ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହା ମଧ୍ୟରେ ଲୋକମାନେ ଫେମସ ହୋଇପାରିବେ ।
ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଦମ୍ପତ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୋସିଆଲ ମିଡିଆ ମାଧ୍ୟମରେ ଆଜି ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ଦମ୍ପତ୍ତି ହେଉଛନ୍ତି ରୂପା ଓ ପିଣ୍ଟୁ । ଆପଣ ମାନେ ସମସ୍ତେ ରୂପା ପିଣ୍ଟୁଙ୍କ ୟୁଟ୍ୟୁବ ଚ୍ୟାନେଲ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣ ଅନେଲ ଆଲବମ ଭିଡିଓ ଅପଲୋଡ କରନ୍ତି ଓ ଏହା ସହ ବ୍ଲଗିଙ୍ଗ ଭିଡିଓ ମଧ୍ୟ କରନ୍ତି ।
ଓଡିଶାରେ ଏହି ଦୁଇଜଣଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ରୂପା ଓ ପିଣ୍ଟୁଙ୍କୁ ଲୋକମାନେ ବହୁତ ଅଧିକ ଭଲ ପାଉଛନ୍ତି । ତେବେ ଗତ କିଛି ସମୟ ହେବ ରୂପା ପିଣ୍ଟୁଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଭିଡିଓ ବିଷୟରେ ।
ବନ୍ଧୁଗଣ ଏହି ଭିଡିଓରେ ପିଣ୍ଟୁ ହିନ୍ଦୀ କହୁଥିବାର ନଜର ଆସୁଛନ୍ତି ହେଲେ ତାଙ୍କ ହିନ୍ଦୀ ଶୁଣିଲେ ଆପଣ କାହିବେ ହିନ୍ଦୀର ମା ଭଉଣୀ ସେ ଏକ କରିଦେଉଛନ୍ତି । ପିଣ୍ଟୁ ଏହି ଭିଡିଓରେ ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଅଧା ହିନ୍ଦୀ ଓ ଅଧା ଓଡିଆରେ କଥାବାର୍ତ୍ତା କରୁଛନ୍ତି ଯାହା ବହୁତ ମଜାଦାର । ପିଣ୍ଟୁ ସକାଳ ସମୟରେ ଏହି ଭିଡିଓ ରେକର୍ଡ କରିଛନ୍ତି । ସେ ଛତୁଆ ଖାଇବା ବେଳେ ହିନ୍ଦୀରେ କଥା ହେଉଛନ୍ତି ।
ପିଣ୍ଟୁଙ୍କ ହିନ୍ଦୀ ଶୁଣିଲେ ଆପଣ ମାନେ ହସି ହସି ଗଡିଯିବେ । ନିଜ ଟ୍ୟାଲେନ୍ଟ ଦେଖାଇ ପିଣ୍ଟୁ ଓଡିଶା ବାସୀଙ୍କ ମନୋରଞ୍ଜନ କରିଛନ୍ତି । ତା ହେଲେ ବନ୍ଧୁଗଣ ପିଣ୍ଟୁଙ୍କ ଏହି ଭିଡିଓଟି ଏବେ ଚର୍ଚ୍ଚାରେ ଅଛି । ଆଉ ଲୋକମାନେ ଏହି ଭିଡିଓ ଦେଖି ବହୁତ ହସୁଆ ଛନ୍ତି । ତେବେ ଆପଣ ମାନଙ୍କୁ ପିଣ୍ଟୁଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।