‘ଟୁଙ୍ଗୁରୁ ଭୋଳ ପ୍ରେମିକା ବର୍ଷା ଜଣେ ସେକ୍ସ୍ ପେସେଣ୍ଟ, ସେ କେବଳ…’ ଟୁଙ୍ଗୁରୁଙ୍କ ପ୍ରେମିକା ବର୍ଷାଙ୍କ ପାଇଁ ଓକିଲ ମହାଶଯ କହିଲେ କ୍କିହୀ ଏମିତି ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…ଦେଖନ୍ତୁ Video

ବନ୍ଧୁଗଣ ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ ।

ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ । ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ବନ୍ଧୁଗଣ ଟୁଙ୍ଗୁରୁ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସି ସମସ୍ତ ଦୋଷ ବର୍ଷାଙ୍କୁ ଦେଇଛନ୍ତି ।

ଆଉ ଏହାରି ମଧ୍ୟରେ ଜଣେ ଓକିଲ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଓକିଲ ଜଣକ ଯାହା ସବୁ କହିଛନ୍ତି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଓକିଲଙ୍କ କହିବା ମୁତାବକ-‘ସେକ୍ସ୍ ନିଡ ଗୋଟେ ଅଛି ଯେଉଁ ମାନେ କେବଳ ସେକ୍ସ୍ ଡିଜାଇଆରରେ ରହୁଛନ୍ତି । ଏଇ ଜଣେ ମହିଳା ନିଜ ସ୍ଵାମୀ ପିଲା ଛୁଆଙ୍କୁ ଛାଡି ନିଜର ଠାରୁ 10-12 ବର୍ଷ ସାନ ଟୁଙ୍ଗୁରୁ ଭୋଳ ସାଙ୍ଗରେ ସେ ବି ଭୋଳ ।

ଏମାନେ ହେଉଛନ୍ତି ଗୋଟେ ଗୋଟେ ସାଇକୋ ପେସେଣ୍ଟ । ଏମାନଙ୍କୁ ଯଦି ଆପଣ ଖୋଲା ଛାଡିବେ ତା ହେଲେ ଏମାନେ ହତୟଆ କରିଦେବେ ତେଣୁ ଏମାନଙ୍କୁ ଆପଣ ଜଗିକି ଏମାନଙ୍କର ଚିକିତ୍ସା କରିବା ଉଚିତ । ଆଉ ଆମେ ସାଧାରଣ ଜୀବନରେ ଯେଉଁ ମାନେ ଅଛୁ ସେମାନଙ୍କ କଥା ଅଲଗା । ହେଲେ ଯେଉଁ ମାନେ ପରୋକ୍ଷା ଭାବରେ ରହୁଛନ୍ତି କେତେକ ସ୍ଵାମୀ ଚୋରୀ କରିବା ଭଳି ସ୍ତ୍ରୀ ଲୋକ ଅଛନ୍ତି ।

ଧର୍ମେନ୍ଦ୍ରଙ୍କର ଚାରୋଟି ଛୁଆ ସେ ଗୋଟେ ସ୍ତ୍ରୀ ଲୋକକୁ ପ୍ରେମ କରି ସେ ସ୍ତ୍ରୀ ଲୋକକୁ ନେଇ ଲୋକସଭାରେ ବସେଇ ଛନ୍ତି ବିଜେପି ବାପା ଏ ତ ବହୁତ ଖରାପ କଥା । ସେ ମହିଳା ପାର୍ଲାମେଣ୍ଟ ପାଇଁ ଯୋଗ୍ୟ ନୁହେଁ କାରଣ ସେ ଘର ଭାଙ୍ଗି ଛନ୍ତି । ଆମେ ସବୁବେଳେ ନିଜ ଘରକୁ ସୁନାର ସଂସାର କରିବା ଉଚିତ ହେଲେ ଯେଉଁ ମହିଳା ମାନେ ଘର ଭାଙ୍ଗୁ ଛନ୍ତି ସେମାନଙ୍କୁ ଲୋକ ପ୍ରତିନିଧି କରିବାର ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *