ବନ୍ଧୁଗଣ, ସୂଚନା ଅନୁଯାୟୀ ଆଇନଜୀବୀ “ବନ ମହାନ୍ତି” କହିଛନ୍ତି ଯେ, ସୋ-ସି-ଆ-ଲ ମି-ଡି-ଆରେ କେଉଁ ବାର୍ତ୍ତା ଭା-ଇ-ରା-ଲ ହେଉଛି ? ବର୍ଷା ଜଣେ ସେ-କ୍ସ ଆ-ଡି-କ-ଟେ-ଡ ଲେଡି । ଟୁଙ୍ଗୁରୁ ଜଣେ ଦଣ୍ଡା ବାଳୁଙ୍ଗା ଅଟେ । ମାତ୍ର ଏମାନଙ୍କର କୌଣସି ଲୋକଲଜ୍ୟା ନାହିଁ । ଟୁଙ୍ଗୁରୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଯେଉଁଭଳି ଭାବରେ ଅଶ୍ଳୀଳ ଭାଷାରେ ଗାଳିଗୋଳଚ କରି ହାତ ଉଠାଇଥିଲା, ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା କଥା ।
ମାତ୍ର ଆପଣ ମାନେ ଆଜି ସିନେମାରେ ହିରୋ କରାଇବାରେ ବସିଛନ୍ତି । ତେବେ ଏହିଭଳି ନିଜର ମନ୍ତବ୍ୟ ଦେଇଛନ୍ତି ଆଇନଜୀବୀ “ବନ ମହାନ୍ତି” । ଏହା ସହିତ ସେ କହିଛନ୍ତି ଯେ ଏହା ଏକ ଛୋଟ ଘଟଣାଟି ଘଟିଥିଲା ଭରତପୁର ଥାନାରେକ ମାତ୍ର ଏହାକୁ ନେଇ ଏତେ ବଡ କରି ସାରି ବର୍ଷା ଏବଂ ଟୁଙ୍ଗୁରୁ ଭୋଳ ଉଭୟଙ୍କୁ ଫିଲ୍ମ ରେ ଅଫର ମିଳିବା ସହିତ ଉଭୟ ହିରୋ ହିରୋଇନ ହେବାରେ ବସିଲେଣି ?
ମାତ୍ର ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ସମାଜ ପ୍ରତି ସେ ଜଣେ କଳଙ୍କ ଅଟନ୍ତି । ଅଟୋରେ ଯାତାୟାତ କରିବା ନିମନ୍ତେ ଯେଉଁ ଲୋକମାନେ ବିଶ୍ଵାସ କରୁଥିଲେ ସେହି ଲୋକମାନଙ୍କ ବିଶ୍ଵାସକୁ ସେ ଭାଙ୍ଗିଛି । ଲୋକମାନେ ବର୍ତମାନ କେହି ଆଉ ଆଟୋବାଲାକୁ କେହି ବିଶ୍ବାସ କରିବେ ନାହିଁ । ମାତ୍ର ସେ ହେଉଛନ୍ତି ଗୋଟିଏ କଳଙ୍କ ତାଙ୍କୁ ଗିରଫ କରି ତୁରନ୍ତ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦରକାର ।
ଯେଉଁଭଳି ଭାବରେ ଭାଷା ତଥା ଟୁଙ୍ଗୁରୁର ଭାବଢଙ୍ଗ ସବୁକୁ ନିନ୍ଦା କରିଛନ୍ତି ଆଇନଜୀବୀ “ବନ ମହାନ୍ତି” । ମାତ୍ର ଯେଉଁଭଳି ଭାବରେ ଟୁଙ୍ଗୁରୁ ଆକ୍ଷେପ କରି କଥା ହେଲା ତାହା ଆଦୌ ଗ୍ରହଣୀୟ ନୁହେଁ । ତେବେ ନିଶ୍ଚିତ ଭାବରେ ଏହି ପ୍ରସଙ୍ଗ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ । କାରଣ ଆଜି କଟକରେ ଏହିଭଳି ହୋଇଛି କାଲିସକାଳେ ଭୁବନେଶ୍ୱର ତଥା ରାଜ୍ୟରେ ମଧ୍ୟ ହୋଇପାରେ ।
ସବୁ ଅଟୋ ଚାଳକ ମଧ୍ୟ ଏକା ଦେଖି କରିବାକୁ ପଛାଇବେନି । ଏଣୁ ଟୁଙ୍ଗୁରୁ ଏବଂ ବର୍ଷା ନାଁ ରେ ବହୁତ ଅଭିଯୋଗ ହେଲାଣି ଏଣୁ ତାହାର ଗିରଫ ଅଡର ନିଶ୍ଚିତ ଦରକାର । ତେବେ ଏହା ଏକ ଲଜ୍ୟାଜନକ ପରିସ୍ଥିତି ଅଟେ । ଏଣୁ ଟୁଙ୍ଗୁରୁ ଭୋଳ କୁ ନିଶ୍ଚିତ ଭାବରେ ଗିରଫ କରିବା ଦରକାର ବୋଲି ଯୁକ୍ତିଯୁକ୍ତ କରିଛନ୍ତି ଆଇନଜୀବୀ “ବନ ମହାନ୍ତି” । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।