ଦେଖନ୍ତୁ ଗିରଫ ହେବା ପୂର୍ବରୁ ଗର୍ଲଫ୍ରେଣ୍ଡ ସହ କେମିତି ରୋମାନ୍ସ କରୁଥିଲେ Suman, ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସୁଛି । ଓଡିଆ ଇଣ୍ଡଷ୍ଟ୍ରିର ଜଣେ ଅଭିନେତା ଅଭିନୟ କରୁ କରୁ ବାସ୍ତବ ଜୀବନରେ ମଧ୍ୟ ପ୍ରେମର ଅଭିନୟ କରିଦେଇଛନ୍ତି । ଲିଭ-ଇନ ରିଲେସନରେ ରହିଲେ ପ୍ରତାରଣା କରିଲେ ଟଙ୍କା ବି ନେଲେ ଆଉ ଦୁଇ ବର୍ଷ ପରେ ଯେତେବେଳେ ମନ ଛାଡିଗଲା ସେତେବେଳେ ଛାଡି ଦେଲେ ରାସ୍ତାକୁ । ଏହା ପରେ ଅଭିନେତ୍ରୀ ପ୍ରତିଶୋଧ ନେବା ପାଇଁ ଆଉ ନ୍ୟାୟ ମାଗିବା ପାଇଁ ଏବେ ପୋଲିସ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

ସେ ଅଭିଯୋଗ ଆଣିଛନ୍ତି ଏହି ଓଡିଆ ଧାରାବାହିକ ଅଭିନେତା ଏମ. ସୁମନ କୁମାରଙ୍କ ନାଁରେ । ସୁମନଙ୍କୁ ପୋଲିସ ଗିରଫ କରିଛି ତେବେ ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ସୁମନଙ୍କୁ ଗିରଫ କରିଛି । ଉଭୟ ଦୀର୍ଘ ଦୁଇ ବର୍ଷ ହେବ ଭୁବନେଶ୍ବର ହଂସପାଳରେ ଏକ ଭଡା ଘର ନେଇ ଲିଭ-ଇନ ରିଲେସନରେ ରହୁଥିଲେ ।

ଉଭୟଙ୍କ ସମ୍ପର୍କ ବିଷୟରେ ଉଭୟଙ୍କ ପରିବାର ଲୋକ ମଧ୍ୟ ଜାଣିଥିଲେ । ବନ୍ଧୁଗଣ ଏମ. ସୁମନ କୁମାରଙ୍କ ପ୍ରେମିକାଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଏମ. ସୁମନ କୁମାର ଯାହାଙ୍କୁ ପ୍ରେମ କରିଥିଲେ ଆଉ ଯାହାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ତାଙ୍କର ନାମ ହେଉଛି ସାରା ।

ଆପଣ ମାନେ ମଧ୍ୟ ସାରାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଯାଇ ଚେକ୍ କରିପାରିବେ । ଉଭୟଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ସାରାଙ୍କ ଅଭିଯୋଗ ମୁତାବକ, ସୁମନ ତାଙ୍କ ସହ ଦୀର୍ଘ ଦୁଇ ବର୍ଷ ଧରି ରିଲେସନରେ ରହିଥିଲେ ।

ସବୁ କିଛି ଠିକ ଚାଲିଥିଲା ହେଲେ ଗତ 23 ତାରିଖରୁ ସୁମନ ତାଙ୍କ ଫୋନ ଉଠାଇ ନଥିଲେ କି ତାଙ୍କ ଭଡା ଘରକୁ ଆସି ନଥିଲେ । ସେ ଆଗରୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ରିଲେସନରେ ରହିଥିଲେ ହେଲେ ଏବେ ତାଙ୍କ ସହ ବିବାହ କରିବାକୁ ସୁମନ ରୋକ ଠୋକ ମନା କରିଦେଇ ଛନ୍ତି ।

ସାରାଙ୍କ ଠାରୁ ସୁମନ 2 ଲକ୍ଷ ଟଙ୍କା ଗାଡି ପାଇଁ ନେଇଥିଲେ ଓ ଅନ୍ୟ ଖର୍ଚ୍ଚ ପାଇଁ ଏକ ରୁ ଦୁଇ ଲକ୍ଷ ଟଙ୍କା ନେଇଥିଲେ । ଏବେ ସାରା ନ୍ୟାୟ ପାଇବା ପାଇଁ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *