ଆଫଗାନିସ୍ଥାନ ଉପରେ ପଡିଛି ଗାନ୍ଧାରୀଙ୍କ ଅଭିଶାପ, ଦେଖନ୍ତୁ ଆଫଗାନିସ୍ଥାନ ସହିତ ଗାନ୍ଧାରୀଙ୍କ ସମ୍ପର୍କ କଣ ?

ବନ୍ଧୁଗଣ, ବର୍ତ୍ତମାନ ଆଫଗାନସ୍ଥାନ ର ପରିସ୍ଥିତି ସଙ୍କଟାପର୍ଣ୍ଣ ପାଲଟି ଯାଇଅଛି । ଯେଉଁଠାରେ ଦେଶର ସରକାର ତାଲିବାନୀଙ୍କ ଭୟରେ ଦେଶ ଛାଡି ପଳାଉଛି, ସେଠାରେ ସାଧାରଣ ଜନତା ଙ୍କ ଅବସ୍ଥା କଣ ହେବ ? ଲୋକତାନ୍ତ୍ରିକ ବ୍ୟବସ୍ଥା କୁ ନିଜ ଅଧୀନରେ କରି ବର୍ତ୍ତମାନ ଆଫଗାନିସ୍ଥାନ ର ସମସ୍ତ ସରକାରୀ ବ୍ୟବସ୍ଥା ଉପରେ ବର୍ତ୍ତମାନ ତାଲିବାନୀ ମାନଙ୍କ କବଜା ରହିଅଛି । ଆପଣ ମାନେ ଜାଣିନଥିବେ ଯେ ବର୍ତ୍ତମାନ ର ମୁସ୍ଲିମ ସଂପ୍ରଦାୟ ଦିନେ ହିନ୍ଦୁ ରୀତିନୀତି କୁ ମାନୁଥିଲା ।

ଆଜି ଆମ୍ଭେ ଆପଣଙ୍କ ନିକଟରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ଯାଉଅଛୁ । ଆଫଗାନିସ୍ଥାନ ସହିତ ଭାରତର ସମ୍ପର୍କ ଦୀର୍ଘ ୧୦୦୦ ବର୍ଷ ପୁରୁଣା ବୋଲି ବିଶ୍ଵାସ କରାଯାଏ । ଆଫଗାନିସ୍ଥାନ ସହିତ ଭାରତର ପ୍ରାଏ ୫୦୦୦ ବର୍ଷ ପୁରୁଣା ସମ୍ପର୍କ ରହିଅଛି । ଇତିହାସରେ ସବୁଠାରୁ ବଡ ଯୁଦ୍ଧ ମହାଭାରତର ଷ-ଡ-ଯ-ନ୍ତ୍ର ଏହିଠାରୁ ଆରମ୍ଭ ହୋଇଥିଲା । ଆଫଗାନସ୍ଥାନ ର ସବୁଠାରୁ ବଡ ସହର “କାନ୍ଦାହାର” ର ନାମ ବହୁବର୍ଷ ପୂର୍ବେ “ଗାନ୍ଧାର” ଥିଲା ।

କ୍ରମେ ଏହା ଗାନ୍ଧାର ରୁ କାନ୍ଦାହାର ରେ ପରିଣତ ହେଲା । ଏହି ସମ୍ବନ୍ଧରେ ଅନେକ ତଥ୍ୟ ବ୍ୟଦବ୍ୟାସଙ୍କ ମହାଭାରତରେ କୁହାଯାଇଅଛି । ୫୫୦୦ ବର୍ଷ ପୂର୍ବେ ରାଜା “ସୁବଳ” ଗାନ୍ଧର ରେ ଶାସନ କରୁଥିଲେ । ତାଙ୍କ ଝିଅଙ୍କ ନାମ ଥିଲା “ଗାନ୍ଧାରୀ” ତାଙ୍କ ବିବାହ ହସ୍ତିନାପୁର ର ରାଜା ଧୃତରାଷ୍ଟ୍ରଙ୍କ ସହିତ ହୋଇଥିଲା । ଗାନ୍ଧାରୀ ଙ୍କ “ଶକୁନି” ନାମକ ଜଣେ ଭାଇ ଥିଲେ । ବାପାଙ୍କ ମୃ-ତ୍ୟୁ ପରେ ଗାନ୍ଧର ଦେଶ ର ସମସ୍ତ ଦାଇତ୍ଵ “ଶକୁନି” ଙ୍କ ହାତକୁ ଆସିଲା ।

