‘କଣ୍ଟ୍ରାକ୍ଟର ମୋ ସ୍ତ୍ରୀ କୁ ଉଠେଇ ନେଇଛି, ତା ସହ ତାର ଶାରୀରିକ ସମ୍ପର୍କ ଅଛି, ମୋତେ ମାରିଦେବ ବୋଲି…’ ବ୍ୟକ୍ତି ଜଣକ ଯାହା କହୁଛନ୍ତି ଶୁଣି ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସୁଶାନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗତ 8 ମାସ ତଳେ ଭୁବନେଶ୍ଵର ଆସିଥିଲେ । କପିଳା ନାମକ କଣ୍ଟ୍ରାକ୍ଟର ପାଖରେ ରହି ସୁଶାନ୍ତ କାମ କରୁଥିଲେ । ଏବେ ସୁଶାନ୍ତ କପିଳାଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁଶାନ୍ତଙ୍କ ଏହି ଅଭିଯୋଗ ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । 

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।  ସୁଶାନ୍ତଙ୍କ ମତରେ-‘ମୁଁ ଯେଉଁ ସାଇଡକୁ ଯାଏ ମୁଁ କପିଳାକୁ ପଚାରେ । ମୋ ସ୍ତ୍ରୀ ଗାଁକୁ ଯାଇ କପିଳା ପାଖକୁ ଆସିଛି । କପିଳା ଦୁଇ ଦିନ ଏଠିକି ଆସିନି ଆଉ ମୋ ସ୍ତ୍ରୀ ବି ଦୁଇ ଦିନ ଯାଏଁ ଏଠିକି ଆସିନି । ମାମୁ ଘର ଗାଁ କହିକି ସେ ଯାଇଥିଲା ହେଲେ ସେ ମାମୁ ଘରକୁ ଯାଇନି ।

କପିଳା ଆଉ ମୋ ସ୍ତ୍ରୀ ଦୁଇ ଦିନ ଯାକ ଆସି ନଥିଲେ ଏକାଠି ଥିଲେ । ତେବେ ବର୍ତ୍ତମାନ କପିଳା ମୋ ସ୍ତ୍ରୀକୁ ଛାଡୁନି ମୁଁ କହିଲି ନେଇକି ଯିବି । କପିଳା ମୋତେ ମାରିଛି ଆଉ ମୋତେ ଜୀବନରୁ ମାରିଦେବ ବୋଲି ଧମକ ବି ଦେଇଛି । ମୁଁ କହି ପାରିବିନି ମୋ ସ୍ତ୍ରୀକୁ କପିଳା କେଉଁ ଉଦ୍ଦେଶ୍ୟରେ ରଖିଛି କାରଣ ମୋ ସ୍ତ୍ରୀ ଭଲ ଥିଲା ହେଲେ କଣ ଏମିତି ହେଇଗଲା ଯେ ।

ଆଜିକୁ 3 ବର୍ଷ ଆମ ବାହାଘର । ମୋର ଗୋଟେ ଅଢେଇ ବର୍ଷର ଝିଅ ଅଛି । ମୋ ସ୍ତ୍ରୀ ସେ କପିଳା ସହ ବୁଲା ବୁଲି ସବୁ କିଛି କରିଛି ମୋ ଭାଇ ସବୁ ଦେଖିଛି । ମୋ ସ୍ତ୍ରୀ ସହ ସେ ଶାରୀରିକ ସମ୍ପର୍କ ରଖିଛି କାରଣ ଦୁଇ ଦିନ ଯାକ ମୋ ସ୍ତ୍ରୀ ଗୋଟେ ପୁରୁଷ ସହ ରହିଲା ମାନେ କଣ ।

ମୁଁ ଭଲ ଭାବରେ ଜାଣିଛି ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଅଛି  । ମୁଁ ଚାହୁଁଛି ମୋତେ ଏଥିରୁ ସେ ମୁକ୍ତି ଦେଉ ମାନେ ତା ବାଟରେ ସେ ରହୁ ମୋ ବାଟରେ ମୁଁ ରହିବି’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *