ଦେଖନ୍ତୁ ଗାଁ ଭିତରେ ଭାଇରାଲ ହେଲା କଳି ଭିଡ଼ିଓ, ଥରେ ଦେଖନ୍ତୁ ହସି ହସି ଗଡିଯିବେ…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମହିଳା ମାନଙ୍କର ଅନେକ ଝଗଡା ଦେଖିଥିବେ ।

ମହିଳା ମାନଙ୍କ ଝଗଡା ଅତି ସାଧାରଣ ଥାଏ ସେମାନେ କେବଳ କଥା କଥାରେ ଯୁକ୍ତି ତରକ କରିଥାନ୍ତି । ତେବେ ଏମିତି ବହୁତ କମ ଝଗଡା ଦେଖିବାକୁ ମିଳିଛି ଯେଉଁଥିରେ ମହିଳା ମାନେ ପରସ୍ପର ସହ ଅତି ନିଷ୍ଟୁର ସହ ଝଗଡା ଲାଗୁଥିବେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓରେ ଦୁଇଜଣ ମହିଳା ଝଗଡା କରୁଛନ୍ତି ହେଲେ ବନ୍ଧୁଗଣ ଏହି ଦୁଇଜଣଙ୍କ ଝଗଡା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ଉଭୟ ମହିଳା ନିଜ ଦୁଇ ଗୋଡକୁ ବାରମ୍ବାର ଉଠାଇ ଡେଇଁ ଡେଇଁ ପରସ୍ପରକୁ ଗୋଇଠା ମାରୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଏହା ସହିତ ଉଭୟଙ୍କ ଏକ୍ସ ପ୍ରେସନ ଓ ହରକତ ମଧ୍ୟ ବହୁତ ଭିନ୍ନ ରହିଛି ।ଏହି ଦୃଶ୍ୟ ଦେଖି ଲାଗୁଛି ଉଭୟ ନାଚି ନାଚି ଝଗଡା କରୁଛନ୍ତି ଓ ପରସ୍ପରକୁ ମାରୁ ଛନ୍ତି ।

ତେବେ ପାଖରେ ଥିବା ଲୋକମାନେ ମଧ୍ୟ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇ ମହିଳାଙ୍କ ଝଗଡା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *