Amitabh Bacchan ବେଶ ହୋଇ Farah Khan ଙ୍କୁ ବର୍ଥ ଡେ ୱିସ କଲେ Shilpa Shetty, ଶେୟାର କଲେ ମଜାଦାର ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ଏହି କିଛି ଦିନ ତଳେ ବଲିଉଡ ଡାଇରେକ୍ଟର ଫରାହ ଖାନଙ୍କ ଜନ୍ମ ଦିନ ପାଳନ କରା ଯାଇଥିଲା । ଫରାହ ଖାନଙ୍କ ଜନ୍ମ ଦିନରେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି ଏକ ଅଲଗା ଷ୍ଟାଇଲରେ ଫରାହଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି ।


ବନ୍ଧୁଗଣ ଶିଲ୍ପାଙ୍କ ବଲିଉଡ ଅଭିନେତା ଅମିତାବ ବଚନଙ୍କ ରୂପ ନେଇ ଫରାହଙ୍କୁ ବାର୍ଥ ଡେ ୱିସ କରିଛନ୍ତି  । ଶିଲ୍ପା ଓ ଫରାହଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବଲିଉଡର ଫେମସ ଡାଇରେକ୍ଟର ଓ କୋରିଓଗ୍ରାଫର ଫରାହ ଖାନ ଗତ ଶନିବାର ଦିନ ନିଜର ୫୬ତମ ଜନ୍ମ ଦିନ ପାଳନ କରିଥିଲେ ।

ସେହି ସମୟରେ ତାଙ୍କୁ ବଲିଉଡ ଷ୍ଟାର୍ଷ ମାନଙ୍କ ସହ କେତେକ ଫ୍ୟାନ୍ସ ମାନେ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ହେଲେ ଅଭିନେତ୍ରୀ ସିଲ୍ପା ସେଟି ଫରାହଙ୍କୁ ଏକ ଅଗଲା ଷ୍ଟାଇଲରେ ଅଭିନନ୍ଦନ ଜଣାଇଥିଲେ । ଶିଲ୍ପା ନିଜ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ କିଛି ଫଟୋ ଥିଲା ଯେଉଁଥିରେ ଗୋଟେ ଫଟୋରେ ଶିଲ୍ପା ଅମିତାବ ବଚନ ହୋଇ ଫଟୋ ଉଠାଇ ଥିଲେ ।

ଏହି ଭିଡିଓକୁ ସେୟାର କରି ଶିଲ୍ପା ଫରାହଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଥିଲେ । ସେ ଏହି ଭିଡିଓକୁ ସେୟାର କରି କ୍ୟାପ୍ସନରେ ଲେଖିଥିଲେ, ‘ଫରୁତୁମର ଖାଦ୍ୟ, ଗର୍ମାହଟ, କ୍ରେଜି ହଲି ଡେ ଓ ସବୁଠାରୁ ଅଧିକ ତୁମର ହ୍ୟୁମରକୁ ବହୁତ ମିସ କରୁଛି, ହାପି ବାର୍ଥ ଡେ ଫରାହ ଖାନ, ତୁମକୁ କେବେଳ ଖୁସି ଓ ପ୍ରେମ ମିଳୁ’ । ଶିଲ୍ପା ସେଟିଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଫ୍ୟାନ୍ସ ମାନେ ଏହି ଭିଡିଓକୁ ଦେଖି ଅଲଗା ଅଲଗା ପ୍ରତିକ୍ରିୟା ଦେଉଛନ୍ତି । ଫରାହ ଖାନ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ସୁପର ହିଟ ଫିଲ୍ମକୁ ଡାଇରେକ୍ଟ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଶିଲ୍ପାଙ୍କର ଏହି ଭିଡିଓ ଫାରାହଙ୍କୁ ମଧ୍ୟ ବହୁତ ବ୍ଭାଳ ଲାଗିଛି । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତା ହେଲେ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *