Factory ର ଛାତ ଉପରେ ଥିବା ଏହି ଜିନିଷଟି କଣ ? ଏହା କାହିଁକି ଥାଏ ଓ ଏହାର କାମ କଣ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଏହି ଦୁନିଆରେ ଏପରି ବହୁତ କିଛି ରହସ୍ୟମୟ କଥା ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଦୁନିଆର କିଛି ଏଭଳି ରହସ୍ୟମୟ କଥା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କର ହୋସ ଉଡିଯିବ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ କଥା ଗୁଡିକ ବିଷୟରେ । ୧. ବନ୍ଧୁଗଣ ଏହି ଦୁନିଆର ସବୁଠାରୁ ଧନୀ ମଣିଷ ହେଉଛନ୍ତି ବିଲ ଗେଟ୍ସ ।

ସାଧାରଣତଃ ଧନୀ ଲୋକମାନେ ବହୁତ ଧୁମଧାମର ସହ ବିବାହ କରିଥାନ୍ତି ହେଲେ ବିଲ ଗେଟ୍ସଙ୍କର କୌଣସି ବିବାହ ଫଟୋ ସୋସିଆଲ ମିଡିଆରେ ନାହିଁ । ବିଲ ଗେଟ୍ସ ଲନାଇ ଇସଲାଣ୍ଡରେ ବିବାହ କରିଥିଲେ । ଯେମିତି କୌଣସି ମିଡିଆ ବାଲା ସେହି ସ୍ଥାନରେ ରହିପାରିବେ ନାହିଁ ସେଥିପାଇଁ ସେ ସେଠାକାର ସମସ୍ତ ହୋଟେଲକୁ ବୁକ୍ କରିଦେଇଥିଲେ ଯାହାଫଳରେ ତାଙ୍କ ବିବାହର କୌଣସି ଫଟୋ ଭାଇରାଲ ହେଲା ନାହିଁ ।

୨. ବନ୍ଧୁଗଣ ଆମେରିକାର ଜଣେ ବ୍ୟକ୍ତି ପୋର୍ଶ୍ଚେ କିଣିଲେ ହେଲେ ମାଗଣାରେ । ପୋର୍ଶ୍ଚେ ହେଉଛି ଏକ ଏକ୍ସ ପେନ୍ସିବ କାର ଓ ଏହି କାରର ମୂଲ୍ୟ ମଧ୍ୟ ବହୁତ ଅଧିକ ରହିଛି ଯାହାକୁ ଜଣେ ସାଧାରଣ ଲୋକ କିଣି ପାରିବ ନାହିଁ । ସେହି ବ୍ୟକ୍ତି ଜଣକ ପୋର୍ଶ୍ଚେ କିଣିଲା ଓ କହିଲା ମୁ ଚେକ୍ ରେ ପେମେଣ୍ଟ କରିବି । ହେଲେ ଗାଡି ନେବା ପରେ ଜଣା ପଡିଲା ସେ ଚେକ୍ ଟି ଫେକ ଥିଲା ।

୩. ବନ୍ଧୁଗଣ ଗତ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ଏହି ଫଟୋଟିକୁ ଆପଣ ମାନେ ଦେଖି ପାରୁଥିବେ । ଆପଣ ମାନେ ପ୍ରଥମେ ଏହି ଫଟୋରେ ଥିବା ଲୋକର ଦାନ୍ତକୁ ଦେଖିଥିବେ ହେଲେ ବନ୍ଧୁଗଣ ଟିକେ ଧ୍ୟାନରେ ଦେଖନ୍ତୁ ଏହି ଲୋକର ଗୋଟିଏ ଆଏବ୍ରୋ ନାହିଁ । ଏଥିରୁ ଜଣା ପଡୁଛି ଦାନ୍ତ ହେଉଛି ମୁହଁର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ।

୪. ବନ୍ଧୁଗଣ ଆପଣ ମାନେ ଟିକେ ଧ୍ୟାନରେ ଏହି କ୍ୟାମେରା ଫଟୋକୁ ଦେଖନ୍ତୁ । ଏହା ହେଉଛି କ୍ୟାମେରାର ମେଲଟେଡ ଫଟୋ । ଏକ ରକେଟ ଲଞ୍ଚ ହେବା ସମୟରେ ଏହି କ୍ୟାମେରାରେ ଭିଡିଓ ରେକର୍ଡ କରାଯାଉଥିଲା ହେଲେ ରକେଟରେ ଊର୍ଜାର ତାପମାତ୍ରା ଏତେ ଅଧିକ ଥିଲା ଯେ ଏହି କ୍ୟାମେରାଟି ମେଲ୍ଟ ହେଇଗଲା ।

୫. ବନ୍ଧୁଗଣ ଆପଣ ମାନେ ସମସ୍ତେ ଫାକ୍ଟେରି ଉପରେ ଲାଗିଥିବା ଏହି ଜିନିଷକୁ ନିଶ୍ଚୟ ଦେଖିଥିବେ । ଏହି ଜିନିଷ ସବୁବେଳେ ଚକ୍ରି ଭଳି ବୁଲୁ ଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କ ମନକୁ ମଧ୍ୟ ପ୍ରଶ୍ନ ଆସିଥିବ ଯେ, ଏହି ଜିନିଷର କାମ କଣ । ଏହାକାଉ ୱିନ୍ଡ ଟର୍ବାଇନ ଭେଣ୍ଟିଲେଟର କୁହାଯାଏ । ସାଧାରଣତଃ ଫାକ୍ଟେରିରେ ବହୁତ ଅଧିକ ହିଟ ଜେନେରେଟ ହୋଇଥାଏ ଏହି ତେବେ ଏହି ଜିନିଷ ଫାକ୍ଟେରି ଭିତରେ ଥିବା ତାପମାତ୍ରାକୁ ବାହାର କରିଥାଏ ।

Leave a Reply

Your email address will not be published. Required fields are marked *