“ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ, କିନ୍ତୁ ସୁମିତ ତୁମକୁ ରାକ୍ଷାସ କୁହାଯିବ, ତୁମେ ଡାକ୍ତର ନୁହଁ ଗୋଟେ କଳଙ୍କ” Sumit ଙ୍କୁ ଗାଳି କରି କିଛି ଏମିତି କହିଲେ ଏହି ଯୁବକ, ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀଙ୍କ ପାରିବାରିକ ମାମଲାରେ ପ୍ରତିଦିନ ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାକୁ ନେଇ ସାରା ଓଡିଶାରେ ଚର୍ଚା ଚାଲିଛି । ଅନେକ ଲୋକ ଏହି ମାମଲାକୁ ନେଇ ନିଜ କଡା ପ୍ରତିକ୍ରିୟା ଦେଉଛନ୍ତି । ତେବେ ଲୋକମାନଙ୍କର ସମସ୍ତ ପ୍ରତିକ୍ରିୟା ସୁମିତ ଓ ତାଙ୍କ ପରିବାର ବିରୋଧରେ ଅଛି । ଗତ କିଛି ସମୟ ତଳେ ସୁମିତ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ଅପଲୋଡ କରିଥିଲେ ।

ସୁମିତ ଭିଡିଓ ଅପଲୋଡ କରିବା ପରେ ହିଁ ଲୋକମାନେ ଗୋଟେ ପରେ ଗୋଟେ ଭିଡିଓ ଅପଲୋଡ କରି ପ୍ରତିକ୍ରିୟା ଦେଉଛନ୍ତି । ତେବେ ଗତ କିଛି ସମୟ ହେବ ଜଣେ ବ୍ୟକ୍ତି ସୁମିତଙ୍କ ବିଷୟରେ ଏକ ବଡ ପ୍ରାୟକ୍ରିୟା ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବ୍ୟକ୍ତିଙ୍କ ନାମ ହେଉଛି ପିପୁ କୁମାର ସାହୁ । ପିପୁ ଭିଡିଓରେ କହିଛନ୍ତି-‘ନମସ୍କାର ମୋ ନାଁ ହେଉଛି ପିପୁ କୁମାର ସାହୁ ମୋ ବେଙ୍ଗାଲୋରରେ ରୁହେ । ଦୀର୍ଘ ଏକ ମାସ ହୋଇଯିବ ତପସ୍ଵିନୀ ଓ ସୁମିତଙ୍କ କେସ ସମାଧାନ ହୋଇପାରୁ ନାହିଁ । ଡାକ୍ତର ସୁମିତ ଆପଣ ନିଜକୁ କଣ ଭାବୁ ଛନ୍ତି ଟଙ୍କାର ପାହାଡରେ ଅଛନ୍ତି ବୋଲି ଗୋଟେ ଝିଅ ଖେଳଣା କଣ୍ଢେଇ । ଯଦି ଆପଣଙ୍କ ଭଉଣୀ ସହ ଏମିତି ହୋଇଥାନ୍ତା ତା ହେଲେ ଆପଣ କଣ ଚୁପ ହୋଇ ବସିଥାନ୍ତେ ।

ଆଗକୁ ପିପୁ କହିଛନ୍ତି-‘ଯେଉଁ ଝିଅ ଆପଣଙ୍କ ଘରେ କୋର୍ଟ ମ୍ୟାରେଜ କରି ଥିଲା ସେତେବେଳେ ଆପଣଙ୍କ ବାପା ମା ଓ ପରିବାର ଲୋକଙ୍କର ସେ ସେବା କରିଥିଲା । ସେହି ସମୟରେ କିଛି ଅସୁବିଧା ହେଉ ନଥିଲା ତ ଏବେ ସେ ଅଧିକାର ପାଇଁ ଯଦି ଧାରଣା ଦେଇ ବସିଲା ତ ଏବେ ଆପଣଙ୍କ ଦେହ ଖରାପ ହେଇଗଲା, ଆପଣଙ୍କ ଜେଜେ ମାଙ୍କର ବି ଦେହ ଖରାପ ହେଇଗଲା, ଆପଣ ରୁମ ଖୋଜି ପାଇଲେ ନାହିଁ ଏମିତି ବହୁତ ପ୍ରକାର ନାଟକ ବାଜି କରିଛନ୍ତି’ ।

ଆଗକୁ ପିପୁ କହିଛନ୍ତି-‘ଆରେ ଦ୍ଵିତୀୟ ଭଗବାନ ଡାକ୍ତରଙ୍କୁ କୁହାଯାଏ କିନ୍ତୁ ଆପଣଙ୍କୁ ଦ୍ଵିତୀୟ ଭଗବାନ କୁହାଯାଇ ପାରିବ ନାହିଁ । ତମକୁ ରାକ୍ଷାଶ କୁହାଯିବ କାରଣ ତମେ ଡାକ୍ତର ନୁହେଁ ସମାଜରେ ଗୋଟେ କଳଙ୍କ । ଯଦି ଆଜି ଆପଣଙ୍କ ଭଉଣୀ ସହ ଏମିତି ହୋଇଥାନ୍ତା ତା ହେଲେ ଆପଣ କଣ ଏମିତି ଚୁପ ହୋଇ ବସିଥାନ୍ତେ । ମୋର ପ୍ରମିଳା ମାଙ୍କୁ ଅଶେଷ ଧନ୍ୟବାଦ ତପସ୍ଵିନୀ ଦାସଙ୍କୁ ସେ ବହୁତ ସପୋର୍ଟ କରିଛନ୍ତି ଆଉ ଜନସାଧାରଣ ବି ସପୋର୍ଟ ଦେଇଛନ୍ତି’ ।

ଆଗକୁ ପିପୁ କହିଛନ୍ତି-‘ ଦେଖନ୍ତୁ ତପସ୍ଵିନୀ ଭଉଣୀ ଆପଣଙ୍କୁ ଯେତେବେଳ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ଆପଣ ବସନ୍ତୁ ଦେଖିବା କେମିତି ନ୍ୟାୟ ମିଳିବ ନାହିଁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *