ସ୍ଵାମୀ ନଥିବା ସମୟରେ ସ୍ତ୍ରୀ କରୁଥିଲା ପ୍ରେମିକ ସହ ରାତିରେ ଖେଳ, ଧରା ପଡିବା ପରେ ଯାହା ହେଲା ନା…ଏଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତେବେ ଆପଣ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।  ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ କେବେ ନା କେବେ କାହାକୁ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମ ହେଉଛି ଏକ ପବିତ୍ର ସମ୍ପର୍କ ହେଲେ କିଛି ଲୋକ ଏହାକୁ ଅପବିତ୍ର କରୁଛନ୍ତି ।

ତେବେ ଏବେ ସମୟ ଏମିତି ହୋଇଯାଇଛି ଯେ, ସ୍କୁଲରେ ପାଠ ପଢୁଥିବା ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ପ୍ରେମ କରୁଛନ୍ତି । ଏହା ତ ଏକ ସାଧାରଣ କଥା ହେଲେ ଏମିତି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁ ମାନେ ବିବାହ ପରେ ବି ଅନ୍ୟ କାହା ସହ ପ୍ରେମ କରନ୍ତି । ତେବେ ଏଭଳି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ବିବାହିତା ମହିଳା ଏକ ଯୁବକଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ ।

ତେବେ ସ୍ତ୍ରୀ ଲୋକ ଜଣକ ରାତି ଅଧରେ ପ୍ରେମଲୀଳା କରିବା ପାଇଁ ନିଜ ପ୍ରେମିକଙ୍କୁ ଘରକୁ ଡକାଇ ଥିଲେ । ରାତି ଅଧରେ ଉଭୟ ପ୍ରେମ ଲୀଳା କରୁଥିବା ବେଳେ ଶଶୁର ଘର ଲୋକ ଏହା ବିଷୟରେ ଜାଣି ପାରିଥିଲେ । ଶଶୁର ଘର ଲୋକ କବାଟ ଖୋଲି ଦେଖିବା ବେଳକୁ ଘରର ବୋହୁ ପର ପୁରୁଷ ସହ ବେଡ ରୁମରେ ଶୋଇଥିଲେ । ତେବେ ସେହି ସମୟରେ ଶଶୁର ଘର ଲୋକ ସେହି ଯୁବକଙ୍କୁ ଧରି ଦେଇଥିଲେ ଓ ସମସ୍ତଙ୍କୁ ଡାକି ଦେଇଥିଲେ ।

ଏହି କାର୍ଣ୍ଣମା କରିବା ପରେ ବୋହୁ ଉତ୍ତେଜିତ ହୋଇ ଶଶୁର ଘର ଲୋକଙ୍କ ଉପରେ କିଭଳି ଚିଲାଉ ଛନ୍ତି ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ । ତେବେ ସୂଚନା ଅନୁସାରେ ମହିଳାଙ୍କ ସ୍ୱାମୀ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଇଥିଲେ ତେବେ ସେ ବାହାରକୁ ଯିବା ପରେ ସ୍ତ୍ରୀ ଜଣେ ଅନ୍ୟ ପୁରୁଷ ଙ୍କୁ ଡାକି ତାଙ୍କ ସହ ଅବୈଧ ସମ୍ପର୍କ ରଖୁଥିଲେ ।


ଏହି ସମୟରେ ପଡୋଶୀ ଏବଂ ପରିବାର ଲୋକ ସନ୍ଦେହ କରି କବାଟ ଖୋଲିବା ପରେ ଦୁହିଁଙ୍କୁ ପ୍ରେମ କରୁଥିବାର ଦେଖିବାକୁ ପାଇଥିଲେ କିନ୍ତୁ ସେହି ମହିଳା ଜଣଙ୍କ ଭୁଲ ନ ମାଗି ଓଲଟା ସେମାନଙ୍କ ଉପରେ ଜୋରରେ ପାଟି କରିବା ଆରମ୍ଭ କରିଦେଇ ଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *