School Bus ଭିତରେ ବାହୁନି କାନ୍ଦୁଛି କୁନି ପିଲାଟି ଆଉ କହୁଛି ‘କି ଭୁଲ ଥିଲା ମୋର ? କଣ ପାଇଁ ମତେ ଏମିତି….ଦେଖନ୍ତୁ Video

ଆମ ଦେଶରେ ଅନେକ ପ୍ରକାର ଲୋକମାନ ଅଛନ୍ତି । ସବୁ ଙ୍କ ମତ ଅଲଗା ଅଲଗା ହୋଇ ଥାଏ । ସବୁ ନିଜ ଅଧିକାର ପାଇଁ ଲଢେଇ କରିବା ପାଇଁ ଚେଷ୍ଟା କରି ଥାନ୍ତି । ତେବେ ଏହା ପାଇଁ ସବୁ ବେଳେ ଶାନ୍ତି ରେ କାମ କରିବା ସମ୍ଭବ ହୋଇ ନଥାଏ ସେହି ପାଇଁ ଅନେକ ସମୟରେ ଆମେ ଏହା ପାଇଁ ଅଲଗା ଅଲଗା ଉପାୟମାନ କାଢି ଥାଉ । ଆମେ ସାଧାରଣ ଭାବେ ଏହା ପାଇଁ ଦଙ୍ଗା କରି ଥାଉ ମାତ୍ର ଏହା କଣ ସବୁ ସମସ୍ୟାର ସମାଧାନ ର ବାଟ ଅଟେ କି ଏହା ପାଇଁ କଣ ଆମେ ଅନ୍ୟର କ୍ଷତି କରୁନୁ।

କିଏ ଅଧିକାର ଦେଲା ଆମକୁ କି ଆମେ କାହାର କ୍ଷତି କରିବା । ଯେଉଁ ଭଳି ଅଧିକାର ଅଛି ଆମର ସେହି ଭଳି ଅନ୍ୟ ମାନଙ୍କ ର ମଧ୍ୟ ଅଛି । ଯଦି ଆମେ କାହା ପାଇଁ କଷ୍ଟ ଅନୁଭବ ଅକରୁଛୁ ତେବେ ଆମେ କହିବା ପାଇଁ ମଧ୍ୟ ଅଧିକାର ଅଛି । ଯଦି ତୁମେ ମାନେ ଡଙ୍ଗା ଅକରିବ ତେବେ ଏକ ରୋଗୀର ମଧ୍ୟ ଅଧିକାର ଅଛି କି ସେ ନିଜର ଚିକିସ୍ଛା ପାଇଁ ଜୀବ ।

ଏହା ସହ ଏହା ତାର ମଧ୍ୟ ଅଧିକାର ଅଛି କି ସେ କହି ପାରିବ ସ୍କୁଲ ପିଲାଙ୍କ ଅଧିକାର ଅଛି କି ସେମାନେ ମଧ୍ୟ ସ୍କୁଲ ଯିବା ପାଇଁ କହି ପାରିବେ । କାହାର ଜିବନ ସହ ଖେଳିକି କିମ୍ବା କାହା ସହ ଛଳନା କରିକି କିମ୍ବା କାହା ଜୀବନ କୁ ବିପଦ ରେ ପକାଇକି କିଭଳି ଅଧିକାର ପାଇବା ପାଇଁ ଚାହୁଁଚ ।

ଆମ ଦେଶ ଏତେ କଷ୍ଟ କରିକି ସ୍ଵାଧୀନତା ପାଇଛି ଯାହା ଦ୍ଵାରା ଆମେ ଇତିହାସ ରେ ବଳିଦାନ ର ଏକ ଚାବି ତିଆରି କରୁଛୁ । ଏହା କଣ ଠିକ ଅଟେ କି ଆମେ ଆମ ସମ୍ବିଧାନ କୁ ଧୂଳିସାତ ଅକରିକି କେବଳ ନିଜ ଅଧିକାର କଥା ଚିନ୍ତା କରିବା କାହାର ସମ୍ମାନ ପାଇଁ କିମ୍ବା ଜୀବନ ପାଇଁ ଆମର ଚିନ୍ତତା ନାଇ । ଏହି ଭଳି ଆଖିରୁ ଲୁହ ଗଡାଇ ପ୍ରଶ୍ନ ପଚାରି ଚାଲିଛି ।

ବସ ଭିତରେ ଥିବା କୁନି ପିଲା ଯିଏ କି ନିଜର ଅଧିକାର କଥା କହି ପାରୁନି କିନ୍ତୁ ସେ ମନ ଖରାପ କରୁଛି । କଣ ବା ଦୋଷ ଥିଲା ତାର କେଉଁ ଅପରାଧ ପାଇଁ ତାକୁ ଏହି ଭଳି ଦିନ ଦେଖିବା ପାଇଁ ପଡିଥିଲା ହସି ଖେଳି ସ୍କୁଲ କୁ ଯିବା ପ୍ପାଇନ ବାହାରି ଥିଲା । ମାତ୍ର ଅଗ୍ନିପଥ ପାଇଁ ଗନ୍ଦୋଗଳ ଚାଲୁ ଥିବା ବେଳେ ସ୍କୁଲ ବସ କୁ ଅଟକାଇ ଯାଇଥିଲା । ମାତ୍ର ବାହାର ର ପରିସ୍ଥିତି ଦେଖିକି ଡଋ ଯାଇଅଥିଲା । ଆମେ ଆମ ଅଧିକାର ପାଇଁ ଲଢିବା ଭଲ ମାତ୍ର କାହାକୁ କଷ୍ଟ ଦେଇକି ନୁହେଁ ।

Leave a Reply

Your email address will not be published. Required fields are marked *