Jyotish Shastra- ମିଠା ବାଣ୍ଟିବା ପାଇଁ ହେଇଯାଆନ୍ତୁ ରେଡି କାରଣ ଆଗାମୀ 48 ଘଣ୍ଟା ମଧ୍ୟରେ ଚମକିବ ଏହି 6 ଟି ରାଶିର ଭାଗ୍ୟ, ଲାଗିବ ଲଟେରୀ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆସନ୍ତୁ ଜାଣିବା ଆଜି ଯେଉଁ ରାଶି ଗୁଡିକୁ ଭଗବାନ ହନୁମାନ ନିଜ ହୃଦୟରେ ବସେଇଛନ୍ତି।ଏହି ରାଶି ଗୁଡିକ ଉପରେ ଭଗବାନ ହନୁମାନ ନିଜ କୃପାଦୃଷ୍ଟି ପଡିପାରେ ।ଯାହାଦ୍ୱାରା ଏହି ରାଶି ର ବ୍ୟକ୍ତିର ସବୁ କଷ୍ଟ ଦୂର ହୋଇଯିବ ।ଏହି ରାଶିର ବ୍ୟକ୍ତିର ସମୟ ଅସନ୍ତା ମଙ୍ଗଳବାର ଠାରୁ ବହୁତ ଶୁଭ ହେବ ।ଆପଣଙ୍କ ଘରେ ସୁଖର ବର୍ଷା ହବ ।ଆପଣଙ୍କ ଭଲ ପାଇବା ବହୁତ ଉଚ୍ଚ ସ୍ଥାନର ପହଞ୍ଚେଇବ ।ଆପଣ ବହୁତ ବର୍ଷ ରୁ ଚେଷ୍ଟା କରୁଥିବା କାମଟି ଖୁବଶୀଘ୍ର ହୋଇଯିବ ।

ପତି ଓ ପତ୍ନୀ ଭିତରେ ସଂପର୍କ ବହୁତ ଭଲ ରହିବ ।ଆପଣକଂ କାମ ଦେଶ ବାହାରେ ଚାଲିବ ଏବଂ ଆପଣଙ୍କ ଭଲ ସ୍ୱଭାବ ଯୋଗୁଁ ବହୁତ ମିତ୍ର ହେବେ ।ଖେଳକୁଦ ଦ୍ବାରା ଦେହ ସୁସ୍ଥ ରହିବ ।।ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।

ତୁଳା ରାଶି-ପ୍ରଥମ ରାଶି ହେଉଛି ତୁଳା ରାଶି ଏହି ରାଶି ଉପରେ ଭାଗବ ହନୁମାନ ସମ୍ପୂର୍ଣ୍ଣ ରୂପେ ସନ୍ତୁଷ୍ଟ ଅଛନ୍ତି ।ଏହି ରାଶି ର ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ରେ ବଦଳିଯିବ ।ଭଗବାନ ହନୁମାନ କୃପା ଦ୍ୱାରା ଘରେ ଶାନ୍ତି ବର୍ଷା ହବ ।ଶିକ୍ଷା କ୍ଷେତ୍ରରେ ବହୁତ ଜ୍ଞାନ ଅର୍ଜନ କରିବେ ।ପ୍ରେମ କ୍ଷେତ୍ରରେ ଥିଲେ ବହୁତ ସଫଳତା ମିଳିବ ।ଅନେକ ସୁନ୍ଦର ସ୍ଥାନ ଭ୍ରମଣ କରିବାର ଯୋଗ ଅଛି ଏବଂ ବହୁତ ଆନନ୍ଦ ପାଇବେ ।

ମେଷ ରାଶି – ଏହି ରାଶି ର ବ୍ୟକ୍ତିର ବିବାହ ରେ ବହୁତ ବାଧା ଦେଖା ଯାଉଥିଲା ଯାହା ଭଗବାନ ହନୁମାନ ଏବେ ଦୂର କରିଦେବେ ଏବଂ ଖୁବଶୀଘ୍ର ଅପଣଙ୍କ ବିବାହରାଶି ଖୋଲିବାର ସୁଯଗ ମିଳିବ ।ଆପଣ କୌଣସି ଯାତ୍ରାରେ ଯିବାକୁ ଚାହୁଁଥିଲେ ନିଶ୍ଚିତ ଗମନ କରନ୍ତୁ ଆପଣଙ୍କ ଯାତ୍ରା ସଫଳ ହବ ।କୌଣସି କାମ କରିବା ପୂର୍ବ ରୁ ଭଗବାନ ହନୁମାନ ନାମ ଜପ କରିଲେ ଅପଣଙ୍କ ସବୁ କାର୍ଯ୍ୟ ରେ ସଫଳ ମିଳିବ ।ଆପଣଙ୍କ କାର୍ଯ୍ୟ ର ଫଳ ନିଶ୍ଚିତ ମିଳିବ ।

ସିଂହ ରାଶି – ଏହି ରାଶି ର ବ୍ୟକ୍ତି କିଛି ନୂଆ କାର୍ଯ୍ୟ କରିବାକୁ ଚାହୁଁଥିଲେ ତାଙ୍କୁ ସଫଳତା ମିଳିବ ।ଶିକ୍ଷା କ୍ଷେତ୍ରରେ ବହୁତ ସଫଳତା ମିଳିବ ।ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ସମୟ ଅଟେ ।ସାଙ୍ଗମାନଙ୍କ ସହ ବୁଲା ବୁଲି କରିବାର ସୁଯଗ ମିଳିବ ।ଆପଣଙ୍କ ଜୀବନ ବହୁତ ସଫଳଦାୟକ ରହିବ ।ଆପଣଙ୍କ ପରିବାର ରେ ସୁଖରଲହରି ଖେଳିଯିବ ।ଯେ କୌଣସି କାର୍ଯ୍ୟ କରିବା ଆଗରୁ ଭଗବାନ ହନୁମାନ ନାମ ଜପ କରନ୍ତୁ ।ଅପଣଙ୍କ କାର୍ଯ୍ୟ ସଫଳ ହବ ।ନୂଆ ନୂଆ କାମ କରିବାର ସୁଯଗ ମିଳିବ ।ନୂଆ ନୂଆ ସାଙ୍ଗ ସହ ମିଶିବେ ।

ମିଥୁନ ରାଶି- ଆପଣ ଘର ଓ କାରବାର ଉପରେ ଧନ ର ବର୍ଷା ହେଇପାରେ।ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହେଇଯିବ।ଆପଣଙ୍କ ଭାଗ୍ୟ ହନୁମାନ ଜୀଙ୍କ କୃପାରୁ ଓଲଟି ଯାଇପାରେ। କାରବାର ରେ ବ୍ୟସ୍ତତା ରହିବ।କର୍ଯ୍ୟକ୍ଷେତ୍ର ରେ ସମାନ ମିଳିପାରେ।କଷ୍ଟ କରିକି ଧନ ଅର୍ଜନ କରିପାରିବେ।

କନ୍ୟା ରାଶି-କହିଦଉଛି କି ହନୁମାନ ଜୀଙ୍କ କୃପାରୁ ଏ ରାଶିର ଲୋକମାନେଙ୍କୁ କାରବାର ରେ ବଡ ଫାଇଦା ମିଳିବାକୁ ଯାଉଚି।ଯାହା ଦ୍ୱାରା କି ଏ ରାଶି ର ଲୋକମାନଙ୍କ ଦୁଃଖ କଷ୍ଟ ଦୂର ହେଇପାରିବ।ତଥା ଏମାଙ୍କ ଜୀବନ ରେ ରାଜସୁଖ ମିଳିପାରେ।ଆପଣଙ୍କୁ ଆପଣଙ୍କ ଜୀବନ ରେ ନୂଆ ଖୁସି ଖବର ଆସିବାର ମଧ୍ୟ ନଜର ଆସୁଥିବ।ଆପଣଙ୍କ ପ୍ରେମ ସମ୍ଭାଦ ରେ ମଧ୍ୟ ଦୃଢ଼ତା ଆସିବ।ଜୀବନ ର ସବୁ କଷ୍ଟ ଦୁଃଖ ହେଇପାରିବ।

ମୀନ ରାଶି-ଏହି ରାଶିର ଲୋକଙ୍କ ଉପରେ ହନୁମାନ ଜୀଙ୍କ ଅସୀମ କୃପା ରହିଛି।ଯାହାଦ୍ୱାରା କି ଏମାନଙ୍କ ଜୀବନ ରେ ଆସୁଥିବା ସବୁ କଷ୍ଟ ଦୂର ହେଇଯିବ।ତା ସହ ଆର୍ଥିକ ପକ୍ଷ ମଜବୂତ ହବ।ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ଓ ଅଚାନକ ଧନର ପ୍ରାପ୍ତି ହେଇପାରେ।ଅପଣଙ୍କୁ ଅପଣଙ୍କ ଜୀବନରେ ଅପାର ସଫଳତା ମିଳିବାର ନଜର ଆସୁଛି।ହନୁମାନ ଜୀଙ୍କ କୃପା ରହିବାରୁ ବ୍ୟାପରରେ ଆର୍ଥିକ ଲାଭ ହେବ।ଏହି ସମୟ ରେ ଆପଣ ଆପଙ୍କ ସ୍ୱାସ୍ଥ୍ୟ ରେ ବିଶେଷ ଧ୍ୟାନ ଦିଅନ୍ତୁ।ପରିବାର ରେ ସୁଖଶାନ୍ତି ରହିବ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *