ଏମିତି ଚମତ୍କାର କେବଳ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ, ଏହି ଭାଇରାଲ Video ଦେଖିଲେ ଆପଣଙ୍କ ଛାତି ଥରି ଉଠିବ !

ବନ୍ଧୁଗଣ ଭାଗ୍ୟ ବଳରେ ମଣିଷ ଦୁନିଆର ସମସ୍ତ ଅସମ୍ଭବ କାମକୁ ସମ୍ଭବ କରି ପାରିବ । ଯଦି କାହାର ଭାଗ୍ୟ ଭଲ ଥିବ ତା ହେଲେ ସେ ମୃତ୍ୟୁ ମୁଖରୁ ମଧ୍ୟ ବଞ୍ଚି ଆସି ପାରିବ । ଆଜି ଆମେ ଆପଣ ମାନଙ୍କୁ ଦୁନିଆର କିଛି ଭାଗ୍ୟଶାଳୀ ଲୋକଙ୍କ ବିଷୟରେ କହିବାକୁ ଯାଉଛୁ । ଆଉ ଏମାନେ କାହିଁକି ଏତେ ଭାଗ୍ୟଶାଳୀ ତାହା ଆପଣ ଆଗକୁ ଜାଣିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଆମ ଲିଷ୍ଟର ପ୍ରଥମ ଭିଡିଓରେ ଏଜରବାଇଜାନ ଦେଶର ଆର୍ମ ଫୋର୍ସ ବେସରେ ଜଣେ ମହିଳା ସାମ୍ବାଦିକ ଲାଇଭ ରିପୋର୍ଟଇଙ୍ଗ କରୁଥିଲେ । ସେହି ସମୟରେ ମହିଳା ସାମ୍ବାଦିକଙ୍କ ପଛରେ ଏକ ହେଲିକପ୍ଟର ଆସୁଛି ବନ୍ଧୁଗଣ ମାତ୍ର କିଛି ଇଞ୍ଚର ଦୂରତା ମଧ୍ୟରେ ସେହି ହେଲିକପ୍ଟର ସାମ୍ବାଦିକଙ୍କ ସାଇଡରେ ଯାଉଛି । ମହିଳା ସାମ୍ବାଦିକଙ୍କ ଭାଗ୍ୟ ବହୁତ ଭଲ ଥିଲା ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଟ୍ରକ ନେଇ ଯାଉଛି । ହେଲେ କିଛି ଦୁର୍ବୁତ୍ତ ରାସ୍ତାରେ ଗଛ ପକାଇ ଟ୍ରକ ଡ୍ରାଇଭର ଉପରେ ଆକ୍ରମଣ କରିଦେଲେ । ସେହି ସମୟରେ ଟ୍ରକ ଡ୍ରାଇଭର ଗାଡିକୁ ପଛକୁ ନେଲା ଆଉ ଦ୍ରୁତ ଗତିରେ ଆଗକୁ ନେଇ ଚାଲିଗଲା । ଟ୍ରକ ଡ୍ରାଇଭରର ମତରେ ଦୁର୍ବୁତ୍ତଙ୍କ ପାଖରେ ହତିଆର ବି ଥିଲା । ଭାଗ୍ୟ ଭଲ ହେତୁ ଦୁର୍ବୁତ୍ତ ବଞ୍ଚି ଗଲା ।

୩. ଡିସେମ୍ବର ୨୦୨୦ରେ ଓଡିଶାର ଯାଜପୁର ଜିଲ୍ଲାରେ ରାତି ଅଧରେ ଜଣେ ବ୍ୟକ୍ତି ନିଜ କାରରେ ଯାଉଥିଲା । ଅଧା ରାସ୍ତାରେ ବ୍ୟକ୍ତିକୁ କିଛି ଲୋକ ଅଟକାଇ ଦେଲେ ଆଉ ସେହି ବ୍ୟକ୍ତି ମାନଙ୍କ ହାତରେ ହତିଆର ଥିଲା । ଏହା ପରେ ଡ୍ରାଇଭର ନିଜ ଗାଡିକୁ ରିଭର୍ସ ନେଇ ସେ ଜାଗରୁ ନିଜ ଜୀବନ ବଞ୍ଚାଇ ଚାଲିଗଲା ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓ ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ଏହି ଭିଡିଓରେ ଦୂରରୁ ଏକ ସ୍ୟାଣ୍ଡ କାର ଆସୁଛି । ସାଧାରଣତ ସ୍ୟାଣ୍ଡ କାର ଗୁଡିକ ବାଲିରେ ଷ୍ଟଣ୍ଟ ମାରିଥାନ୍ତି । ତେବେ ଏହି ସ୍ୟାଣ୍ଡ କାରୀଟି ମଧ୍ୟ ଷ୍ଟଣ୍ଟ ମାରୁଛି ହେଲେ ଆଗରେ ଜଣେ ବ୍ୟକ୍ତି ଅଛନ୍ତି । ସ୍ୟାଣ୍ଡ କାର ଆସୁଥିବାର ଦେଖି ବ୍ୟକ୍ତି ଜଣକ ତଳକୁ ନଇଁ ଯାଉଛନ୍ତି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ମହିଳା ଚାଲୁ ଥିବା ଟ୍ରେନରେ ଟିକ ଟକ ଭିଡିଓ ବନାଉ ଛନ୍ତି । ମହିଳା ଜଣକ ଟିକ ଟକ ଭିଡିଓ ବନାଉ ଥିବା ସମୟରେ ଆଗରେ ଏକ ଗଛ ଆସୁଛି ସେହି ସମୟରେ ମହିଳା ଜଣକ ଗଛ ବିଷୟରେ ଜାଣି ପାରୁଛନ୍ତି ଆଉ ପଛକୁ ଯାଉଛନ୍ତି । ଯଦି ଆଉ କିଛି ସେକେଣ୍ଡ ଏଲଇଟି କରିଥାନ୍ତେ ତା ହେଲେ ତାଙ୍କ ଅବସ୍ଥା ଯାହା ହୋଇଥାନ୍ତା ଆପଣ ଭାବି ପାରୁଥିବେ ।

Leave a Reply

Your email address will not be published. Required fields are marked *