ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଭଲରେ ଦେଖନ୍ତୁ ଏହି ଭିଡିଓଟି ଏହି ଭିଡିଓ ଦେଖିଲେ ଆପଣ ମାନଙ୍କୁ ବଲିଉଡ ଅଭିନେତା ଆମିର ଖାନଙ୍କ ପି.କେ ଫିଲ୍ମ କଥା ମନେ ପଡି ଯାଉଥିବ । ଆପଣ ଭାବୁଥିବେ ସିନେମା ପରଦାକୁ ଛାଡି ସହରକୁ ଆସିଯାଇଛନ୍ତି କିଏ ପି.କେ । ଏହି ବ୍ୟକ୍ତି ଜଣକ ଅବିକଳ ପିକେ ଗେଟ ଅପ୍ ରେ ନଜର ଆସୁଥିବା ବେଳେ ତାଙ୍କ କଥା ଚାହାଣି, ରଙ୍ଗ, ଢଙ୍ଗ ପିକେ ଭଳି ଅଛି ।
ଆଉ ଏହା ଲୋକ ମାନଙ୍କୁ ଭଲ ଲାଗୁଛି । ତେଣୁ ସେ ପହଞ୍ଚୁ ଥିବା ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁ ଥିବା ବେଳେ ଲୋକେ ତାଙ୍କ ସହ ସେଲଫି ବି ନେଉଛନ୍ତି ।ତେବେ ବନ୍ଧୁଗଣ ଏହି ଯୁବକ ଜଣକ ହେଉଛନ୍ତି ଉତ୍ତମ ତାଣ୍ଡି । ଉତ୍ତମଙ୍କ ଘର ହେଉଛି ବରଗଡ ଜିଲ୍ଲା ତୁରୁଙ୍ଗା ଅଞ୍ଚଳରେ । ସେ ବର୍ତ୍ତମାନ ରାଉଲକେଲାରେ ପି.ଜି କରୁଛନ୍ତି ।
ସେ ଡ୍ରାମାର ଛାତ୍ର ହୋଇଥିବା ବେଳେ ଜଣେ କଳାକାର ମଧ୍ୟ । ପ୍ରତ୍ୟକ ବର୍ଷ ଜାମଶେଦ ପୁର ସୋନାରୀ ଅଞ୍ଚଳରେ ଦେବା ଦେବୀ ଭେଶରେ ସେ ନିଜ କଳା ପଦର୍ଶନ କରନ୍ତି । ହେଲେ ଏହି ପିକେ ଗେଟ ଅପ୍ ତାଙ୍କୁ ଦେଇଛି ପରିଚୟ । ଲୋକେ ତାଙ୍କୁ ପିକେ ପାର୍ଟ 2 ନାମରେ ଜାଣି ଛନ୍ତି । ଲୋକଙ୍କ ମନୋରଞ୍ଜନ ପାଇଁ ସେ ଏହି ଗେଟ ଅପ୍ ନେଇଥିବା କହିଛନ୍ତି ।
ବନ୍ଧୁଗଣ ଲୋକେ ମଧ୍ୟ ତାଙ୍କ ସହ ମିଶି ବହୁତ ଖୁସି ହେଉଛନ୍ତି । ପିକେ ପାର୍ଟ 2 ଭାବେ ଖୁବ ଜଣା ଶୁଣା ହୋଇସାରିଛନ୍ତି ଉତ୍ତମ । ଉତ୍ତମଙ୍କ ପିକେ ଗେଟ ଅପ୍ ର ଭିଡିଓ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତ ଲୋକ ଏହି ଭିଡିଓ ଦେଖି ବେସ ଖୁସି ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।