ଆସିଲା ବଡ ଖବର, ଜୁଲାଇ ମାସର ଏହି ତାରିଖରେ ବାହାରିବ ମାଟ୍ରିକ ରେଜଲ୍ଟ, ଜଲ୍ଦି ଦେଖନ୍ତୁ…

ବନ୍ଧୁଗଣ ଆଜି ଘୋଷଣା କରାଯିବ ମାଟ୍ରିକ ରେଜଲ୍ଟ । ଗତ ୬ ତାରିଖରେ ବାହାରିବ ମାଟ୍ରିକ ପରୀକ୍ଷା ଫଳାଫଳ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ସଚିବାଳୟରେ ବସିବ ବୈଠକ । ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଘୋଷଣା ଉପରେ ସମସ୍ତଙ୍କର ନଜର ରହିଛି । ମାଟ୍ରିକ ଫଳ ପ୍ରକାଶ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ଫଳ ତାରିଖ ନେଇ ଆଜି ନିସ୍ପତି ନିଆଯିବ । ଆଜି ସଚିବାଳୟରେ ଉଚ୍ଚ ସ୍ତରୀୟ ବୈଠକରେ ଏକ ବଡ ନିସ୍ପତି ନିଆଯିବ ବୋଲି ସୂଚନା ମିଳିଛି । ୬ ତାରିଖ ଦିନ ମାଟ୍ରିକ ଫଳାଫଳ ପ୍ରକାଶ ପାଇପାରେ ।

ଗଣ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଙ୍କ ସମେତ ବୋର୍ଡ ସଭାପତି, ସମ୍ପାଦକ ଓ କଣ୍ଟ୍ରୋଲର ଆଜିର ବୈଠକରେ ଯୋଗ ଦେବେ । ଯଦି ୬ ତାରିଖରେ ଫଳାଫଳ ବାହାରିବାରେ କୌଣସି ସମସ୍ଯା ହୁଏ ତେବେ ୮ ତାରିଖରେ ବାହାରିବ ବୋଲି ସୂଚନା ରହଚି । ତେବେ ଏପ୍ରିଲ ରେ ସାରା ରାଜ୍ୟରେ ମାଟ୍ରିକ ପରିକ୍ଷା ହୋଇଥିଲେ । ଏଥିରେ ୫ ଲକ୍ଷ ୭୧ ହଜାର ପରିକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ।

କିନ୍ତୁ ପ୍ରାୟ ୩୯ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇ ନ ଥିଲେ । ପ୍ରାୟ ୩୫ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି ଚଳିତ ବର୍ଷ । ସେମାନେ ଅପେକ୍ଷା କରି ରହିଛନ୍ତି କେବେ ମାଟ୍ରିକ ରେଜଲ୍ଟ ବାହାରିବ । ବୋର୍ଡ ପକ୍ଷରୁ ମେ ୨୧ ତାରିଖରୁ ୩୧ ତାରିଖ ଯାଏଁ ମାଟ୍ରିକ ପିଲାଙ୍କର ଖାତା ଦେଖା ଯାଇଥିଲା । ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ର ହୋଇଥିଲା ।

୧୨ ହଜାର ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷଯାତ୍ରୀ ନେ ନିୟୋଜିତ ହୋଇଥିଲେ । ରାଜ୍ୟ ବାହାରର ଫର୍ମ କୁ ଯାଇଥିଲା ପରୀକ୍ଷା ଖାତା । ଏହାରି ମଧ୍ୟରେ ମାର୍କ ସିଟ ପ୍ରସ୍ତୁତ ହୋଇ ସାରିଛି । ବୋର୍ଡ ର ଫଳାଫଳ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଚୁଡାନ୍ତ ହୋଇଛି । ଆଶା କରା ଯାଉଛି କି ମାଟ୍ରିକ ଫାଳଫଳ ୬ ତାରିଖରେ ବାହାରିବ । ଏବ ଆଜିର ଉଚ୍ଚ ସ୍ତରୀୟ ବୈଠକରେ ହିଁ ଗଣ ଶିକ୍ଷା ମନ୍ତ୍ରୀ ଘୋଷଣା କରିବେ କେଉଁ ଦିନ ମାଟ୍ରିକ ଫଳାଫଳ ବାହାରିବ ।

ବୋର୍ଡ ମଧ୍ୟ ଉଦ୍ୟମ ଜାରି ରଖିଛି କି ବୋର୍ଡ ରେଜଲ୍ଟ ବାହାରିବା ସହ ଆମ ରାଜ୍ୟର ବୋର୍ଡ ରେଜଲ୍ଟ ବାହାରିବ । ଯେଉଁ ମାନେ ସର୍ବ ଭାରତୀୟ ପରିକହ ଦେବାକୁ ଚାହିଁବେ ସେମାନେ ଦେଇ ପାରିବେ । ଆଜିର ବୈଠକରେ ପରେ ହିଁ ଜଣା ପଡିବ କେବେ ରେଜଲ୍ଟ ବାହାରିବ । ମାଟ୍ରିକ ପରୀକ୍ଷା କୁ ସାରା ରାଜ୍ୟ ରେ ବର୍ତ୍ତମାନ ଚର୍ଚ୍ଚା ରେ ବିଷୟ ମଧ୍ୟ ହୋଇଛି । 

ତେବେ ଦେଖାଯାଉ ଗଣ ଶିକ୍ଷା ମନ୍ତ୍ରୀ ଆଜିର ବୈଠକରେ କେଉଁ ନିସ୍ପତି ଘୋଷଣା କରୁଛନ୍ତି ଯାହା ଉପରେ ସମସ୍ତଙ୍କର ନଜର ରହିଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମଉ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । 

Leave a Reply

Your email address will not be published. Required fields are marked *