ପୁଅଟା ବିଗିଡିଗଲା ! ଓଭର ବ୍ରିଜ୍ ଉପରେ କଲା ଏମିତି ଷ୍ଟଣ୍ଟ, ଲୋକ ଦେଖିକି ହେଲେ କାବା ! Video ହେଉଛି ଭାଇରାଲ  

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ । ଅନେକ ଲୋକ ନିଜ ଟ୍ୟାଲେନ୍ଟ ସୋସିଆଲ ମିଡିଆରେ ପଦର୍ଶନ କରି ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ଜଣେ ଯୁବକ ଗାଡି ଚଲାଉ ଥିବାର ନଜର ଆସୁଛନ୍ତି ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଯୁବକ ଜଣକ ଗାଡି ଚଲାଉ ଥିବା ସମୟରେ ନିଜ ଦୁଇ ହାତକୁ ଖୋଲି ଗାଡି ଉପରେ ଛିଡା ହୋଇଯାଇଛନ୍ତି ।

ଯୁବକଙ୍କ ମନରେ ଟିକେ ବି ଭୟ ନାହିଁ ଭିଡିଓ କରିବା ଚକ୍କରରେ କେତେବେଳେ ଯେ କଣ ହୋଇଯିବ ସେ ଜାଣି ନାହାନ୍ତି । ବନ୍ଧୁଗଣ ଏହି ଦୃଶ୍ୟ ପୁଣି ଓଭର ବ୍ରିଜ ଉପରେ ଦେଖିବାକୁ ମିଳିଛି ଯେଉଁଠି ବଡ ବଡ ଗାଡି ଗୁଡିକ ଦ୍ରୁତ ଗତିରେ ଚଳ ପ୍ରଚଳ କରିଥାନ୍ତି । ଯିବା ଆସିବା ରୋଡରେ ଏମିତିଆ ଷ୍ଟଣ୍ଟ ଦେଖାଇବା କଣ ନିହାତି ଦରକାର । ତେବେ ଏହି ଘଟଣାଟି ଭୁବନେଶ୍ବରର ଏକ ଓଭର ବ୍ରିଜ ଉପରେ ଘଟିଛି ଯେଉଁଠି ଯୁବକ ଜଣକ ନିଜର ଟ୍ୟାଲେନ୍ଟ ଦେଖାଇ ଛନ୍ତି ।

ହେଲେ ମଜା ନେଇ ନେଉଆ କେତେବେଳେ ସଜା ମିଳିଯିବ ତାହା ବିଷୟରେ ଯୁବକ ଜଣକ ଜାଣି ନାହାନ୍ତି । ତେବେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *