ଦେଖନ୍ତୁ Archita ଦେଲେ ଖୁସି ଖବର ଓ ତା’ପରେ Sabyasachi କଲେ ଏମିତି…ଦେଖିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ ଏହି ମଜାଦାର Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ କମ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହେବା ସହିତ ରିଅଲ ଲାଇଫ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।


ତେବେ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ ଯିଏ କି ନିଜ ଅଭିନୟ ମାଧ୍ୟମ ରେ ରିଲ ଲାଇଫ ରେ ବେସ ଲୋକ ପ୍ରିୟ ହେବା ସହିତ କରୋନା ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ଗତ କିଛି ତଳେ ସବ୍ୟସଚି ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ସାମାଜିକ କାମ ରେ ସବ୍ୟସଚି ଙ୍କୁ ଅର୍ଚ୍ଚିତା ବହୁ ପରିମାଣ ରେ ସାହାର୍ଯ୍ୟ କରିଥାନ୍ତି ।

କରୋନା ସମୟ ରେ ଏହି ଯୋଡି ଙ୍କ ଅବଦାନ ବେସ ଗୁରୁତ୍ୱପୂର୍ଣ୍ଣ ଥିଲା , ତେବେ ସବ୍ୟସଚି ଓ ଅର୍ଚ୍ଚିତା ରିଅଲ ଲାଇଫ ରେ ବେସ ପରିଚିତ । ତାହେଲେ ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ତାହେଲେ ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ବେସ ଆକ୍ଟିଭ ରହୁଛନ୍ତି , କେତେବେଳେ ଫଟୋ ବା ଭିଡିଓ ପୋଷ୍ଟ କରି । ତେବେ ବର୍ତ୍ତମାନ ଅର୍ଚ୍ଚିତା ଏକ ବହୁତ ବଡ଼ ଖୁସି ଖବର ମଧ୍ୟ ଦେଇଛନ୍ତି ।

ତେବେ ଖୁସି ଖବର ଟି ହେଉଛି କି ଅର୍ଚ୍ଚିତା ଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ଏକ ମିଲିୟନ ଫ୍ଲୋର୍ସ ହୋଇଗଲେ । ଯାହାକୁ ନେଇ ସେ ବହୁତ ଖୁସି ଅଛନ୍ତି ଏବଂ ନିଜର ଏହି ଖୁସି କୁ ସେ ନିଜ ସ୍ୱାମୀ ସବ୍ୟସାଚୀ ଙ୍କ ସହ ନିଜ ହାତରେ ତିଆରି କରିଥିବା କେକ ଖାଇ ସେଲିବ୍ରେଟ କରୁଛନ୍ତି । ତେବେ ଯାହାର ଭିଡିଓ ମଧ୍ୟ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ ।


ତେବେ ଅର୍ଚ୍ଚିତା ଙ୍କ ଫ୍ୟାନ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ତେବେ ଆମେ ଭଗବାନ ଙ୍କ ନିକଟରେ ପାର୍ଥନା କରୁଛୁ କି ସେ ସବୁବେଳେ ଏହି ଭଳି ଖୁସିରେ ଏବଂ ମଜାରେ ରୁହନ୍ତୁ । ତେବେ ଏହି ଲେଖା ଆପଣ ଙ୍କୁ କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *