ବନ୍ଧୁଗଣ ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ ।
ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ । ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ବନ୍ଧୁଗଣ ଟୁଙ୍ଗୁରୁ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସି ସମସ୍ତ ଦୋଷ ବର୍ଷାଙ୍କୁ ଦେଇଛନ୍ତି ।
ଆଉ ଏହାରି ମଧ୍ୟରେ ଜଣେ ଓକିଲ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଓକିଲ ଜଣକ ଯାହା ସବୁ କହିଛନ୍ତି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଓକିଲଙ୍କ କହିବା ମୁତାବକ-‘ସେକ୍ସ୍ ନିଡ ଗୋଟେ ଅଛି ଯେଉଁ ମାନେ କେବଳ ସେକ୍ସ୍ ଡିଜାଇଆରରେ ରହୁଛନ୍ତି । ଏଇ ଜଣେ ମହିଳା ନିଜ ସ୍ଵାମୀ ପିଲା ଛୁଆଙ୍କୁ ଛାଡି ନିଜର ଠାରୁ 10-12 ବର୍ଷ ସାନ ଟୁଙ୍ଗୁରୁ ଭୋଳ ସାଙ୍ଗରେ ସେ ବି ଭୋଳ ।
ଏମାନେ ହେଉଛନ୍ତି ଗୋଟେ ଗୋଟେ ସାଇକୋ ପେସେଣ୍ଟ । ଏମାନଙ୍କୁ ଯଦି ଆପଣ ଖୋଲା ଛାଡିବେ ତା ହେଲେ ଏମାନେ ହତୟଆ କରିଦେବେ ତେଣୁ ଏମାନଙ୍କୁ ଆପଣ ଜଗିକି ଏମାନଙ୍କର ଚିକିତ୍ସା କରିବା ଉଚିତ । ଆଉ ଆମେ ସାଧାରଣ ଜୀବନରେ ଯେଉଁ ମାନେ ଅଛୁ ସେମାନଙ୍କ କଥା ଅଲଗା । ହେଲେ ଯେଉଁ ମାନେ ପରୋକ୍ଷା ଭାବରେ ରହୁଛନ୍ତି କେତେକ ସ୍ଵାମୀ ଚୋରୀ କରିବା ଭଳି ସ୍ତ୍ରୀ ଲୋକ ଅଛନ୍ତି ।
ଧର୍ମେନ୍ଦ୍ରଙ୍କର ଚାରୋଟି ଛୁଆ ସେ ଗୋଟେ ସ୍ତ୍ରୀ ଲୋକକୁ ପ୍ରେମ କରି ସେ ସ୍ତ୍ରୀ ଲୋକକୁ ନେଇ ଲୋକସଭାରେ ବସେଇ ଛନ୍ତି ବିଜେପି ବାପା ଏ ତ ବହୁତ ଖରାପ କଥା । ସେ ମହିଳା ପାର୍ଲାମେଣ୍ଟ ପାଇଁ ଯୋଗ୍ୟ ନୁହେଁ କାରଣ ସେ ଘର ଭାଙ୍ଗି ଛନ୍ତି । ଆମେ ସବୁବେଳେ ନିଜ ଘରକୁ ସୁନାର ସଂସାର କରିବା ଉଚିତ ହେଲେ ଯେଉଁ ମହିଳା ମାନେ ଘର ଭାଙ୍ଗୁ ଛନ୍ତି ସେମାନଙ୍କୁ ଲୋକ ପ୍ରତିନିଧି କରିବାର ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।