ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସୁଶାନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗତ 8 ମାସ ତଳେ ଭୁବନେଶ୍ଵର ଆସିଥିଲେ । କପିଳା ନାମକ କଣ୍ଟ୍ରାକ୍ଟର ପାଖରେ ରହି ସୁଶାନ୍ତ କାମ କରୁଥିଲେ । ଏବେ ସୁଶାନ୍ତ କପିଳାଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁଶାନ୍ତଙ୍କ ଏହି ଅଭିଯୋଗ ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସୁଶାନ୍ତଙ୍କ ମତରେ-‘ମୁଁ ଯେଉଁ ସାଇଡକୁ ଯାଏ ମୁଁ କପିଳାକୁ ପଚାରେ । ମୋ ସ୍ତ୍ରୀ ଗାଁକୁ ଯାଇ କପିଳା ପାଖକୁ ଆସିଛି । କପିଳା ଦୁଇ ଦିନ ଏଠିକି ଆସିନି ଆଉ ମୋ ସ୍ତ୍ରୀ ବି ଦୁଇ ଦିନ ଯାଏଁ ଏଠିକି ଆସିନି । ମାମୁ ଘର ଗାଁ କହିକି ସେ ଯାଇଥିଲା ହେଲେ ସେ ମାମୁ ଘରକୁ ଯାଇନି ।
କପିଳା ଆଉ ମୋ ସ୍ତ୍ରୀ ଦୁଇ ଦିନ ଯାକ ଆସି ନଥିଲେ ଏକାଠି ଥିଲେ । ତେବେ ବର୍ତ୍ତମାନ କପିଳା ମୋ ସ୍ତ୍ରୀକୁ ଛାଡୁନି ମୁଁ କହିଲି ନେଇକି ଯିବି । କପିଳା ମୋତେ ମାରିଛି ଆଉ ମୋତେ ଜୀବନରୁ ମାରିଦେବ ବୋଲି ଧମକ ବି ଦେଇଛି । ମୁଁ କହି ପାରିବିନି ମୋ ସ୍ତ୍ରୀକୁ କପିଳା କେଉଁ ଉଦ୍ଦେଶ୍ୟରେ ରଖିଛି କାରଣ ମୋ ସ୍ତ୍ରୀ ଭଲ ଥିଲା ହେଲେ କଣ ଏମିତି ହେଇଗଲା ଯେ ।
ଆଜିକୁ 3 ବର୍ଷ ଆମ ବାହାଘର । ମୋର ଗୋଟେ ଅଢେଇ ବର୍ଷର ଝିଅ ଅଛି । ମୋ ସ୍ତ୍ରୀ ସେ କପିଳା ସହ ବୁଲା ବୁଲି ସବୁ କିଛି କରିଛି ମୋ ଭାଇ ସବୁ ଦେଖିଛି । ମୋ ସ୍ତ୍ରୀ ସହ ସେ ଶାରୀରିକ ସମ୍ପର୍କ ରଖିଛି କାରଣ ଦୁଇ ଦିନ ଯାକ ମୋ ସ୍ତ୍ରୀ ଗୋଟେ ପୁରୁଷ ସହ ରହିଲା ମାନେ କଣ ।
ମୁଁ ଭଲ ଭାବରେ ଜାଣିଛି ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଅଛି । ମୁଁ ଚାହୁଁଛି ମୋତେ ଏଥିରୁ ସେ ମୁକ୍ତି ଦେଉ ମାନେ ତା ବାଟରେ ସେ ରହୁ ମୋ ବାଟରେ ମୁଁ ରହିବି’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।