ପିତାମହ ଭୀଷ୍ମ ରାଜା ସୁବଳ ଙ୍କ ସମସ୍ତ ପରିବାର କୁ ନଷ୍ଟ କରିଦେଇଥିଲେ । ଏଣୁ ଏହାର ପ୍ର-ତି-ଶୋ-ଧ ନେବା ପାଇଁ ଶକୁନି କୌରବ ଏବଂ ପାଣ୍ଡବ ଙ୍କ ମଧ୍ୟରେ ଯୁ-ଦ୍ଧ କରାଇ ସମଗ୍ର ହସ୍ତିନାପୁର ରେ ରାଜ କରିବା ନିମନ୍ତେ ଷ-ଡ-ଯ-ନ୍ତ୍ର କରିଥିଲେ । ମହାଭାରତ ଯୁ-ଦ୍ଧ-ରେ ଗାନ୍ଧାରୀ ନିଜର ୧୦୦ ପୁତ୍ର କୁ ହରାଇବା ପରେ ଗାନ୍ଧାରୀ ନିଜ ଭାଇ ଶକୁନି ଙ୍କୁ ଅଭିଶାପ ଦେଇଥିଲେ । ଅଭିଶାପ ଦେଇ ସେ କହିଥିଲେ ମୋ ୧୦୦ ପୁତ୍ରଙ୍କୁ ମା-ରି-ଥି-ବା ଗାନ୍ଧାର ନରେଶ ତୁମ୍ଭ ରାଜ୍ୟରେ କେବେ ଶାନ୍ତି ରହିବ ନାହିଁ ।

ତେବେ ବର୍ତ୍ତମାନ ଯେତେବେଳେ ତାଲିବାନ ଆଫଗାନିସ୍ଥାନ ଙ୍କୁ ନିଜ କବଜା ରେ କରିନେଇଛି ଗାନ୍ଧାରୀ ଙ୍କ ସେହି ଅଭିଶାପ ସମ୍ବନ୍ଧରେ ଏବେ ଚର୍ଚ୍ଚା ଚାଲିଛି । ମାନ୍ୟତା ରହିଅଛି ଯେ ଗାନ୍ଧାରୀ ଙ୍କ ସେହି ଅଭିଶାପ ରେ ଗାନ୍ଧାର ବର୍ତ୍ତମାନ ପର୍ଯ୍ୟନ୍ତ ଜଳୁଅଛି । ମାନ୍ୟତା ରହିଅଛି ଯେ ପାଣ୍ଡବ ଙ୍କ ହାତରୁ ପରାସ୍ତ ହେବାପରେ କୌରବ ଙ୍କ ଶହ ଶହ ବଂଶଜ ଆଫଗାନିସ୍ଥାନ ରେ ଆସି ବସବାସ କରିବାକୁ ଲାଗିଲେ । ମହାଭାରତ ଯୁ-ଦ୍ଧ ସମାପ୍ତ ହେବାପରେ ସେଠାରେ ଧୀରେ ଧୀରେ ବୌଦ୍ଧ ଧର୍ମ ର ପ୍ରଚାର ହେବାକୁ ଲାଗିଲା ।

ଏଣୁ ଏସିଆ ର କିଛି ଭାଗାରେ ବୌଦ୍ଧ ଧର୍ମ ଦୃତ ଗତିରେ ବିସ୍ତାର ପାଇଲା । ଭଗବାନ ଶିବ ଙ୍କ ପୂଜା ଧୀରେ ଧୀରେ ଲୋପ ପାଇବାକୁ ଲାଗିଲା । ଏହାପରେ ବୌଦ୍ଧ ଧର୍ମ ଅନୁଯାୟୀ ଏହା ପ୍ରଚାର ପ୍ରସାର ଆରମ୍ଭ ହେଲା । ମୁସ୍ଲିମ ଶାସକ ମାନେ ଏହାକୁ ଦଖଲ କରିବା ପୂର୍ବରୁ ଏଠାରେ ଅନେକ ମୋର୍ଜ୍ୟ ଶାସକ ଶାସନ କରିଥିଲେ । ଏହାପରେ ଏକାଦଶ ଶତାବ୍ଦୀ ରେ ମହାମୁର ଗଜନା ମଧ୍ୟ ଏଠାରେ ନିଜର ଶକ୍ତି ପ୍ରତିଷ୍ଠା କରିଥିଲେ ।

ଏହିପରି ଗାନ୍ଧାର କାନ୍ଦାହାର ରେ ପରିଣତ ହୋଇଥିଲା । ଏହା ବର୍ତ୍ତମାନ ଆଫଗାନିସ୍ଥାନ ରେ କାନ୍ଦାହାର ନାମକ ଏହା ବଡ ସହର ଭାବରେ ଜଣାଶୁଣା । ଐତିହାସିକ ପ୍ରମାଣ ରୁ ଜଣା ପଡିଅଛି ଯେ ସେତେବେଳର ଗାନ୍ଧାର ରାଜ୍ୟ ବର୍ତ୍ତମାନର ଉତ୍ତର ପାକିସ୍ଥାନ ର କିଛି ଅଂଶ ମଧ୍ୟ ଅନ୍ତର୍ଭୁକ୍ତ କରିଥିଲା । ବନ୍ଧୁଗଣ ଆପଣଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଜଣାଇ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *