ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ । ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ । ଆପଣ ପଢିବା ପରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଆପଣ ଏହାର ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।
୧: କେଉଁ ଜୀବ କେବଳ ଭାରତରେ ହିଁ ଦେଖାଯାଇଥାଏ ?
ଉ: ଘଡ଼ିଆଳ କେବଳ ଭାରତରେ ହିଁ ଦେଖାଯାଇଥାଏ ।
୨: ସବୁଠାରୁ କଠୋର କାନୁନ କେଉଁ ଦେଶର ଅଟେ ?
ଉ: ସାଉଦି ଆରବ ରେ ସବୁଠାରୁ କଠୋର କାନୁନ ହୋଇଥଏ ।
୩: ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲୋକସଭା ଆସନ ଅଛି ?
ଉ: ଭାରତର ଉତ୍ତର ପ୍ରଦେଶ ରାଜ୍ୟରେ ସବୁଠାରୁ ଅଧିକ ଲୋକସଭା ଆସନ ଅଛି ।
୪: ଭାରତର ହଲିଉଡ଼ କେଉଁ ସହରକୁ କୁହାଯାଇଥାଏ?
ଉ: ଭାରତର ହଲିଉଡ଼ ମୁମ୍ଭାଇ ସହରକୁ କୁହାଯାଇଥାଏ ।
୫: ଭାରତର ଛୋଟ ତାଜମହଲ କାହାକୁ କୁହାଯାଇଥାଏ ?
ଉ: ଭାରତର ଛୋଟ ତାଜମହଲ ବିବି କା ମକବରାକୁ କୁହାଯାଇଥାଏ ।
୬: କେଉଁ ଗ୍ରହ ଲାଲ ରଙ୍ଗର ହୋଇଥାଏ?
ଉ: ମଙ୍ଗଳ ଗ୍ରହ ଲାଲ ରଙ୍ଗର ହୋଇଥାଏ ।
୭: ଭାରତୀୟ ନୋଟ ଉପରେ କେତୋଟି ଭାଷା ଲେଖା ଅଛି?
ଉ: ଭାରତୀୟ ନୋଟ ଉପରେ ୧୭ଟି ଭାଷା ଲେଖା ଅଛି ।
୮: କେଉଁ ଦେଶର ଲୋକ ଅଧିକ ପାଠ ପଢ଼ିଥାନ୍ତି?
ଉ: କାନାଡ଼ା ଦେଶର ଲୋକ ଅଧିକ ପାଠ ପଢ଼ିଥାନ୍ତି ।
୯: ବିଶ୍ୱର ସବୁଠାରୁ ଗରିବ ଦେଶ କାହାକୁ କୁହାଯାଏ?
ଉ: ବିଶ୍ୱର ସବୁଠାରୁ ଗରିବ ଦେଶ ଭୁଟାନକୁ କୁହାଯାଏ ।
୧୦: କେଉଁ ଜୀବର ପାଦ ନଥାଏ ?
ଉ: ସାପର ପାଦ ନଥାଏ ।
୧୧: ଭାରତର ରାଷ୍ଟ୍ରୀୟ ନାରା କଣ ଅଟେ ?
ଉ: ଭାରତର ରାଷ୍ଟ୍ରୀୟ ନାରା ସତ୍ୟମେବ ଜୟତେ ଅଟେ ।
୧୨: କେଉଁ ଦେଶର କୁକୁଡ଼ା ନୀଳ ଅଣ୍ଡା ଦେଇଥାଏ ?
ଉ: ଚିଲ୍ଲୀ ଦେଶର କୁକୁଡ଼ା ନୀଳ ଅଣ୍ଡା ଦେଇଥାଏ ।
୧୩: କେଉଁ ଦେଶରେ ଗୋଟିଏ ହେଲେ କ୍ଷେତ ନାହିଁ?
ଉ:ସିଙ୍ଗାପୁର ରେ ଗୋଟିଏ ହେଲେ କ୍ଷେତ ନାହିଁ ।
୧୪: ପୃଥିବୀର ସବୁଠାରୁ ଛୋଟ ମାଛର ନାମ କଣ?
ଉ: ପୃଥିବୀର ସବୁଠାରୁ ଛୋଟ ମାଛର ନାମ ଅଥବାର୍ଗ ଗୋବି ଅଟେ ।
୧୫: ସାପ ଭିତରେ ବିଷ କେଉଁଠାରୁ ଆସିଥାଏ ?
ଉ: ସାପ ଭିତରେ ବିଷ ମୁହଁରେ ଥୁବା ବିଷ ଗ୍ରନ୍ଥିରୁ ଆସିଥାଏ ।
୧୬: କେଉଁ ରାଜ୍ୟରେ ପୁରୁଷଙ୍କ ସଂଖ୍ୟା ମହିଳା ମାନଙ୍କ ତୁଳନାରେ କମ ହୋଇଥାଏ ?
ଉ: କେରଳ ରାଜ୍ୟରେ ପୁରୁଷଙ୍କ ସଂଖ୍ୟା ମହିଳା ମାନଙ୍କ ତୁଳନାରେ କମ ହୋଇଥାନ୍ତି ।
୧୭: ମହାକାଶରେ ପାଦ ଦେଇଥିବା ଭାରତର ପ୍ରଥମ ମହାକାଶ ଚାରୀଙ୍କ ନାଁ କଣ?
ଉ: ମହାକାଶରେ ପାଦ ଦେଇଥିବା ଭାରତର ପ୍ରଥମ ମହାକାଶ ଚାରୀଙ୍କ ନାଁ ରାକେଶ ଶର୍ମା ।
୧୮. କେଉଁ ଦେଶରେ ୧ ଟଙ୍କା ରେ ୧ କିଲୋ ସୁନା ମିଳିଥାଏ ?
ଉତ୍ତର – Cripus ଦେଶରେ
ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

