ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ । ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ । ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ । ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ । ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ ।
ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ । ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା ।
1. ମନୁଷ୍ୟ ର ମସ୍ତିଷ୍କ କେତେ ବର୍ଷ ବୟସ ର ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ବଢ଼ିଥାଏ ?
ଉତ୍ତର- ୪୦ ବର୍ଷ ।
2. କେଉଁ ଦେଶରେ ଗୋଟିଏ ମଧ୍ୟ ଟ୍ରାଫିକ ସିଗ୍ନାଲ ରହିନାହିଁ ?
ଉତ୍ତର- ଭୁଟାନ ।
3. ସବୁଠାରୁ କମ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ?
ଉତ୍ତର- ଭାରତ।
4- ଗାନ୍ଧୀ ଜି ଙ୍କ ନାମ ପୂର୍ବରୁ ମହାତ୍ମା ଗାନ୍ଧୀ ଯେବେ ଯୋଡା ହୋଇଥିଲା ?
ଉତ୍ତର- ଚମ୍ପାରଣ ସତ୍ୟାଗ୍ରହ ସମୟରେ ।
5- ଭାରତର ଯେଉଁ ରାଜ୍ୟ ରେ ସବୁଠାରୁ ଅଧିକ ମନ୍ଦିର ଅଛି ?
ଉତ୍ତର- ତାମିଲନାଢୁ ରେ ।
6- କେଉଁ ଦେଶ ର ଲୋକେ ସାପ ଖାଇଥାନ୍ତି ?
ଉତ୍ତର- ଚୀନ ର ଲୋକେ ।
7- କେଉଁ ଫୁଲ ୧୨ ବର୍ଷରେ ଠାରେ ଫୁଟିଥାଏ ?
ଉତ୍ତର- ନୀଳକୁଳଞ୍ଜି ।
8. କେଉଁ ପକ୍ଷୀ ର ପର ନାହଁ?
ଉତ୍ତର- କିବି।
୯. ଝିଟିପିଟି ର ବୟସ କେତେ ହୋଇଥାଏ?
ଉତ୍ତର- ୧୮ ମାସ ୭ ବର୍ଷ ପର୍ଯ୍ୟନ୍ତ।
10. ହ୍ଵାଟ୍ସଆପ ଓ ଫେସବୁକ କେଉଁ ଦେଶର ଆପ୍ ଅଟେ?
ଉତ୍ତର- ଆମେରିକା।
11. କେଉଁ ପ୍ରାଣୀ ଶରୀରରେ ସବୁଠାରୁ ଅଧିକ ରକ୍ତ ରହିଥାଏ ?
ଉତ୍ତର- ହାତୀ ଶରୀରରେ ସବୁଠାରୁ ଅଧିକ ରକ୍ତ ରହିଥାଏ ।
12.ଭୁପୃଷ୍ଟରେ ଥିବା ସବୁଠାରୁ ବଡ ପ୍ରାଣୀର ନାମ କଣ ?
ଉତ୍ତର- ଆଫ୍ରିକା ହାତୀ ହେଉଛି ସବୁଠାରୁ ବଡ ।
13. ଦିଲ୍ଲୀ ର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ?
ଉତ୍ତର- ଶାହାଜାହାଁ।
14. ଦୁନିଆ ରେ ଗୋଟିଏ ମିନିଟ ରେ କେତୋଟି ଛୁଆ ଜନ୍ମଗ୍ରହଣ କରିଥାନ୍ତି?
ଉତ୍ତର- ପାଖାପାଖି ୨୫୦ ଜଣ।
15. ଦୁନିଆର ସବୁଠାରୁ ବିଷଧର ମାଛ କଣ ଅଟେ?
ଉତ୍ତର- ଷ୍ଟ୍ଓନ୍ ମାଛ।
16. କେଉଁ ଦେଶରେ ସବୁଠାରୁ ଅଧିକ ହତିଆର ଅଛି ?
ଉତ୍ତର- ଇରାନ ଦେଶ ପାଖରେ ସବୁଠାରୁ ଅଧିକ ହତିଆର ଅଛି ।
17. ଭାରତର ସବୁଠାରୁ ଯୁବା ପ୍ରଧାନ ମନ୍ତ୍ରୀଙ୍କ ନାମ କଣ ?
ଉତ୍ତର- ରାଜୀବ ଗାନ୍ଧୀ ।
18. ଦୁନିଆର ସବୁଠାରୁ ବଡ଼ ଦେଶ କଣ ଅଟେ?
ଉତ୍ତର- ରୁଷ।
19. କେଉଁ ଗଛ ମାଂସ ଖାଇଥାଏ?
ଉତ୍ତର- ଭେନ୍ସ ଫ୍ଲାଇ ଟ୍ରାପ।
20. କେଉଁ ପ୍ରାଣୀ ଶରୀରରେ ସବୁଠାରୁ ଅଧିକ ରକ୍ତ ରହିଥାଏ ?
ଉତ୍ତର- ହାତୀ ଶରୀରରେ ସବୁଠାରୁ ଅଧିକ ରକ୍ତ ରହିଥାଏ ।
21- କାଚର ହଳଦୀଆ ରଙ୍ଗ କେଉଁ ପଦାର୍ଥ କାରଣରୁ ହୋଇଥାଏ ?
ଉତ୍ତର- ଫେରିକ ଅକ୍ସାଇଡ କାରଣରୁ ।
22. ଇଂଷ୍ଟାଗ୍ରାମ ରେ ସବୁଠାରୁ ଅଧିକ ଫଲୋର୍ସ କାହାର ଅଛି?
ଉତ୍ତର- ସ୍ଵୟଂ ଇଂଷ୍ଟାଗ୍ରାମ ର।
23. କୁହନ୍ତୁ ଫାଶୀ ର ଦଣ୍ଡ ଶୁଣାଇବା ପରେ ଜଜ ପେନ ର ନିବ କାହିଁକି ଭାଙ୍ଗି ଦିଅନ୍ତି ?
ଉତ୍ତର – ଫାଶୀ ର ଦଣ୍ଡ ଶୁଣାଇବା ପରେ ଜଜ ପେନ ର ନିବ ଭାଙ୍ଗିବାର ପ୍ରଥା ଆଜିର ନୁହେଁ ବରଂ ଇଂରେଜ ଙ୍କ ଜମାନାରୁ ଚାଲି ଆସୁଛି । ଏହି ନିବ ଭାଙ୍ଗିବାର ଦୁଇଟି କାରଣ ଅଛି ।