‘ମୋର ବି କିଛି ପ୍ରାଇଭେସୀ ଅଛି ? ଘରେ ଦି ଦି ଟା ପୁଅ ଅଛ, ଯଦି ଲୁଗା ଚେଞ୍ଜ କରୁଥିବା ସମୟରେ…’ ଦେଖନ୍ତୁ ସିସିଟିଭି ବନ୍ଦ କରିବାକୁ ନେଇ କଣ କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାରେ ପ୍ରତିଦିନ ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ତେବେ ଜନସାଧାରଣ ମାନେ ତପସ୍ଵିନୀଙ୍କୁ ସମର୍ଥନ ଦେଇ ସୁମିତଙ୍କ ଘର ଗେଟ ଭାଙ୍ଗିବା ପରେ ସୁମିତ ଏକ ଅଡିଓ କଲ୍ ଅପଲୋଡ କରିଥିଲେ ଓ ଏକ ସିସିଟିଭି ଫୁଟେଜ ଅପଲୋଡ କରିଥିଲେ ଯାହା ଆପଣ ମାନେ ନିଶ୍ଚୟ ଦେଖିଥିବେ । ସୁମିତ ସିସିଟିଭି ଫୁଟେଜ ଭାଇରାଲ କରି କହିଥିଲେ ସେମାନେ କାହିଁକି ଆମ ପରିବାର ମାମଲାରେ ଉତ୍ତେଜିତ ହେଉଛନ୍ତି ।

ବନ୍ଧୁଗଣ ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ବର୍ତ୍ତମାନ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ତପସ୍ଵିନୀଙ୍କ ଏହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଦେଖନ୍ତୁ ଆଜ୍ଞା ଗୋଟେ ଝିଅର ପ୍ରାଇଭେସୀ ଥାଏ ଯେତେବେଳେ ମୁ ବାହାରେ ବସିଥିଲି ସେତେବେଳେ ମୁ ବହୁତ କଷ୍ଟରେ ଟେଣ୍ଟ ଭିତରେ ଡ୍ରେସ ଚେଞ୍ଜ କରୁଥିଲି ।

କିନ୍ତୁ ଯେହେତୁ ମୁ ଏବେ ଗୋଟେ ରୁମରେ ଅଛି ପଛେ ଗ୍ରୀଲ ଥାଉ ଗ୍ରୀଲରେ ମୁ ବ୍ଳାଙ୍କେଟ ଲଗେଇ ଦେଇଛି ବର୍ତ୍ତମାନ ସେହି ପିଣ୍ଢାକୁ ରୁମ ଭାବି ମୁ ରହୁଛି ସେଠି ରୋଷେଇ କରି ଖାଉଛି’ । ଆଗକୁ ତପସ୍ଵିନୀ କହିଛନ୍ତି-‘ସେଇଠି ଯେଉଁ ସିସିଟିଭି ଲାଗିଛି ଜନସାଧାରଣ ଆପଣ ମାନେ ଟିକେ ଭାବନ୍ତୁ ଏଇଟା କେତେ ଦୂର ଠିକ । ମୁ ସେଇଠି ଡ୍ରେସ ଚେଞ୍ଜ କରୁଛି ମୁ ଲୁଗା ବି ସୁଖାଉଛି ଝିଅ ମାନଙ୍କର କିଛି ତ ପ୍ରାଇଭେସୀ ଥାଏ ।

ସେହି ପ୍ରାଇଭେସୀକୁ ମୁ ସିକ୍ଯୋର କରିବା ପାଇଁ ମୁ ସିସିଟିଭିରେ ଲୁଗା ଘୋଡେଇ ଦେଇଥିଲି । ଆପଣଙ୍କୁ ଏତେ କାହିଁକି ବାଧୁଛି ବୋହୁଟେ ରହିଲା ସିସିଟିଭିରେ ଲୁଗା ଘୋଡେଇ ଦେଲା ସିସିଟିଭି ତ ମୁ ଭାଙ୍ଗି ଦେଇନି’ । ଆଗକୁ ତପସ୍ଵିନୀ କହିଛନ୍ତି-‘ସିସିଟିଭିଟିକୁ ମୁ ଘୋଡେଇ ଦେଇଛି ଏଇଟାକୁ ସେ ଭିଡିଓ କରି ଭାଇରାଲ କରୁଛନ୍ତି ।

ଆରେ ତମେ ପା ଘରେ ଦି ଦି ଟା ପୁଅ ଅଛ ମୁ ଲୁଗା ଚେଞ୍ଜ କରିବା ବେଳେ ତମେ ଭିଡିଓ କରି ତାକୁ ଭାଇରାଲ କରି ମତେ ବ୍ଲାକମେଲ କରିବ । ତା ହେଲେ ସେହି ପ୍ଲାନିଙ୍ଗରେ ଥିଲ ବୋଧେ ତମେ ସେଥିପାଇଁ ତମକୁ ବାଧି ଗଲା । କାହିଁକି ବାପା ଏମିତି କରୁଛନ୍ତି ଆଉ କେତେ ନି-ର୍ଯା-ତନା ଦେବେ’ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ଏତେ ଶୀତରେ ମୁ ଦାଣ୍ଡରେ ସୋଉ ଥିଲି ଏବେ ପିଣ୍ଢାକୁ ଗଲି ପିଣ୍ଢାରେ ବି ଶୀତ ହେଉଛି ଆପଣ ପିଣ୍ଢାରେ ଆସି ସୋଇ ପାରୁଛନ୍ତି । ଘରେ ଆପଣ ଆରାମରେ ବ୍ଳାଙ୍କେଟ ଘୋଡାଇ ସୋଉ ଛନ୍ତି ମୋ ବିଷୟରେ ଟିକେ ଭାବୁ ଛନ୍ତି ଆପଣ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀ ଏକ ବଡ ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *