ଜିତିବା ପରେ କାର୍ତ୍ତିକଙ୍କୁ କୁଣ୍ଢେଇ କାନ୍ଦି ପକେଇଲେ Pant, କିନ୍ତୁ Dhoni ଙ୍କୁ କହିଦେଲେ ଏମିତି କଥା ଜିତିଲେ କୋଟି କୋଟି ଭାରତୀୟଙ୍କ ହୃଦୟ

ବନ୍ଧୁଗଣ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ହେଉଥିବା 5ଟି ଟି20 ମୁକବାଲା ସିରିଜ ଏବେ ବହୁତ ରୋମାଞ୍ଚକ ମୋଡରେ ଆସିଯାଇଛି । ଏହି ସିରିଜରେ ଗୋଟିଏ ମ୍ୟାଚ ଭାରତୀୟ କ୍ରିକେଟ ଟିମ ଜିତିଥିଲା ହେଲେ ରାଜକୋଟରେ ଇତିହାସ ରଚା ହେଲା । ଯେମିତି ଚତୁର୍ଥ ଟି20 ମୁକାବାଲା ଆରମ୍ଭ ହେଲା କ୍ୟାପଟେନ ରିସବ ପନ୍ଥ ଟସ ହାଇରଗଲେ । ପାୱାର ପ୍ଲେରେ ଆମର ଦୁଇଟି ବଡ ୱିକେଟ ବି ଚାଲି ଗଲା । ଏହା ପରେ ଇଶାନ କିଶାନ ବି 27 ରନ୍ ରେ ଆଉଟ ହେଇଗଲେ ।

ଆଶା ଭାଙ୍ଗିଗଲା ଯେତେବେଳେ ପନ୍ଥ ବି ମାତ୍ର 23 ରନ୍ ରେ ଆଉଟ ହେଇଗଲେ । ହେଲେ ଏହା ପରେ ପାଣ୍ଡିଆ ଆଉ କାର୍ତ୍ତିକ ଯାହା କରିଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ । ହାର୍ଦିକ ପାଣ୍ଡିଆ ନିଜ ଟିମ ପାଇଁ ଜବରଦସ୍ତ ବ୍ୟାଟିଂ କରିଲେ । ପ୍ରଥମେ ପାଣ୍ଡିଆ ଦୁଇଟି ଛକା ମାରିଲେ ଆଉ ଏହା ଦେଖି କାର୍ତ୍ତିକ ବି ପାଞ୍ଚଟି ବଲରେ ପାଞ୍ଚଟି ଛକା ମାରିଦେଲେ । ଦେଖୁ ଦେଖୁ କାର୍ତ୍ତିକ 16ଟି ବଲରେ 40 ରନ୍ କରିଦେଲେ ।

ଏହା ପରେ ହାର୍ଦିକ ବି ଭଲ ବ୍ୟାଟିଂ କରିଲେ । ହାର୍ଦିକ 31 ବଲରେ 46 ରନ୍ କରିଦେଲେ । ଆଉ କାର୍ତ୍ତିକ 27ଟି ବଲରେ 55 ରନ୍ କରିଦେଲେ । ଏହା ପରେ ଟିମ 170 ରନ୍ ଟାର୍ଗେଟରେ ପହଞ୍ଚି ଥିଲା । ସାଉଥ ଆଫ୍ରିକା ଏହା ପରେ ବ୍ୟାଟିଂ କରିବାକୁ ଆସିଲା ହେଲେ କାର୍ତ୍ତିକଙ୍କ ବୋଲିଂ ସାଉଥ ଆଫ୍ରିକାକୁ ଏକ ଝଟକା ଦେଲା । ପାୱାର ପ୍ଲେରେ ଆମ ବୋଲର ମାନଙ୍କ ଜବରଦସ୍ତ ପଦର୍ଶନ ଦେଖିବାକୁ ମିଳିଲା ।

ସମସ୍ତ ବୋଲର ଗୋଟେ ଗୋଟେ ୱିକେଟ ନିଜ ନାମରେ କରିଦେଲେ । ସାଉଥ ଆଫ୍ରିକାର ସମସ୍ତ ଖେଳାଳି 20 ରନ୍ ରୁ ଅଧିକ କରିପାରିଲା ନାହିଁ । ଏହା ପରେ ସଂପୂର୍ଣ୍ଣ ସାଉଥ ଆଫ୍ରିକା ଟିମ 87 ରନ୍ ରେ ଅଲ ଆଉଟ ହେଇଗଲେ ଆଉ ଆମ ଟିମ 82 ରନ୍ ମେଜୋରିଟିରେ ଜିତିଲା । ମ୍ୟାଚ ଜିତିବା ପରେ ପନ୍ଥ ଭାବୁକ ହେଇଗଲେ । ପନ୍ଥ କହିଲେ, ଏହି ସମୟକୁ ଶବ୍ଦରେ ବୟାନ କରିବା ସମ୍ଭବ ନୁହେଁ ।

ଆଜିର ମ୍ୟାଚ ଦର୍ଶାଉଛି ଆମ ଖେଳାଳି ଦୁଇଟି ମ୍ୟାଚ ହାରିବା ପରେ ବହୁତ କିଛି ଶିଖିଲେ । ଏ ହେଉଛି ସେହି ସାଉଥ ଆଫ୍ରିକା ଟିମ ଯିଏ ଆମ ଉପରେ ଥିଲା ହେଲେ ଆଜି ଆମେ ନିଜ କଷ୍ଟ ପାଇଁ ମ୍ୟାଚ ଜିତି ପାରିଛୁ । ଏହି ଜିତରେ ସମସ୍ତ ଖେଳାଳିଙ୍କ ଭୂମିକା ବରାବର ରହିଛି । ଦିନେଶ କାର୍ତ୍ତିକଙ୍କ ବିଷୟରେ କହିବା ପାଇଁ ଶବ୍ଦ କମ ପଡିଯିବ । ମୋ ନଜରରେ ଦିନେଶ ଏବେକାର ବେଷ୍ଟ ଫିନିଶର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *