ଓଃ ! କି ଡ୍ୟାନ୍ସ, Sami Sami ଗୀତରେ ନାଚି ନାଚି ସ୍ଟେଜ ଫଟେଇ ଦେଲେ ବୁଢୀ ମାଉସୀ, Video ଦେଖିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ସହିତ ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ଲୋକମାନେ ଚାହିଁଲେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ମାଧ୍ୟମରେ ଫେମସ ହୋଇପାରିବେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ବୃଦ୍ଧ ମହିଳା ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ସାଧାରଣତଃ ବୃଦ୍ଧା ମାନେ ଠିକ ଭାବରେ ଚାଲି ପାରନ୍ତି ନାହିଁ ।

ହେଲେ ଏହି ବୃଦ୍ଧ ମହିଳା ଜଣକ ଯେଉଁ ଭଳି ଡ୍ୟାନ୍ସ କରୁଛନ୍ତି ତାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବୃଦ୍ଧ ମହିଳା ଜଣକ ଅତି ଖୁସିର ସହ ହାତ ଗୋଡ ହଲାଇ ଡ୍ୟାନ୍ସ କରୁଛନ୍ତି । ଏହି ବୃଦ୍ଧଙ୍କ ଡ୍ୟାନ୍ସକୁ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ଗତ କିଛି ଦିନ ତଳେ ସାଉଥ ଫିଲ୍ମ ‘ପୁଷ୍ପା’ ରିଲିଜ ହୋଇଥିଲା । ପୁଷ୍ପା ରିଲିଜ ହେବା ପରେ ଏହି ଫିଲ୍ମର ଡାଇଲଗ ଓ ଗୀତର କ୍ରେଜ ଲୋକ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ।

ବନ୍ଧୁଗଣ ଏହି ବୃଦ୍ଧା ମହିଳା ଜଣକ ପୁଷ୍ପା ଫିଲ୍ମର ‘ସାମୀ ସାମୀ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଅନେକ ଲୋକ ବୃଦ୍ଧାଙ୍କ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବୃଦ୍ଧ ମହିଳାଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *