Bollywood ର ଏହି 3 ଜଣ ହିରୋଇନ ଙ୍କ ସହ ରହି ସାରିଛି ପାକିସ୍ଥାନ ର ପିଏମ ଙ୍କର ସମ୍ବନ୍ଧ, ଆଜି ପର୍ଯ୍ୟନ୍ତ ଜାଣି ନାହାଁନ୍ତି କେହି

ନମସ୍କାର ବନ୍ଧୁଗଣ ଆପଣ ମାନେ ପଡୋଶୀ ଦେଶ ପାକିସ୍ତାନ ବିଷୟରେ ଏବଂ ତାଙ୍କ ପ୍ରଧାନ ମନ୍ତ୍ରୀ ବିଷୟରେ ତ ଜାଣିଥିବେ । ତେବେ ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ହେଉଛନ୍ତି ପ୍ରସିଦ୍ଧ କ୍ରିକେଟର ଇମ୍ରାନ ଖାନ । ତେବେ ଇମ୍ରାନ ଖାନ ଙ୍କ ଖେଳ ଏବଂ ରାଜନୀତି ଖବର ଅପେକ୍ଷା ତାଙ୍କ ପ୍ରେମ ସମ୍ପର୍କ କୁ ନେଇ ଅଧିକ ଚର୍ଚ୍ଚା ରେ ରହିଥାଏ । ତେବେ ସେହି ଭଳି ଇମ୍ରାନ ନିଜ ବାସ୍ତବ ଜୀଵନ ରେ ତିନି ତିନି ଥର ବିବାହ କରିଛନ୍ତି ଏବଂ ଏହା ଛଡା ସେ ଅନେକ ବିଦେଶୀ ମହିଳାଙ୍କ ସହ ସମ୍ପର୍କ ମଧ୍ୟ ରଖିଛନ୍ତି ।

ତେବେ ଇମ୍ରାନ ଖାଅ ଙ୍କ ନାମ ବଲିଉଡ ର ତିନି ଜଣ ଅଭିନେତ୍ରୀ ଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା ଏବଂ ଏହା ସେତେବେଳର ସବୁଠାରୁ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟି ଯାଇଥିଲା । ତେବେ ପ୍ରଥମ ଅଭିନେତ୍ରୀ ହେଉଛନ୍ତି ବଲିଉଡ ର ସବୁଠାରୁ ଚର୍ଚ୍ଚା ଏବଂ ବିବାଦ ରେ ଘେରେଇ ହୋଇ ରହିଥିବା ଅଭିନେତ୍ରୀ ରେଖା । ରେଖା ଙ୍କ ଜୀଵନ ରେ ବହୁତ କିଛି ରହସ୍ୟ ମଧ୍ୟ ଅଛି ଯାହାକି ଆଜି ପର୍ଯ୍ୟନ୍ତ ଜଣା ନାହିଁ ଏବଂ ଏହା ସହ ତାଙ୍କ ବ୍ୟକ୍ତିଗତ ଜୀଵନ ମଧ୍ୟ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟି ଯାଇଥାଏ ।

ତେବେ ରେଖା ଙ୍କ ପ୍ରେମ ସମ୍ପର୍କ କୁ ନେଇ ମଧ୍ୟ ମିଡ଼ିଆ ରେ ଅନେକ ଚର୍ଚ୍ଚା ହୋଇଛି । ତେବେ ତାଙ୍କ ନାମ ଅନେକ ଅଭିନେତା ଙ୍କ ସହ ମଧ୍ୟ ଯୋଡ଼ା ଯାଇଛି ଏବଂ ସବୁଠାରୁ ଅଧିକ ସୁପରଷ୍ଟାର ଅମିତାଭ ଵଚନ ଙ୍କ ସହ ଯୋଡ଼ା ଯାଇଛି । ତେବେ ଏହା ଛଡା ରେଖାଙ୍କ ସହ, ଜିତେନ୍ଦ୍ର, ରାଜ ବବର, ନବୀନ ନିଶ୍ଚଲ, ବିନୋଦ ମେହେରା,ସଂଜୟ ଦତ୍ତ, ଏବଂ ଅକ୍ଷୟ କୁମାର ଙ୍କ ନାମ ମଧ୍ୟ ଯୋଡ଼ା ଯାଇଛି ।

ତେବେ ରେଖା ଙ୍କ ନାମ ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ସହ ମଧ୍ୟ ଯୋଡ଼ା ଯାଇଛି । କିନ୍ତୁ ତାହା ଏତେ ସାମ୍ନା କୁ ଆସି ନଥିଲା । ତେବେଏକ ଆର୍ଟିକଲ ଅନୁଯାୟୀ ଇମ୍ରାନ ଏବଂ ରେଖା ଙ୍କ ଆଫେୟାର ୮୦ ଦଶକ ରେ ଚାଲିଥିଲା । ଏହି ଆର୍ଟିକଲ ଟି ୧୯୯୫ ରେ ଛପା ଯାଇଥିଲା କିନ୍ତୁ ଏହି ମ୍ୟାଗେଜିନ ର ଆର୍ଟିକଲ ୨୦୨୦ ରେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାକୁ ଲାଗିଲା ଏବଂ ଏକ ଚର୍ଚ୍ଚାର ବିଷୟ ପାଲଟି ଗଲା ।

ଏହି ଆର୍ଟିକଲ ର ଶୀର୍ଷକ ହେଉଛି କଣ ଇମ୍ରାନ ଖାନ ରେଖା କୁ ବିବାହ କରିବେ?ଏହି ଆର୍ଟିକଲ ଅନୁଯାୟୀ ସେ ସମୟରେ ଇମ୍ରାନ ଖାନ ଙ୍କୁ ଏକ ପ୍ଲେବୟ ବୋଲି କୁହା ଯାଉଥିଲା ତେବେ ସେ ରେଖା ଙ୍କ ପାଇଁ ମୁମ୍ବାଇ ଆସି ଯାଇଥିଲେ ଏବଂ ପୁରା ଏକ ମାସ ସେ ରେଖା ଙ୍କ ସହ ରହିଥିଲେ । ଏହି ଦୁଇ ଜଣଙ୍କୁ କେତେବେଳେ ସମୁଦ୍ର କୁଳ ରେ ତ କେତେବେଳେ ହୋଟେଲ ରେ ଏକାଠି ଦେଖିବାକୁ ମିଳୁଥିଲା । ଏହା ଦେଖି ରେଖା ଙ୍କ ମାଆ ଇମ୍ରାନ ଙ୍କ ସହ ରେଖା ର ବିବାହ କରିବାପାଇଁ ଚାହୁଁଥିଲେ କିନ୍ତୁ ଇମ୍ରାନ ଙ୍କ ର ଏସବୁ ରେ କୌଣସି ଆଗ୍ରହ ନଥିଲା ତେଣୁ ସେ ରେଖା ଙ୍କ ସହ ବ୍ରେକ ଆପ ମଧ୍ୟ କରି ଦେଇଥିଲେ ।

ଜିନତ ଅମାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଜିନତ ଅମାନ । ଜିନତ ମଧ୍ୟ ବଲିଉଡର ଏକ ଦିଗଜ ଅଭିନେତ୍ରୀ ଅଟନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ମିଡିଆ ରିପୋର୍ଟସ ଅନୁସାରେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ ଖାନ ଜିନତ ଅମାନଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ ରିଲେସନରେ ଥିଲେ । ଇମରାନ ବହୁତ ସମୟ ପର୍ଯ୍ୟନ୍ତ ଜିନତଙ୍କୁ ଡେଟ କରିଥିଲେ ।

ସବାନା ଆଜମି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସବାନା ଆଜମି । ମିଡିଆ ରିପୋର୍ଟସ ଅନୁସାରେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମରାନ ଖାନ ଅଭିନେତ୍ରୀ ସବାନା ଆଜମିଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ ଅଫେୟାର ରଖିଥିଲେ । ଇମରାନ କେତେକ ବିଦେଶୀ ମହିଳା ମାନଙ୍କ ସହ ମଧ୍ୟ ରିଲେସନରେ ରହିଛନ୍ତି । ବନ୍ଧୁଗଣ ଇମରାନ ନିଜ ଅସଲ ଜୀବନରେ ତିନୋଟି ମହିଳାଙ୍କ ସହ ବିବାହ କରିଛନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *