ଏମିତି ଜୀବନ ଭଗବାନ କାହାକୁ ନ ଦିଅନ୍ତୁ ! ସୁନାର ସାର୍ଟ ପିନ୍ଧିବା ପଡିଲା ମହଙ୍ଗା ! ଚାଲିଗଲା ଜୀବନ

ବନ୍ଧୁଗଣ ଏହି ଦୁନିଆରେ ବହୁତ ଆଶ୍ଚର୍ଯ୍ୟ ଜନକ ଘଟଣା ଓ ଖବର ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏହି ସବୁ ଘଟଣା ଓ ଖବର ଗୁଡିକ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ଆଜି ଆମେ ଆପଣ ମାନଙ୍କୁ ଦୁନିଆର କିଛି ଆଶ୍ଚର୍ଯ୍ୟ ଜନକ ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ କେବେ କଳ୍ପନା ବି କରି ନଥିବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗ ଏହି ଦୁନିଆରେ ଥିବା ସମସ୍ତ ଲୋକ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ହେଲେ ଏଭଳି ଜୀବନ ପାଇଁ ଟଙ୍କାର ବହୁତ ଆବଶ୍ୟକତା ରହିଛି ତେଣୁ ଲୋକମାନେ ଦିନ ରାତି ଟଙ୍କା କମାଇବା ପାଇଁ କଷ୍ଟ କରିଥାନ୍ତି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆର ଅଧା ଟଙ୍କା କେବଳ ୧୦୦ ଜଣଙ୍କ ପାଖରେ ଅଛି ଅର୍ଥାତ ଆମ ପୁରା ପୃଥିବୀରେ ଥିବା ୧୯୫ ଦେଶର ଅଧା ଟଙ୍କା କେବଳ ୧୦୦ ଜଣ ଧନୀ ଲୋକଙ୍କ ପାଖରେ ଅଛି ।

୨. ବନ୍ଧୁଗଣ ଆଜି ବି ଦୁନିଆରେ କିଛି ଏମିତି ଦେଶ ଅଛି ଯେଉଁଠି ଲୋକ ମାନଙ୍କୁ ଗୋଟେ ବେଳା ଖାଇବାକୁ ମିଳୁ ନାହିଁ । ହେତି ନାମକ ଦେଶରେ ଜନସଂଖ୍ୟା ପ୍ରାୟ ୧ କୋଟି ୧୪ ଲକ୍ଷ ଅଛି । ଏମାନଙ୍କ ମଧ୍ୟରୁ ୨୪ ପ୍ରତିଶତ ଲୋକଙ୍କୁ ଗୋଟେ ବେଳା ଖାଇବାକୁ ମିଳୁ ନାହିଁ । ଏଠି ରହୁଥିବା ଗରିବ ଲୋକ ମାଟିରେ ଲୁଣ ପାଣି ମିଶାଇ ତାକୁ ଶୁଖାଇ ଖାନ୍ତି ।

୩. ବନ୍ଧୁଗ ଇଟାଲୀ ଦେଶରେ ଚୋରୀ କରିବା ଅପରାଧ ନୁହେଁ ଆପଣ ମାନେ ଏଠି ଖାଦ୍ୟ ଜିନିଷ ଚୋରୀ କରିପାରିବେ । ଏଠାକାର ସରକାର ଖାଇବା ଜିନିଷର ଚୋରୀ କରିବାକୁ ଅନୁମତି ଦେଇଛନ୍ତି । ହେଲେ ଗୋଟେ ସର୍ତ୍ତ ଅଛି ଯଦି ଆପଣଙ୍କୁ ଭୋକ ଲାଗୁଥିବ ଓ ଆପଣଙ୍କ ଅବସ୍ଥା ଶୋଚନୀୟ ଥିବ ତା ହେଲେ ଆପଣ ଖାଦ୍ୟ ଚୋରୀ କରିପାରିବେ ।

୪. ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଫଟୋଟି ବହୁତ ଭାଇରାଲ ହେଉଛି । ଗୋଟେ ଦିନ ଗୋଟେ ଦୋକାନୀକୁ ଏକ ହରିଣ ଆସିଲା ସେହି ହରିଣକୁ ଦୋକାନୀ ଖାଇବାକୁ ଦେଲା ହରିଣ ଖାଇ ସେହି ସ୍ଥାନରୁ ଚାଲିଗଲା । ହେଲେ କିଛି ସମୟ ପରେ ହରିଣ ତାର ବଂଶ ନେଇ ସେହି ସ୍ଥାନରେ ପହଞ୍ଚି ଥିଲା ଯାହାର ଫଟୋ ଆପଣ ମାନେ ଦେଖିପାରୁ ଥିବେ ।

୫. ଏହି ବ୍ୟକ୍ତି ଜଣକ ସୁନାର ସାର୍ଟ ପିନ୍ଧି ଗିନିସ ବୁକ ଅଫ ୱାଲ୍ଡ ରେକର୍ଡ କରିଛି । ହେଲେ ଏହି ଲୋକର ଲାଇଫ ଷ୍ଟାଇଲ ଏହି ଲୋକ ପାଇଁ କାଳ ପାଲଟି ଗଲା । ପୁନେର ଦତ୍ତ ନାମକ ଏହି ଲୋକଟି ସୁନାର ସାର୍ଟ ପିନ୍ଧିଥିବାର ଦାମ ହେଉଛି ଦେଢ କୋଟି ଟଙ୍କା । ହେଲେ ଗୋଟେ ଦିନ ଦତ୍ତ ଏକୁଟିଆ ଘରକୁ ଫେରୁ ଥିବା ବେଳେ କିଛି ଲୋକ ତାଙ୍କର ହତୟା କରିଦେଲେ । ସେହି ଲୋକମାନେ ଦତ୍ତର ସାର୍ଟ ଚୋରୀ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *