ଶାଶୁ ନିର୍ଦ୍ଦେଶରେ 80 ଦିନ ଧରି ମୁସଲମାନ ଗୁଣିଆ ବୋହୂ ସହ ଯାହା କଲା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ…

ବନ୍ଧୁଗଣ ଏବେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସୁଛି । ସୈଅତାନ ସାଜିଛି ଶାଶୁ ନିଜ ବୋହୁକୁ ଏକ ମୁସଲମାନ ଗୁଣିଆ ହାତରେ ଦୁଉଷ୍କକର୍ମ କରେଇଲା । ପ୍ରଥମେ ନିଜ ଘରର ସବୁ ସ୍ଥିତି ସ୍ଵାଭାବିକ ହୋଇଯିବା କଥା କହି ବୋହୁ ମନରେ ବିଶ୍ଵାସ ଜନ୍ମେଇଲା ଆଉ ନିଜ ଆଖି ସାମ୍ନାରେ ଗୁଣିଆ ସହ ଶାଆରୀଇରିକ ସଅମ୍ପର୍କ ରଖିବାକୁ ତାକୁ ବାଧ୍ୟ କରେଇଲା । ଆଉ କିଛି ଦିନ ପରେ ପ୍ଳାନ କରି ସେ ଗୁଣିଆ ସହ ୮୦ ଦିନ କାଳ ବୋହୁର ଦୁଉଷ୍କକର୍ମ କରେଇଲା ।

ଏଭଳି ଘଟଣା ଯାହା ଆପଣଙ୍କର ଛାତି ଥରେଇ ଦେବ ଏ ଘଟଣା ଘଟିଛି ବାଲେଶ୍ଵରର ଜଳେଶ୍ଵରରେ । କୁହାଯାଏ ଶାଶୁ ମା ସମାନ ହେଲେ ଏଠି ଶାଶୁ ସୈଅତାନ ସାଜିଛି । ନିଇର୍ଯାଆତନାର ସବୁ ସୀମାକୁ ପାର କରିଦେଇଛି ଏହି ଘଟଣା । ସେଖ ତରାଫ ନାମକ ଏକ ଗୁଣିଆ ସହ ମିଶି ଶାଶୁ ଏଭଳି କାଣ୍ଡ କରିଛି ଆଉ ଏହା ପଛରେ ରହିଛି ପାରିବାରିକ କଳହ । ତାନ୍ତ୍ରିକ ବିଶ୍ଵାସର ବଶବର୍ତ୍ତୀ ହୋଇ ଦୀର୍ଘ ୮୦ ଦିନ ତାନ୍ତ୍ରିକ ବୋହୁ ସହ କରିଥିଲା ଶାଆରୀରିକ, ମାଆନସିକ ଅତୟଆଚାର ।

ଏନେଇ ଜଳେଶ୍ଵର ଥାନାର ଦ୍ଵାରସ୍ଥ ହୋଇଛନ୍ତି ବୋହୁ ଏବଂ ତାଙ୍କ ପରିବାର । ତେବେ ଘଟଣା ଅନୁଯାଇ ଜଳେଶ୍ଵର ଥାନା ଅଞ୍ଚଳର ଯୁବତୀଙ୍କୁ ରାଇବଣିଆ ଥାନା ଅନ୍ତର୍ଗତ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ପୁଅ ନୀଳମଣି ଜେନା ୨୦୧୭ ଜୁନ ୨୨ରେ ବାହା ହେଇଥିଲା । ଆଉ ବାହାଘରର କିଛି ମାସ ପରେ ପାରିବାରିକ ଅଶାନ୍ତି ଆରମ୍ଭ ହୋଇଥିଲା । ଶାଶୁ ଶଶୁର ଓ ତାଙ୍କ ପରିବାର ପକ୍ଷରୁ ବୋହୁକୁ ନିଇର୍ଯାଆତନା ଦିଆଯାଇଥିଲା ।

ଏହା ପରେ ଶାଶୁ ନିଜ ବୋହୁକୁ କଖାଡ ଗ୍ରାମର ମୁସଲମାନ ବଣିଆ ସେଖ ତରାଫ ନିକଟକୁ ନେଇଥିଲା । ଆଉ ଏହି ଗୁଣିଆ ସହ ଶାଆରୀଇରିକ ସଅମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ଶାଶୁ । ଶାଶୁ କହିଥିଲା ଶାଆରୀଇରିକ ସଅମ୍ପର୍କ ରଖିଲେ ସବୁ କିଛି ଠିକ ହେଇଯିବ । ଶାଶୁର ଉପସ୍ଥିତିରେ ଶାଆରୀଇରିକ ସଅମ୍ପର୍କ ରଖିବାକୁ ବାଧ୍ୟ ହୋଇଥିଲା ବୋହୁ । ଯଦି ଅନ୍ୟ କାହାକୁ ଜଣେଇବୁ ତୋ ପିଲାକୁ ମାଆରିବା ସହ ତୋତେ ବି ମାଆରିଇବି ବୋଲି ଧମକ ଦେଇଥିଲା ଶାଶୁ ।

ଏହାର କିଛି ଦିନ ପରେ ସେ ଘରକୁ ଚାଲି ଆସିଥିଲେ । ହେଲେ ଶାଶୁ ଚାକିରି କରେଇ ଦେବା କଥା କହି ଗୁଣିଆ ସହ ମିଶି ନିଜ ବୋହୁର ଅପଅହଅରଣ କରାଇ ଥିଲା । ଏହା ପରେ ଏକ ବନ୍ଦ ଘରେ ୮୦ ଦିନ ପର୍ଯ୍ୟନ୍ତ ବୋହୁ ସହ ଦୁଉଷ୍କକର୍ମ କରିଥିଲା ଗୁଣିଆ ଜଣକ । ଦିନେ ପରିବାର ଲୋକେ ଘରକୁ ଫୋନ କରି ସବୁ କଥା କହିବାରୁ ଘର ଯାଇ ଝିଅକୁ ଉଦ୍ଧାର କରିଥିଲେ । ତେବେ ଏହି ମାମଲା ଜଳେଶ୍ଵର ଥାନାରେ ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

Leave a Reply

Your email address will not be published. Required fields are marked *