ଆର୍ମି ଚାକିରି ନ ମିଳିବାରୁ ଜୀବନ ହାରିଲେ ଯୁବକ, ଶେଷ ସମୟରେ କହିଗଲେ କିଛି ଏମିତି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

କାନ୍ଦ ବୋବାଳି ପଡୁଛି ଭେଣ୍ଡିଆ ପୁଅର ଶବଦାହ ହେବା ପାଇଁ  ଯାଉଛି । ଯେଉଁ ମା ନିଜ ପୁଅକୁ 10 ଦିନ 10 ମାସ ଗର୍ଭ ଦରିଲା ତାର ସାଙ୍ଗସାର ତାର ଠାରୁ ଆରମ୍ଭ ହୋଇ ଥିଲା ନିଜେ ବଞ୍ଚି ଥାଉ ସେହି ପୁଅର କୋକେଇ ଦେଖିକି କଣ ମାର ଛାତି ସମ୍ଭାଳିବ । କିଏ ଜାଣିଛି କି କଣ ବିତୁଥିବ ତା ଉପରେ ଭଲ ଭାବେ ଚିନ୍ତା କରିଲେ ଜଣା ପଡିବ କି ବାପା ମା ମାନେ ସବୁ ବେଳେ ପିଲାଙ୍କ କାନ୍ଧରେ ଜୀବା ପାଇଁ ପସନ୍ଦ କରିଥାନ୍ତି ।

ମାତ୍ର ଯଦି ଦେଖିବା ପାଇଁ ଯିବା ତ ପୁଅ କୁ କୋଳରେ ଧରିବା ଓ ପୁଅ କୁ ମସାଣି ଯାଏ ଯିବାର ଦେଖିବା ଭିତରେ ଯେଉଁ ଫରକ ଅଛି ତାହା ଆମେ ଚାହିଁ କି କମ କରି ପାରିବା ନି ।  ଛାଟିପିଟି କାନ୍ଦୁଛି ମା ଓ ଛାଟି ପିଟୁଛି ଭଉଣୀ । ଦେଶ ପାଇଁ କାମ କରିବା ପାଇଁ ଚେଷ୍ଟା  କରୁଥିଲା ।

ବାଲେଶ୍ଵର ଜିଲ୍ଲା ସୋରଥାନା ଦୈନିକ ପୂରର ରଜନୀକାନ୍ତ ଙ୍କ ପୁଅ ଧନଞ୍ଜୟ  ମହାନ୍ତି ସେନାରେ ଯୋଗ ଦେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ସେ ନିଜକୁ କେତେବେଳେ ଦୌଡିବା ପାଇଁ ଅଣ୍ଟାରେ ଦଉଡି ବାନ୍ଧିକି ଟାୟାର ଦେଇକି ଚେଷ୍ଟା କରୁଥିଲା ତ କେତେବେଳେ ସେ ଆଉ କେତେବେଳେ ପାଣି ଭିତରେ ପହଁରିବା ସହ ପାଣି ଭିତରେ ବ୍ୟାୟାମ ମଧ୍ୟ କରୁଥିଲେ ।

ଲକ୍ଷ ଥିଲା ଦେଶ ମାତୃକା ର ସେବା । କିନ୍ତୁ ଯେଉଁ ସମୟରେ ସେ ଜାଣିଲେ କି ଆରମି ରେ ଯୋଗ ଦେଇ ପାରିବେ ନି । ସେତେବେଳେ ନିଜ ଶୋଇବା ଘରେ ଆତ୍ମହତ୍ୟା କରି ଦେଇଥିଲେ । ଏହା ସେହି ସମୟର ଦୃଶ୍ୟ ସେ ଫିଜିକାଲ ଟେଷ୍ଟ ରେ ଭଲ କରିଥିଲେ ଓ ଏହା ପରେ ମେଡିକାଲ ଟେଷ୍ଟ ରେ ମଧ୍ୟ ସେ ଭାଗ ନେଇ ଥିଲେ ଓ ସଫଳ ହୋଇଥିଲେ ।

ମାତ୍ର ଲେଖା ପରୀକ୍ଷାରେ ବାର ବାର ତାରିଖ ବଦଳି ଯାଇଥିଲା ଏହା ପରେ ସରକାର ଅଗ୍ନିବେଡ଼ି ନିୟମ ଲଗାଇବାରୁ ସେ ହତାଶ ହୋଇ ଯାଇଅଥିଲେ ଓ ଆତ୍ମହତ୍ୟା କରି ଦେଇଥିଲେ । 21 ବର୍ଷ ରେ ସେନାରେ ପଶିବା ସମ୍ଭବ ଧନଞ୍ଜୟ କୁ 22 ବର୍ଷ ବୟଶ ଥିଲା ଯାହା ଦ୍ଵାରା ସେ ଆଉ ସେନାରେ ଯାଇ ପାରିବେ ନି ଜାଣି ଯାଇ ଥିଲେ ।

ଏହା ପରେ ସେ ସବୁଙ୍କୁ ଛାଡି ଦେଇ ଥିଲେ ନିଜର ସ୍ଵପ୍ନ କୁ ଧୂଳିସାତ ହେବାର କିଏ ଦେଖିବା ପାଇଁ ଚାହେଁ । ଭାରତରେ ଥିବା ସରକାର ଙ୍କ ବିଳମ୍ବ ନିଷ୍ପତ୍ତି ପାଇଁ ଏହି ଭଳି ହୋଇଥିବାର ସେ କହିଥିଲେ । ଆମ ଦେଶର ସମସ୍ଯା ଏହାକୁ ସବୁ ସରକାରୀ କିମ୍ବା ବେସରକାରୀ ଜାଗାରେ କିଛି ଏହି ଭଳି ନିୟମ ହଠାତ ବାହାରି ଥାଏ । ଯାହା ଦ୍ଵାରା ଅନେକ ପିଲା ମାନେ ନିଜ ସ୍ଵାପ୍ନ କୁ ହରାଇବାର ଦେଖୁଛନ୍ତି । ଆଜି ଆମେ ଯଦି ଦେଖିବା ପାଇଁ ଯିବା ଏକ ପିଲାର ଜୀବନ ମଧ୍ୟ ଚାଲିଗଲା ଏହି କାରଣରୁ ।

Leave a Reply

Your email address will not be published. Required fields are marked *