OMG ! ହୃଦୟ ବିଦାରକ ଦୃଶ୍ୟ ! “ଯୁଦ୍ଧ ମୈଦାନକୁ ଯାଅ ବାପା; ବିଜୟୀ ହେବ, କଥା ଦିଅ ତୁମେ ଫେରିବ” ଭିଡିଓ ଦେଖିଲେ ଆପଣ ବି କାନ୍ଦି ପକେଇବେ…

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି କହୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ବନ୍ଧୁଗଣ ବାର୍ତ୍ତାମ ଆତଙ୍କିତ ଅବସ୍ଥାରେ ୟୁକ୍ରେନର ସାଧରଣିକ ନାଗରିକ । କାହା ଉପରେ କେତେବେଳେ ମୃତ୍ୟୁର ମିଜାଇଲ ଖସି ପଡିବ କିଛି ଜଣା ନାହିଁ । ବନ୍ଧୁଗଣ ବର୍ତ୍ତମାନ ୟୁକ୍ରେନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଭିଡିଓଟିକୁ ଦେଖିଲେ ଆପଣ ମାନଙ୍କ ଆଖି ମଧ୍ୟ ଲୁହରେ ଭରିଯିବ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା ପରେ ୟୁକ୍ରେନକୁ ଚାରି ଦିଗରୁ ଆକ୍ରମଣ କରାଯାଉଛି । ୟୁକ୍ରେନ ରାଜଧାନୀକୁ ଛାରଖାର କ୍ଷାରଯାଇଛି ।

ବନ୍ଧୁଗଣ ଏହି ଯୁଦ୍ଧରେ ୟୁକ୍ରେନର ଅନେକ ସୈନିକ ମୃତ୍ୟୁ ବରଣ କରିଥିବା ବେଳେ ୟୁକ୍ରେନ ନାଗରିକଙ୍କୁ ଏବେ ସେନାରେ ଭର୍ତ୍ତି କରାଯାଉଛି । ତେବେ ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ କିଏ ନିଜ ବାପା ମାଙ୍କୁ ଧରି କାନ୍ଦୁଛି ତ କିଏ ନିଜ ପତ୍ନୀ ଓ ପିଲା ମାନଙ୍କୁ ଧରି କାନ୍ଦୁଛି । ଏସବୁ ମଧ୍ୟରେ ବାପା ଓ ଝିଅର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ଝିଅକୁ ବିଦାୟ ଦେଉଛି । ଦୁହେଁଙ୍କ ଆଖିରେ ଆଖିଏ ଲୁହ ହେଲେ ଦେଶ ପାଇଁ ନିଜ ଝିଅ ଓ ନିଜ ପତ୍ନୀଙ୍କୁ ବିଦାୟ ଦେଇ ଚାଲିଲେ ଯୁଦ୍ଧକୁ ।

ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏ ପର୍ଯ୍ୟନ୍ତ ଭିଡିଓକୁ ୮ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଭିଡିଓ ଦେଖି ଲୋକମାନେ ଅନେକ କମେଣ୍ଟ କରିଛନ୍ତି । କିଏ ଏହି ବ୍ୟକ୍ତିଙ୍କ ଜୀବନ ପାଇଁ ପ୍ରାର୍ଥନା କରିଛି ତ କିଏ ଯୁଦ୍ଧ ବନ୍ଦ କରିବା ପାଇଁ ଅନୁରୋଧ କରିଛି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *