‘ପୁଅ ମଲା ପରେ ମୁଁ ମୋ ବୋହୁ କୁ ବାହାହେଲି…’ ବୋହୁକୁ ବିବାହ କରିଲେ ଶ୍ଵଶୁର, କହିଲେ କିଛି ଏମିତି ଶୁଣିଲେ ଆପଣ ବି କାବା ହେବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣମାନେ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟୁଥିବାର ଦେଖୁଥିବେ । ଆଜିକାଲି କିଏ ପ୍ରେମରେ ଆତ୍ମହତୟଆ କରୁଛନ୍ତି କିଏ ବିବାହ କରି ମଧ୍ୟ ଆଉ କାହା ସହିତ ଫେରାର ହୋଇଯାଉଛନ୍ତି । ସ୍କୁଲ ପୋଷାକ ପିନ୍ଧି ଛାତ୍ର ବା ଛାତ୍ରୀ ମାନେ ଘରେ ସ୍କୁଲ୍ ଯିବା କହି ଆଉ କେଉଁ ଆଡେ ବୁଲୁଛନ୍ତି । ତାପରେ ଭିଡିଓ ଗୁଡିକ ଭାଇରାଲ ହେଉଛି ।

ତେବେ ଏହିପରି ଦୃଶ୍ୟ ପ୍ରତ୍ୟେକ ଦିନ ଆପଣମାନେ ନିଜ ସାମ୍ନାରେ ଦେଖୁଥିବେ । ଏପରି ଏକ ଘଟଣା ଘଟିଛି । ଯାହାକି ଆପଣ ମାନେ ଶୁଣିଲେ କିମ୍ବା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବିଶ୍ୱାସ ନ କରୁଥିଲେ ବି କଥା ଟି ସତ । ଆପଣ ମାନେ ପ୍ରେମ ସମସ୍ତେ କରୁଛନ୍ତି ଜାଣିଥିବେ । କେବେ କେବେ ପ୍ରେମିକ ପ୍ରେମିକା ଶିକ୍ଷକ ଶିକ୍ଷୟତ୍ର, ଭାଉଜ-ଦିଅର ପ୍ରେମ କରୁଥିବାର ଜାଣିଥିବେ ।

କିନ୍ତୁ ବର୍ତ୍ତମାନ ଶଶୁର ଓ ବୋହୂ ଙ୍କ ର ଭିଡିଓ ଭାଇରାଲ ହେଉଛି । ଅନେକ ସମୟରେ ପ୍ରେମ ଏତେ ହୋଇଥାଏ ସେ ଯୁବକ ହୁଅନ୍ତୁ କି ଯୁବତୀ ହୁଅନ୍ତୁ ହୁଅନ୍ତୁ ସୀମା ଅତିକ୍ରମ କରିଥାନ୍ତି । ଶେଷରେ ବହୁତ ଅସୁବିଧାରେ ପଡିଥାନ୍ତି । ଲୋକ ଲଜ୍ୟା ହୋଇଥାନ୍ତି । ଘର ଲୋକ ମାନେ ମଧ୍ୟ ବହୁତ କଥା କହିଥାନ୍ତି । ତେବେ ଭିଡିଓ ରେ ଜଣେ ବୟସ୍କ ବ୍ୟକ୍ତି ମନ୍ଦିରରୁ ବିବାହ କରି ଆସୁଛନ୍ତି ।

https://www.youtube.com/watch?v=1L9Qnhl9emI

ତେବେ ସେ ଯାହାକୁ ବିବାହ କରିଥିଲେ ସେ ତାଙ୍କ ଠାରୁ ବୟସରୁ ବହୁତ ସାନ ହେବ । ତେବେ ପଚାରି ବୁଝିବାରୁ ଜଣା ପଡିଥିଲା କି ଏ ହେଉଛନ୍ତି ତାଙ୍କର ବୋହୁ । ତେବେ ସେ କହିଥିଲେ କି ତାଙ୍କ ପୁଅର ମୃତ୍ୟୁ ପରେ ଏ ଝିଅର କେହି ନଥିଲେ ତେଣୁ ମୁଁ ତାକୁ ବିବାହ କରି ନେଇଛି । ତେବେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା କି ଆପଣ ଚାହିଁଥିଲେ ନିଜ ବୋହୂ ର ବିବାହ ଅନ୍ୟ କେଉଁଠି ବି କରି ପାରିଥାନ୍ତେ ନିଜ ବୟସ ଦେଖି ଟିକେ ତ ଲାଜ କରନ୍ତୁ ।


ତେବେ ସେତେବେଳେ ସେ କହିଥିଲେ କି ଏହା ଆମ ପରିବାର ର କଥା ଆପଣ ପଶିବା କିଛି ଆବଶ୍ୟକ ନାହିଁ । ମୋ ପୁଅ ମଲା ପରେ ମୁଁ ବାହା ହେଇଗଲି କଣ ହେଲା ସେଠୁ । ମୋ ପାଖରେ ବହୁତ ପଇସା ଅଛି ତାକୁ ମୁଁ ବହୁତ ଖୁସିରେ ରଖିବି । ତେବେ ବୋହୂ ମଧ୍ୟ କହିଥିଲା କି ମୋତେ କେହି ବାଧ୍ୟ କରି ନାହାନ୍ତି ମୁଁ ମୋ ନିଜ ଇଚ୍ଛାରେ ବିବାହ କରିଛି । ଆପଣ ମାନେ ପଶିବା କିଛି ଆଵଶ୍ୟକ ନାହିଁ । ତେବେ ବର୍ତ୍ତମାନ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *