“ସୁମିତ ମୋତେ ସଜେଇଦେଲେ ବରମପୁର ଡନ୍ ଠୁ ଗୁଣ୍ଡା, ସିସିଟିଭି ଫୁଟେଜକୁ …’ Sumit ଙ୍କ ବିଷୟରେ କିଛି ଏମିତି କହିଲେ Pramila ମା’ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀଙ୍କ ଲଢେଇରେ ପ୍ରଥମ ଦିନରୁ ହିଁ ପ୍ରମିଳା ତ୍ରିପାଠୀ ତାଙ୍କ ସହ ଛାଇ ଭଳି ରହିଛନ୍ତି । ପ୍ରମିଳା ତ୍ରିପାଠୀ ହେଉଛନ୍ତି ଜଣେ ସମାଜସେବୀ ଓ ସେ ତପସ୍ଵିନୀଙ୍କୁ ନିଜ ଝିଅ ଭଳି ଦେଖୁଛନ୍ତି । ତେବେ ଗତ କିଛି ଦିନ ତଳେ ତପସ୍ଵିନୀଙ୍କୁ ଜନସାଧାରଣ ମାନଙ୍କ ସମର୍ଥନ ମିଳିଛି । ଗତ ୧୯ ତାରିଖ ଦିନ ଜନସାଧାରଣ ଉତ୍ତେଜିତ ହୋଇ ସୁମିତଙ୍କ ଘର ଗେଟ ଭାଙ୍ଗି ଦେଇଥିଲେ । ସେତେବେଳେ ସୁମିତ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରି ପ୍ରମିଳା ତ୍ରିପାଠୀଙ୍କୁ ଟାର୍ଗେଟ କରିଥିଲେ ।

ତେବେ ବର୍ତ୍ତମାନ ପ୍ରମିଳାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରମିଳା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗଣମାଧ୍ୟମ ସାମ୍ନାରେ ପ୍ରମିଳା କହୁଛନ୍ତି-‘ମୁ ଏବେ ଦେଖୁଛି ସୁମିତ କହିଥିଲେ ପ୍ରମିଳା ତ୍ରିପାଠୀ ତାଙ୍କ ଘର କଥାରେ ମୁଣ୍ଡ ପୁରାଇବାକୁ କିଏ ।

ଯେହେତୁ ପ୍ରଥମରୁ ଏସ୍ପି, ଡିଜି, ଡିଆଇଜି, ମହିଳା କମିଶନର, ହୁମାନ ରାଇଟ୍ସ, ବିଧାୟକ, ଏମଏଲଏ, କଲେକ୍ଟର, ସବ କଲେକ୍ଟର, ନବିନ ପଟ୍ଟନାୟକ ଓ ପ୍ରାଇମ ମିନିଷ୍ଟରଙ୍କୁ ଆମେ ପଠାଇ ଥିଲୁ । ଆମେ ପଠେଇଥିଲୁ ଅସଲ କଥାଟା ଜଣା ପଡୁ ବର୍ତ୍ତମାନ ହାଇ କୋର୍ଟରେ ପଡିଛି ସେସବୁ’ । ଆଗକୁ ପ୍ରମିଳା କହିଛନ୍ତି-‘ହେଲେ ଏବେ ଯାହା ମୋ ଉପରେ ଆଲିଗେସନ ଦେଇଛନ୍ତି ଆସିଲା ପରେ ବିଳମ୍ବ ହେଲେ ମଧ୍ୟ ଥାନାରେ ଦିଆଯାଇଛି ତାର ତଦନ୍ତ କଣ ହେଉଛି ।

ତମେ ଗୋଟେ ମୋ ନାଁରେ କେସ ଦେଲ । ବାଏ ପୋଷ୍ଟରେ ଝିଅ ମୋ ପାଖକୁ ପଠାଇଛି ମୁ ସେହି ସମାଜସେବୀ ପ୍ରମିଳା ତ୍ରିପାଠୀ ବର୍ତ୍ତମାନ ମୁ ଝିଅ ପାଇଁ ମରିବି ପଛେ ଛାଡିବି ନାହିଁ । ଗୋଟେ ବୋଲି ନୁହେଁ ହଜାର ହଜାର ଝିଅ ସମସ୍ତଙ୍କ ପାଇଁ ମୁ ଆଜି ରହିଛି ଓ ଆଗକୁ ବି ରହିବି’ । ଆଗକୁ ପ୍ରମିଳା କହିଛନ୍ତି-‘ହେଲେ ଗୋଟିଏ ଜିନିଷ ସେ ଯେଉଁ ଆଲିଗେସନ ଲଗାଉ ନାହାନ୍ତି ମୋତେ ସଜେଇ ଦେଲେ ମାନେ ସୁମିତ ବ୍ରହ୍ମପୁର ଡନ୍ ଠୁ ଗୁଣ୍ଡା ।

ଏହାର ତଦନ୍ତ କରାଯାଉ ସିସିଟିଭି ଫୁଟେଜକୁ ସିଜ କରାଯାଉ । ମୁ ଲଢିବୀ ଆଜ୍ଞା ଡରିବି ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରମିଳା ତ୍ରିପାଠୀ ଗଣମାଧ୍ୟମ ସାମ୍ନାରେ ନିଜ ବୟାନ ରଖିଛନ୍ତି । ତେବେ ପ୍ରମିଳାଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *