Ollywood ର ଲୋକପ୍ରିୟ ଅଭିନେତା Rai Mohan Parida ଙ୍କ ଜନ୍ମଦିନରେ ଝିଅମାନେ ଦେଇଥିଲେ ସରପ୍ରାଇଜ, ଭିଡିଓ ଦେଖିଲେ ଆଖିରେ ଲୁହ ରହିବ ନାହିଁ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଓ ଚମତ୍କାର ଅଭିନୟ ଦ୍ଵାରା ଓଲିଉଡ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତେବେ ଆପଣ ମାନେ ଓଲିଉଡ ଜଗତର ଖଳନାୟକ ତଥା ଲୋକପ୍ରିୟ ଅଭିନେତା ରାଇମୋହନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଆଜି ବି ଦର୍ଶକ ମାନଙ୍କ ହୃଦୟରେ ଘର କରି ରହିଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଅଭିନେତା ରାଇ ଭାଇ ଆତ୍ମହତ୍ୟା କରିଛନ୍ତି ଯାହାକୁ ନେଇ ତାଙ୍କ ପୁରା ପରିବାର ଠାରୁ ଆରମ୍ଭ କରି ଓଡିଆ ଇଣ୍ଡଷ୍ଟ୍ରି ଓ ତାଙ୍କର ଫ୍ୟାନ୍ସ ମାନେ ଶୋକର ଛାୟା ଘେରି ହୋଇ ରହିଛନ୍ତି । ତେବେ ମୃତ୍ୟୁ ପୂର୍ବର ରୁ ରାଇ ଭାଇ ଙ୍କ ଜନ୍ମଦିନ କିପରି ତାଙ୍କ ଦୁଇ ଝିଅ ପାଳନ କରିଥିଲେ ତାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଭାବେ ରାଇ ଭାଇ ଙ୍କ ଦୁଇ ଝିଅ ତାଙ୍କୁ ସରପ୍ରାଇଜ ଦେଉଛନ୍ତି କେକ କାଟି ।

ଦୁଇ ଝିଅ ମିଶି କେକ ଆଣିବା ପାଇଁ ନିଜ ବାପାଙ୍କୁ ସରପ୍ରାଇଜ ଦେଇ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି । ଏମିତିକି ରାଇ ଭାଇ ମଧ୍ୟ ନିଜ ଜନ୍ମ ଦିନରେ ଏଭଳି ସରପ୍ରାଇଜ ପାଇଁ ବେଶ ଖୁସି ଥିବାର ନଜର ଆସୁଛନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ ଏହି ପାର୍ଟି ରେ ଉପସ୍ଥିତ ରହିବାର ନଜର ଆସୁଛନ୍ତି । ରାଇ ଭାଇ ଖୁବ ଖୁସି ମନରେ କେକ କାଟି ନିଜର ଦୁଇ ଝିଅ ଙ୍କୁ ଖୁଆଇବା ସହ ନିଜ ସ୍ତ୍ରୀ ଙ୍କୁ ମଧ୍ୟ କେକ ଖୁଆଉଛନ୍ତି । ଯାହାର ଦୃଶ୍ୟ ଦେଖିବାକୁ ବହୁତ ମନୋଲୋଭା ହୋଇଛି । ତେବେ ରାଇ ଭାଇ ନିଜ ଦୁଇ ଝିଅଙ୍କୁ ବହୁତ ଭଲ ପାଉଥିଲେ ।

ମୃତ୍ୟୁ ପୂର୍ବରୁ ସେ କରିଥିବା କାର୍ଯ୍ୟ କଳାପ ଉପରେ ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇ ସାରିଛି ତାହା ଆପଣ ମାନେ ନିଶ୍ଚିନ୍ତ ଭାବେ ଦେଖିଥିବେ । ତେବେ ରାଇ ଭାଇ ନିଜର ଶେଷ ଜନ୍ମ ଦିନ ଖୁବ ଧୂମଧାମ ରେ ନିଜର ପୁରା ପରିବାର ସହ ସେଲିବ୍ରେସନ କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ତେବେ ତାଙ୍କର ଅକାଳ ବିୟୋଗ ପରେ ତାଙ୍କର ଦୁଇ ଝିଅ ଓ ସ୍ତ୍ରୀ ଙ୍କ ଅବସ୍ଥା ବହୁତ ଶୋଚନୀୟ ହୋଇ ପଡିଛି ।

ତେବେ ସେ କିଛି ଦିନ ହେବ ଯାତ୍ରା ଜଗତରେ ମଧ୍ୟ ନିଜର ଅଭିନୟର କମାଲ ଦେଖାଇଥିଲେ ଯାହାକୁ ଦର୍ଶକ ମାନେ ବହୁତ ପ୍ରଶଂସା କରୁଥିଲେ । ତେବେ ସେ ଯାହା ବି ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଜଣେ ଏମିତି ମହାନ କଳାକାରଙ୍କର ମୃତ୍ୟୁ ଘଟିଛି ଯାହାଙ୍କର ସ୍ଥାନ ଆଉ କେହି ନେଇ ପାରିବେ ନାହି । ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ରାଇମୋହନ ପରିଡାଙ୍କ ଅଭିନୟ ଓ ତାଙ୍କର ଜନ୍ମଦିନର ସେଲିବ୍ରେସନ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । 

Leave a Reply

Your email address will not be published. Required fields are marked *