ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।
ସୋସିଆଲ ମିଡିଆରେ ଏମିତି ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ରୋଡ ରୋମିଓ ମାନେ ସାବଧାନ ରାସ୍ତାରେ ଏକୁଟିଆ ଝିଅଙ୍କୁ ଦେଖି କମେଣ୍ଟ ମାରୁଛନ୍ତି କି । କମେଣ୍ଟ କରିବା ଆଗରୁ ଥରେ ଦେଖି ଦିଅନ୍ତୁ ଏହି ଭିଡିଓ । କମେଣ୍ଟ କରିବାକୁ କେନ୍ଦ୍ର କରି ମାଆଡ ଖାଇଲେ ଏହି ଯୁବକ । ବାପା, ମା ଓ ଝିଅ ମିଶି ହାତରେ ଠେଏଙ୍ଗା ବାଡି ଧରି ଯୁବକଙ୍କୁ କାଚି ଦେଇଛନ୍ତି । ଯୁବକଙ୍କ କଥା ଶୁଣିବାକୁ ବି ଫୁରସତ ଦେଉ ନାହାନ୍ତି ।
ଖାଲି କଣ ସେତିକି କାହିଁକି କମେଣ୍ଟ ମାଆରିଲୁ ବୋଲି କହି ବାଆଡେଏଇ ଚାଲିଛନ୍ତି । ଏତିକିରେ ରାଗ ଶାନ୍ତି ହେଲାନି ଯେ କଲେଜରେ ପାଠ ପଢୁଥିବା ଝିଅଟି ଆସି ମାଆଡ ମାଆରି ଚାଲିଥିଲା । ଏ ଭିଡିଓ ଦେଖିଲେ ଝିଅ ମାନଙ୍କୁ କମେଣ୍ଟ ମାଆରିଇବା ଆଗରୁ ଆପଣ 100 ଥର ଭାବିବେ । ତେବେ ଏହି ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ । ଏଠାରେ ରହୁଥିବା ଜଣେ ଛାତ୍ରୀ ସିମୁଳିଆ ମହାବିଦ୍ୟାଳୟରେ ପାଠ ପଢୁଥିଲେ । କଲେଜ ଯିବା ସମୟରେ ଏହି ଯୁବକ ଜଣକ ତାଙ୍କୁ କମେଣ୍ଟ ମାରିଥିଲେ ।
ଛାତ୍ରୀ ଜଣକ ଏହି କଥା ପରିବାର ଲୋକଙ୍କୁ ଜଣାଇବାରୁ ପରିବାର ଲୋକେ ଆସି ରାସ୍ତା ମଝିରେ ସେହି ଯୁବକଙ୍କୁ କାଚି ଦେଇ ଚାଲିଥିଲେ । ଆଉ ଏହି ଘଟଣାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।