ୍ମକ ଉର୍ଜ୍ଜା ସୃଷ୍ଟି କରିଥାଏ ଏବଂ ବହୁତ ସମସ୍ୟା ଆଣିଥାଏ । ତେବେ ଚାଲନ୍ତୁ ଜାଣିବା।

୧:- ବହୁତ ସମୟ ନିଜକୁ ଆଇନା ରେ ଦେଖିବା ବାସ୍ତୁ ଶାସ୍ତ୍ର ରେ ବର୍ଜିତ ଅଟେ । ଏହା କରିବା ଦ୍ୱାରା ନକରାତ୍ମକ ଊର୍ଜା ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ । ଏହା ଦ୍ଵାରା ଆପଣ ଧୀରେ ଧିରେ ବର୍ବାଦୀ ଆଡ଼କୁ ଟାଣି ହୋଇଯାଆନ୍ତି ।

୨:- ଖାସ କରି ଆଇନା ରାତିର ଏକାନ୍ତରେ ଭୁଲ ରେ ବି ଦେଖନ୍ତୁ ନାହିଁ। କାରଣ ରାତି ସମୟରେ ଆଇନା ର ରୂପ କିଛି ଅଲଗା ପ୍ରକାରର ରହିଥାଏ । ଆଇନା ଆପଣଙ୍କ ସୌନ୍ଦର୍ଯ୍ୟ ର ପରିଚୟ ଦେବା ସହିତ ନକରାତ୍ମକ ଉର୍ଜା ର ସଂକେତ ମଧ୍ୟ ଦେଇଥାଏ । ତାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ।

୩:- ବାସ୍ତୁ ଶାସ୍ତ୍ର କୁହେ ଯେ ଆଇନା ସୌନ୍ଦର୍ଯ୍ୟ ସଜାଡ଼ିବା ସଙ୍ଗେ ସଙ୍ଗେ ଭାଗ୍ୟ ମଧ୍ୟ ସଜାଡି ଦେଇଥାଏ । ଆଇନା ସହିତ କିଛି ଭୁଲ ହେଲେ ସ୍ଵାସ୍ଥ୍ୟ, ଧନ, ସୌନ୍ଦର୍ଯ୍ୟ ରେ ବାଧା ମଧ୍ୟ ଆଣିଥାଏ । ଏଣୁ ସତର୍କ ରୁହନ୍ତୁ ।

୪:- ଯାହା ପଛେ ହେଇଯାଉ ଏମିତି ଭୁଲ କରନ୍ତୁ ନାହିଁ । ବେଡ଼ରୁମ ରେ ଆଇନା କେବେ ବି ରଖନ୍ତୁ ନାହିଁ । ଯଦି କୌଣସି କାରଣରୁ ଆବଶ୍ୟକ ପଡ଼ିଥାଏ, ତେବେ ଆଇନା ଏମିତି ସ୍ଥାନ ରେ ରଖନ୍ତୁ ଯେପରି ଆପଣ ସକାଳୁ ଉଠିବା ସମୟରେ ଆଇନା ରେ ଆପଣଙ୍କ ମୁହଁ ନ ଦେଖାଯାଏ । ଆଇନା ରେ ଆପଣଙ୍କ ବିଛଣା ଯେମିତି ଦେଖାନଯାଏ । କାରଣ ଏହା ବହୁତ ଅଶୁଭ ହୋଇଥାଏ ।

୫:- ଭଙ୍ଗା ଆଇନା କେବେ ମଧ୍ୟ ଘରେ ରଖନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ । ଏହା ଘରେ ନକରାତ୍ମକ ଉର୍ଜା ସୃଷ୍ଟି କରିଥାଏ ଏବଂ ଘରେ ନାନା ପ୍ରକାର ର ସମସ୍ୟା ଦେଖାଯାଇଥାଏ । ଏହା ଘରକୁ ବର୍ବାଦ କରିଦେଇଥାଏ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *