ଭିଡିଓ କନଫେରିନ୍ସିଂରେ ନିଜ ପୁଅକୁ ଦେଖି ଭୋ ଭୋ ହେଇ କାନ୍ଦିଲା ବାବୁ ନିରଞ୍ଜନ, ଆଉ କହିଲା ପୁଅରେ …

ବନ୍ଧୁଗଣ ଓଡିଶାର ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ଵାଇଁ ହତୟଆ ମାମଲାରେ ଏବେ ଏକ ନୂଆ ଖବର ସାମ୍ନାକୁ ଆସୁଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଏବେ ଜେଲରେ ରଖାଯାଇଛି । ଶର୍ମିଷ୍ଠା, ଝୁନା ଓ ନିରଞ୍ଜନ ଏବେ ଜେଲରେ ଅଛନ୍ତି । ତେବେ ବନ୍ଧୁଗଣ ନିରଞ୍ଜନ ଜେଲରୁ ବାହାରିବା ପାଇଁ କୋର୍ଟରେ ଜାମିନ ଆବେଦନ କରିଥିଲେ ହେଲେ ତାଙ୍କ ଜାମିନ ଖାରଜ ହୋଇଛି ।

ଆଉ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି । ବାବୁ ନିରଞ୍ଜନ ଏବେ ପଶ୍ଚାତାପ କରୁଛନ୍ତି ସେ ଯାହା କରିଛନ୍ତି । ନିଜ ବିଳାସ ପୂର୍ଣ୍ଣ ଜୀବନକୁ ସେ ନିଜେ ଠୋକର ମାରିଛନ୍ତି । ବାବୁ ନିରଞ୍ଜନ ନିଜ ରାଶିକ ପଣିଆ ଯୋଗୁଁ ଆଜି ଏହି ଅବସ୍ଥାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ନିରଞ୍ଜ ସେଠିଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଏବେ ତାଙ୍କୁ ବାରିପଦା ଜେଲକୁ ପଠାଇ ଦିଆଯାଇଛି । ଆଉ ଏତିକି ବେଳେ ଭାବ ବିହୁଳ ହୋଇଯାଇଛନ୍ତି ବାବୁ ନିରଞ୍ଜନ । ଆଖିର ଲୁହକୁ ଆଉ ଅଟକାଇ ପାରିଲେ ନାହିଁ ବାବୁ ନିରଞ୍ଜନ । ଭୋ ଭୋ ହେଇ କାନ୍ଦିଲେ ନିରଞ୍ଜନ କାରଣ ଭିଡିଓ କନଫ୍ରେନ୍ସରେ ଥିଲା ତାଙ୍କ ପୁଅ ।

ଆଉ ପୁଅକୁ ଯେତେବେଳେ ବାବୁ ନିରଞ୍ଜନ ଦେଖିଲେ ନିଜ କୋହକୁ ସମ୍ଭାଳି ପାରିଲେ ନାହିଁ । ପୁଅକୁ ଦେଖି ଛୋଟ ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲେ ବାବୁ ନିରଞ୍ଜନ ।ସେପଟେ ପୁଅ ମଧ୍ୟ ବାପକୁ ଦେଖି କାନ୍ଦି ପକାଇଲା । ଆଉ ଏହି ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ । ଏହି ଦୃଶ୍ୟ ସେଠାରେ ଥିବା ପୋଲିସ ଅଧିକାରୀଙ୍କୁ ବ୍ଯତୀତ କରିଥିଲା । ଯାହା ଆମକୁ ବିଶେଷ ସୂତ୍ରରୁ ଖବର ମିଳିଛି ସେଦିନ ରାତି ସାରା ଶୋଇ ନଥିଲେ ବାବୁ ନିରଞ୍ଜନ ।

ସେଦିନ ରାତିରେ କିଛି ବି ଖାଇ ନଥିଲେ । ନିଜ ହସ ଖୁସିରେ ପରିବାର କଥା ଭାବି ଗୁମ ହୋଇ ବସିଥିଲେ । ଆଉ ଏହାରି ଭିତରେ କେତେବେଳେ ରାତି ପାହି ଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *