ବନ୍ଧୁଗଣ ତପସ୍ଵିନୀଙ୍କ ଲଢେଇରେ ପ୍ରଥମ ଦିନରୁ ହିଁ ପ୍ରମିଳା ତ୍ରିପାଠୀ ତାଙ୍କ ସହ ଛାଇ ଭଳି ରହିଛନ୍ତି । ପ୍ରମିଳା ତ୍ରିପାଠୀ ହେଉଛନ୍ତି ଜଣେ ସମାଜସେବୀ ଓ ସେ ତପସ୍ଵିନୀଙ୍କୁ ନିଜ ଝିଅ ଭଳି ଦେଖୁଛନ୍ତି । ତେବେ ଗତ କିଛି ଦିନ ତଳେ ତପସ୍ଵିନୀଙ୍କୁ ଜନସାଧାରଣ ମାନଙ୍କ ସମର୍ଥନ ମିଳିଛି । ଗତ ୧୯ ତାରିଖ ଦିନ ଜନସାଧାରଣ ଉତ୍ତେଜିତ ହୋଇ ସୁମିତଙ୍କ ଘର ଗେଟ ଭାଙ୍ଗି ଦେଇଥିଲେ । ସେତେବେଳେ ସୁମିତ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରି ପ୍ରମିଳା ତ୍ରିପାଠୀଙ୍କୁ ଟାର୍ଗେଟ କରିଥିଲେ ।
ତେବେ ବର୍ତ୍ତମାନ ପ୍ରମିଳାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରମିଳା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗଣମାଧ୍ୟମ ସାମ୍ନାରେ ପ୍ରମିଳା କହୁଛନ୍ତି-‘ମୁ ଏବେ ଦେଖୁଛି ସୁମିତ କହିଥିଲେ ପ୍ରମିଳା ତ୍ରିପାଠୀ ତାଙ୍କ ଘର କଥାରେ ମୁଣ୍ଡ ପୁରାଇବାକୁ କିଏ ।
ଯେହେତୁ ପ୍ରଥମରୁ ଏସ୍ପି, ଡିଜି, ଡିଆଇଜି, ମହିଳା କମିଶନର, ହୁମାନ ରାଇଟ୍ସ, ବିଧାୟକ, ଏମଏଲଏ, କଲେକ୍ଟର, ସବ କଲେକ୍ଟର, ନବିନ ପଟ୍ଟନାୟକ ଓ ପ୍ରାଇମ ମିନିଷ୍ଟରଙ୍କୁ ଆମେ ପଠାଇ ଥିଲୁ । ଆମେ ପଠେଇଥିଲୁ ଅସଲ କଥାଟା ଜଣା ପଡୁ ବର୍ତ୍ତମାନ ହାଇ କୋର୍ଟରେ ପଡିଛି ସେସବୁ’ । ଆଗକୁ ପ୍ରମିଳା କହିଛନ୍ତି-‘ହେଲେ ଏବେ ଯାହା ମୋ ଉପରେ ଆଲିଗେସନ ଦେଇଛନ୍ତି ଆସିଲା ପରେ ବିଳମ୍ବ ହେଲେ ମଧ୍ୟ ଥାନାରେ ଦିଆଯାଇଛି ତାର ତଦନ୍ତ କଣ ହେଉଛି ।
ତମେ ଗୋଟେ ମୋ ନାଁରେ କେସ ଦେଲ । ବାଏ ପୋଷ୍ଟରେ ଝିଅ ମୋ ପାଖକୁ ପଠାଇଛି ମୁ ସେହି ସମାଜସେବୀ ପ୍ରମିଳା ତ୍ରିପାଠୀ ବର୍ତ୍ତମାନ ମୁ ଝିଅ ପାଇଁ ମରିବି ପଛେ ଛାଡିବି ନାହିଁ । ଗୋଟେ ବୋଲି ନୁହେଁ ହଜାର ହଜାର ଝିଅ ସମସ୍ତଙ୍କ ପାଇଁ ମୁ ଆଜି ରହିଛି ଓ ଆଗକୁ ବି ରହିବି’ । ଆଗକୁ ପ୍ରମିଳା କହିଛନ୍ତି-‘ହେଲେ ଗୋଟିଏ ଜିନିଷ ସେ ଯେଉଁ ଆଲିଗେସନ ଲଗାଉ ନାହାନ୍ତି ମୋତେ ସଜେଇ ଦେଲେ ମାନେ ସୁମିତ ବ୍ରହ୍ମପୁର ଡନ୍ ଠୁ ଗୁଣ୍ଡା ।
ଏହାର ତଦନ୍ତ କରାଯାଉ ସିସିଟିଭି ଫୁଟେଜକୁ ସିଜ କରାଯାଉ । ମୁ ଲଢିବୀ ଆଜ୍ଞା ଡରିବି ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରମିଳା ତ୍ରିପାଠୀ ଗଣମାଧ୍ୟମ ସାମ୍ନାରେ ନିଜ ବୟାନ ରଖିଛନ୍ତି । ତେବେ ପ୍ରମିଳାଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।