20 Interesting Gk Questions: WIFI ର ଫୁଲ୍ ଫର୍ମ କଣ ? SMS ର ଫୁଲ୍ ଫର୍ମ କଣ ? ଏହା ସହିତ ଜାଣନ୍ତୁ ଆହୁରି 13 ଟି ଫୁଲ୍ ଫର୍ମ !

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. a.m ର ଫୁଲ୍ ଫର୍ମ କଣ ?

ଉତ୍ତର- a.m ର ଫୁଲ୍ ଫର୍ମ ହେଉଛି Anti meridiem (Befor Noon) ।

୨. p.m ର ଫୁଲ୍ ଫର୍ମ କଣ ?

ଉତ୍ତର-p.m ର ଫୁଲ୍ ଫର୍ମ ହେଉଛି Post Meridiem (After Noon) ।

୩. ଆମେ ମାନେ ଗିମେଲରେ ମେଲ ପଠେଇବା ବେଳେ CCର ବ୍ୟବହାର କରିଥାଉ ତେବେ ବନ୍ଧୁଗଣ CCର ଫୁଲ୍ ଫର୍ମ କଣ ?

ଉତ୍ତର- CCର ଫୁଲ୍ ଫର୍ମ ହେଉଛି Carbon copy ଆଉ BCCର ଫୁଲ୍ ଫର୍ମ ହେଉଛି Blind carbon copy ।

୪. FM ର ଫୁଲ୍ ଫର୍ମ କଣ ?

ଉତ୍ତର- FM ର ଫୁଲ୍ ଫର୍ମ ହେଉଛି Frequency Modulation ।

୫. NEWS ର ଫୁଲ୍ ଫର୍ମ କଣ ?

ଉତ୍ତର- NEWS ର ଫୁଲ୍ ଫର୍ମ ହେଉଛି NORTH EAST WEST SOUTH  ।

୬. CCTV ର ଫୁଲ୍ ଫର୍ମ କଣ ?

ଉତ୍ତର- CCTV ର ଫୁଲ୍ ଫର୍ମ ହେଉଛି CLOSED CIRCUIT TELEVISION ।

୭. WI-FI ର ଫୁଲ୍ ଫର୍ମ କଣ ?

ଉତ୍ତର- WI-FI ର ଫୁଲ୍ ଫର୍ମ ହେଉଛି WERELESS FIDELITY ।

୮. ATM କାର୍ଡ ପଛ ପଟରେ CVV ନମ୍ବର ରୁହେ ତାର ଫୁଲ୍ ଫର୍ମ କଣ ?

ଉତ୍ତର- CVVର ଫୁଲ୍ ଫର୍ମ ହେଉଛି CARD VERIFICATION VALUE ।

୯. DJ ର ଫୁଲ୍ ଫର୍ମ କଣ ?

ଉତ୍ତର-DJର ଫୁଲ୍ ଫର୍ମ ହେଉଛି DISC JOCKEY

୧୦. USB ର ଫୁଲ୍ ଫର୍ମ କଣ ?

ଉତ୍ତର- USB ର ଫୁଲ୍ ଫର୍ମ ହେଉଛି UNIVERSAL SERIAL BUS ।

୧୧. LCD ର ଫୁଲ୍ ଫର୍ମ କଣ ?

ଉତ୍ତର- LCD ର ଫୁଲ୍ ଫର୍ମ ହେଉଛି LIQUID CRISTAL DISPLAY ।


୧୨. SMS ର ଫୁଲ୍ ଫର୍ମ କଣ ?

ଉତ୍ତର- SMSର ଫୁଲ୍ ଫର୍ମ ହେଉଛି SHORT MESSAGE SERVICE ।

୧୩. F.I.R ର ଫୁଲ୍ ଫର୍ମ କଣ ?

ଉତ୍ତର- F.I.R ର ଫୁଲ୍ ଫର୍ମ ହେଉଛି FIRST INFORMATION REPORT ।

Leave a Reply

Your email address will not be published. Required fields are marked *