ରିଲ ଭିଡିଓ ବନେଇବା ସମୟରେ ଝିଅଟି ସହିତ ଯାହା ହେଲା ନା…Video ଦେଖିଲେ ଆପଣ ହସି ହସି ଗଡିବେ (5 Funny Moments)

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ସହିତ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ତେବେ ସୋସିଆଲ ମିଡିଆରେ କିଛି ଏଭଳି ମଜାଦାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ମାନେ ନିଜ ହସ ରୋକି ପାରିବେ ନାହିଁ । 

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ମଜାଦାର ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।  ୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ମହିଳା ଏକ ସୁପର ମାର୍କେଟରେ ଛିଡା ହୋଇ ଷ୍ଟିକ ଫୁଡ ଖାଉଛି ହେଲେ ସେହି ସମୟରେ ତା ହାତରୁ ଷ୍ଟିକ ଫୁଡଟି ତଳେ ପଡି ଯାଉଛି ।

ବନ୍ଧୁଗଣ ମହିଳା ଜଣକ ଅତି ଚତୁରତାର ସହ ସେହି ତଳେ ପଡିଥିବା ଷ୍ଟିକ ଫୁଡକୁ ବାହାରେ ନଫିଙ୍ଗି ଖୁସିରେ ନିଜ ସାଙ୍ଗକୁ ଦେଇ ଦଉଛି । ସାଙ୍ଗ ମଧ୍ୟ ସେହି ଷ୍ଟିକ ଫୁଡ ନେଇ ବହୁତ ଅଧିକ ଖୁସି ହୋଇଯାଉଛି । ଏହି ଭିଡିଓ ଟି ବହୁତ ମଜାଦାର ଅଟେ ଓ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ । 

https://www.youtube.com/watch?v=qGGkNunkY4g

. ୨୮ ସେପ୍ଟେମ୍ବର ୨୦୨୦ରେ ଭିଏତନାମରେ ଏକ ମଜାଦାର ଘଟଣା ଘଟିଥିଲା । ଭାଇରାଲ ହେଉଥିବା ଭିଡିଓରେ ଜଣେ ଲୋକ ହେଲମେଟ ପିନ୍ଧି ରାସ୍ତାରେ ଚାଲି ଚାଲି ଯାଉଥିଲା ସେହି ସମୟରେ ଗୋଟେ କୁକୁର ଲୋକକୁ ଦେଖି ଭୋକିବାରେ ଲାଗିଲା ଓ କାମୁଡିବା ପାଇଁ ଦ୍ରୁତ ଗତିରେ ଗଲା । ହେଲେ ବ୍ୟକ୍ତି ଜଣକ କରାଟେ ଜାଣି ଥିଲେ ବୋଧେ ସେ ନିଜ ହାତରେ ଏମିତି ଏକ ପୋଜିସନ କରିଲେ ଯାହାକୁ ଦେଖି କୁକୁର ଚୁପ ଚାପ ସାଇଡ ହେଇଗଲା । 


୩. ଆମ ଲିଷ୍ଟର ତୃତୀୟ ଭିଡିଓରେ ଗୋଟେ ଝିଅ ନିଜ ବୟଫ୍ରେଣ୍ଡ ଉପରେ ରାଗିକି ବାହାରେ ବର୍ଷାରେ ବସିଛି । ସେହି ସମୟରେ ତା ବୟଫ୍ରେଣ୍ଡ ତାକୁ ବୁଝେଇବା ପାଇଁ ଆସୁଛି ହେଲେ ଝିଅ ବୁଝୁ ନାହିଁ । ହଠାତ ବୟଫ୍ରେଣ୍ଡ ନିଜ ରେନକୋର୍ଟ ବାହାର କରି ଦଉଛି ଓ ଏକ ଅଦ୍ଭୁଦ ଡ୍ୟାନ୍ସ କରୁଛି ଯାହା ଦେଖି ଝିଅ ମୁହଁରୁ ହସ ବାହାରି ଯାଉଛି ଏବଂ ଝିଅ ଖୁସିରେ ନିଜ ବୟଫ୍ରେଣ୍ଡ ସହ ଚାଲି ଯାଉଛି । 


୪. ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ଲୋକ ସର୍ଟ ଭିଡିଓ କରି ଗୋଟେ ଅନ୍ୟ ମହିଳା ସହ ସ୍କ୍ରିନ ସେୟାର କରୁଥିଲା । ସ୍କ୍ରିନ ସେୟାର ସମୟରେ ବ୍ୟକ୍ତି ଜଣକ ବହୁତ ସୁନ୍ଦର ଡ୍ୟାନ୍ସ କରୁଥିଲା ହେଲେ ସେହି ସମୟରେ ବ୍ୟକ୍ତିର ସ୍ତ୍ରୀ ତା ପଛପଟେ ଛିଡା ହୋଇ ସବୁ ଦେଖୁଥିଲା । ଏହା ପରେ ବ୍ୟକ୍ତିର ଏକ୍ସପ୍ରେସନ ଯାହା ହେଲା ଦେଖିଲେ ହସ ରୋକି ହେବ ନାହିଁ । 


୫. ସେଲେହୀ ରୁଦ୍ରା ନାମକ ଜଣେ ମହିଳା ସୋସିଆଲ ମିଡିଆରେ ବହୁତ ଫେମସ ଅଛନ୍ତି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ସେ ଏକ ରେଳ ଷ୍ଟେସନରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ହେଲେ ଡ୍ୟାନ୍ସ କରିବା ସମୟରେ ସେ ଗୋଟେ ବୃଦ୍ଧ ମହିଳାଙ୍କ ସହ ପିଟି ହୋଇ ତଳେ ପଡି ଯାଉଛନ୍ତି । 

Leave a Reply

Your email address will not be published. Required fields are marked *