ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଆଇଏସ ଇଣ୍ଟର୍ବ୍ୟୁରେ ପଚରା ଯାଇଥିବା ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. ମାସ୍କକୁ ଓଡିଆରେ କଣ କୁହାଯାଏ ?
ଉତ୍ତର- ମାସ୍କକୁ ଓଡିଆରେ ମୁଖା ବା ମୁଖା ପିନ୍ଧିବା କୁହାଯାଏ ।
୨. Here and There ମଧ୍ୟରେ ତଫାତ କଣ ?
ଉତ୍ତର- Here and There ମଧ୍ୟରେ ତଫାତ ହେଉଛି T ।
୩. ପୋଲିସର ଓଡିଆ କଣ ?
ଉତ୍ତର- ପୋଲିସର ଓଡିଆ ହେଉଛି ଆରକ୍ଷୀ ଅଧିକାରୀ ।
୪. ୦ର ଆବିଷ୍କାର କେଉଁ ଦେଶରେ ପ୍ରଥମେ ହୋଇଥିଲା ?
ଉତ୍ତର- ୦ର ଆବିଷ୍କାର ଭାରତ ଦେଶରେ ପ୍ରଥମେ ହୋଇଥିଲା ।
୫. UPSCର ଫୁଲଫର୍ମ କଣ ?
ଉତ୍ତର- UPSCର ଫୁଲଫର୍ମ ହେଉଛି Union public service commission ।
୬. କମ୍ପୁଟର କିଏ ଉଦ୍ଭାବନ କରିଥିଲେ ?
ଉତ୍ତର- କମ୍ପୁଟର ଚାର୍ଲ୍ସ ବାବେଜ ଉଦ୍ଭାବନ କରିଥିଲେ ।
୭. କୋଇଲା କେତେ ପ୍ରକାର ?
ଉତ୍ତର- କୋଇଲା ୫ ପ୍ରକାର ।
୮. ୫ ପ୍ରକାର କୋଇଲାର ନାମ କଣ କଣ ?
ଉତ୍ତର- anthracite, bituminous, lignite, peat, subbituminous ।
୯. ଇଣ୍ଟର୍ନେଟ କିଏ ଆବିଷ୍କାର କରିଥିଲେ ?
ଉତ୍ତର- ଇଣ୍ଟର୍ନେଟର ଆବିଷ୍କାର ଭିଣ୍ଟ ସେର୍ଫ କରିଥିଲେ ।
୧୦. ୦ର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ୦ର ଆବିଷ୍କାର ଗଣିତଜ୍ଞ ବ୍ରହ୍ମଗୁପ୍ତ ।
୧୧. ଗଣିତର ଜନକ କିଏ ?
ଉତ୍ତର- ଗଣିତର ଜନକ ହେଉଛନ୍ତି ଆର୍କମେଡ଼େସ ।
୧୨. ଭାରତୀୟଙ୍କୁ ପ୍ରଥମେ କଫିର ପରିଚୟ କିଏ କରାଇଥିଲେ ?
ଉତ୍ତର- ବାବା ବୁଦାନ ପ୍ରଥମେ ଭାରତୀୟ ମାନଙ୍କୁ କଫିର ପରିଚୟ କରାଇଥିଲେ ।
୧୩. କ୍ଷେତ୍ରଫଳ ଅନୁସାରେ କେଉଁ ଦେଶ ସବୁଠାରୁ ବଡ ?
ଉତ୍ତର- କ୍ଷେତ୍ରଫଳ ଅନୁସାରେ ଋଷ ଦେଶ ସବୁଠାରୁ ବଡ ।
୧୪. କେଉଁ ୩ଟି ଅକ୍ଷର ଗୋଟେ ଛୋଟ ଝିଅକୁ ସ୍ତ୍ରୀ ଲୋକ କରିଦିଏ ?
ଉତ୍ତର- ବୟସ ତିନୋଟି ଅକ୍ଷର ଯାହା ଗୋଟେ ଝିଅକୁ ସ୍ତ୍ରୀ ଲୋକ କରିଦିଏ ।
୧୫. ଭାରତର କେଉଁ ଷ୍ଟେସନରେ କେବଳ ମହିଳା କର୍ମଚାରୀ ଅଛନ୍ତି ?
ଉତ୍ତର- ମାଟୁଙ୍ଗା ରେଲୱେ ଷ୍ଟେସନରେ କେବଳ ମହିଳା କର୍ମଚାରୀ ଅଛନ୍ତି ।
୧୬. ଯଦି ତୁମକୁ କୁହାଯିବ ୩ଟି ଘରରୁ ଗୋଟିଏ ଘରକୁ ଯିବାକୁ ପଡିବ ? ୧. ନିଆଁ ଲଗା ଘର ୨. ହତ୍ୟାକାରୀ ମାରିଦବ ୩. ଏକ ମାସ ଭୋକିଲା ବାଘ
କେଉଁ ଘରକୁ ଯିବେ ?
ଉତ୍ତର- ଏକ ମାସ ଭୋକିଲା ଥିବା ବାଘ ଘରକୁ ଯିବେ କାରଣ ଗୋଟେ ବାଘ ଦୁଇ ସପ୍ତାହ ଭୋକିଲା ରହିଲେ ମରିଯିବ ।