ଫୋନରେ Modi-Putin ଙ୍କ ବାର୍ତ୍ତାଳାପର ସେହି 25 ମିନିଟ ! କଣ ହୋଇଥିଲା ଏହି 25 ମିନିଟରେ ? Vladimir Putin କହିଦେଲେ ପୁରା ପ୍ଲାନ ? ଜଲ୍ଦି ଦେଖନ୍ତୁ…

ବନ୍ଧୁଗଣ ବର୍ତ୍ତମାନ ସମସ୍ତ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଋଷିଆ ଏବଂ ୟୁକ୍ରେନ ଯୁଦ୍ଧ । ତେବେ ବନ୍ଧୁଗଣ ଗତ ଗୁରୁବାରରୁ ଏ ପର୍ଯ୍ୟନ୍ତ ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ବନ୍ଧୁଗଣ ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ନ୍ଧୁଗଣ ଆଗରୁ ଋଷିଆ ଏହି ଯୁଦ୍ଧରେ ଏକା ଲଢୁଥିବା ବେଳେ ୟୁକ୍ରେନ ସହ ୟୁରୋପୀୟ ରାଷ୍ଟ୍ର ମାନଙ୍କ ସପୋର୍ଟ ଥିଲା ହେଲେ ବର୍ତ୍ତମାନ ସମସ୍ତ ରାଷ୍ଟ୍ର ୟୁକ୍ରେନକୁ ଏକା କରି ଦେଇଛନ୍ତି । ବନ୍ଧୁଗଣ ଋଷିଆ ରାଷ୍ଟ୍ରପତି ପୁଟିନ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବହୁତ ନିବିଡ ସମ୍ପର୍କ ଅଛି ।

ଗତ ପହଡଦିନ ରାତିରେ ମୋଦି ଓ ପୁଟିନ ଅଧରାତ୍ରିରେ ଫୋନରେ କଥା ହୋଇଥିଲେ । ମିଡିଆ ରିପୋର୍ଟସ ଅନୁସାରେ ପୁଟିନ ଓ ମୋଦି ୨୫ ମିନିଟ ପର୍ଯ୍ୟନ୍ତ ଫୋନରେ କଥା ହୋଇଥିଲେ । ବନ୍ଧୁଗଣ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ର ଛାତ୍ରୀଙ୍କୁ ଭାରତ ଆଣିବା ପାଇଁ ମୋଦି ଏକ କ୍ଯାବିନେଟ ମିଟିଙ୍ଗ କରିଥିଲେ । ମିଟିଙ୍ଗ ସରିବା ପରେ ସେ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ବାର୍ତ୍ତା କରିଥିଲେ ।

ପୁଟିନଙ୍କୁ ମୋଦି ଶାନ୍ତିର ସେହି ମନ୍ତ୍ର ବିଷୟରେ କହିଲେ ଯାହାକୁ ସେ ଯୁଦ୍ଧର ସବୁଠାରୁ ବଡ ବିକଳ୍ପ ବୋଲି ମାନନ୍ତି । ମୋଦିଙ୍କୁ ପୁଟିନ ଯୁଦ୍ଧର ସମସ୍ତ ଅପଡେଟ ଓ ଯୋଜନା ବିଷୟରେ କହିଥିଲେ । ମୋଦି ପୁଟିନଙ୍କୁ ଯୁଦ୍ଧ ରୋକିବା ପାଇଁ ଓ କୂଟନୈତିକ ଉପାୟରେ ଏହି ମାମଲାକୁ ସମାଧାନ କରିବା ପାଇଁ କହିଥିଲେ । ବନ୍ଧୁଗଣ ପୁଟିନଙ୍କ ମତରେ, ୧୯୭୧ ମସିହାରେ ଭାରତ ପୂର୍ବ- ପାକିସ୍ତାନ ଲୋକ ମାନଙ୍କୁ ପାକିସ୍ତାନର ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ଯେଉଁ ପାଦ ଉଠାଇଥିଲା ସେହି ପାଦ ଋଷିଆ ଉଠେଇଛି ।

ତେବେ ଋଷ ପାଇଁ ୟୁକ୍ରେନର ପୂର୍ବ ଅଞ୍ଚଳ ବାଂଲାଦେଶ ଅଟେ । କାରଣ ୟୁକ୍ରେନ ନିଜ ପୂର୍ବ ଅଞ୍ଚଳରେ ଥିବା ଲୋକ ମାନଙ୍କ ଉପରେ ଅତ୍ୟାଚାର କରୁଥିଲା ଓ ଋଷକୁ ସମର୍ଥନ କରୁଥିଲା ସେଥିପାଇଁ ଋଷ ଏଭଳି ପଦକ୍ଷେପ ନେଇଛି । ତେବେ ବନ୍ଧୁଗଣ ପୁଟିନ ନିଜ ସମସ୍ତ ପ୍ଳାନ ବିଷୟରେ ମୋଦିଙ୍କୁ କହିସାରିଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *